ରାଜେଶ ଖାନା ଫେନ୍ସ କ୍ଲବ୍‌ ପକ୍ଷରୁ ୧୮ ତାରିଖରେ ସଙ୍ଗୀତ କାର୍ଯ୍ୟକ୍ରମ

Rourkela/Sushanta Behera : ସହରର ଅନ୍ୟତମ ଅନୁଷ୍ଠାନ ରାଜେଶ ଖାନ୍ନା ଫେନ୍ସ କ୍ଲବ୍‌ ପକ୍ଷରୁ ଏଅ ସଙ୍ଗୀତ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିହରେ ସିଭିକ୍‌ ସେଣ୍ଟର୍‌ଠାରେ ଅନୁଷ୍ଠିତ ହେବାଉ ଯାଉଛି। ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଥମ ସୁପରଷ୍ଟାର୍‌ ତଥା ଜଣେ ପ୍ରତିଷ୍ଠିତ ଅଭିନେତାଭାବେ…

 ମହିଳା ହକି ବିଶ୍ୱକପ ଦଳକୁ ଶୁଭକାମନା ଜଣାଇଲେ ପାନପୋଷ  କ୍ରୀଡ଼ା ଛାତ୍ରାବାସ ଖେଳାଳି

ରାଉରକେଲାରୁ ସୁଶାନ୍ତ ବେହେରା :  ଏବେ ସାରାବିଶ୍ୱରେ ହକି ଆଉ ଫୁଟବଲ ଫିଭର | ଆଉ ସେଥିରୁ ବା ବାଡ଼ ଯାଇଥାନ୍ତା କିପରି ହକିର ଏନ୍ତୁଡ଼ିଶାଳ | ସବୁଠୁ ବଡ କଥା ହେଲା ଭାରତୀୟ ମହିଳା ହକି ଦଳ ଆଜି ଇଂଲଣ୍ଡ ଯାତ୍ରା କରିଛି, ସେଥିପାଇଁ  ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଭାରତୀୟ…

ବରିଷ୍ଠ  ନାଗରିକଙ୍କ ପାଇଁ ମାଗଣା ସାପ୍ତାହିକ ସ୍ୱାସ୍ଥ୍ୟପରୀକ୍ଷା ଏବଂ ସମସ୍ତଙ୍କ ପାଇଁ ଯୋଗ 

   ଭୁବନେଶ୍ୱର : ସହରର ସର୍ବପୁରାତନ ଓ ଅଗ୍ରଣୀ “ଭୁବନେଶ୍ୱର ରୋଟାରୀ କ୍ଳବ୍‍” ପକ୍ଷରୁ ଏକ ମିଳିତ ସୃଜନଶୀଳ ପ୍ରୟାସ କ୍ରମରେ ମାଗଣା ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା ସେବାରେ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରାଯାଇଥିବା ବେଳେ “ସମସ୍ତଙ୍କ ପାଇଁ ଯୋଗ” ଶ୍ରେଣୀରେ ସବୁ ବୟସ ବର୍ଗକୁ ମାଗଣାରେ…

 ବାରିପଦାରେ ବନ୍ୟପ୍ରାଣୀ ନିୟମ ଉଲଙ୍ଘନକାରିଙ୍କୁ ଗିରଫ ଦାବୀରେ ବିକ୍ଷୋଭ: ଦାନା ବାନ୍ଧୁଚି ଆନ୍ଦୋଳନ

ବାରିପଦା(ଦିଲ୍ଲୀପ ମହାନ୍ତି )- ନିର୍ଦ୍ଧିଷ୍ଟ କେତେକ ବନ୍ୟପ୍ରାଣୀ ଆଇନ ଉଲଂଘନକାରୀଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରିବା ଦାବୀରେ ଗତକାଲି ଅପରାହ୍ନରେ ଶିମିଳିପାଳ ଅଭିଯାନ ସୁରକ୍ଷା ମଂଚର ସଭ୍ୟସଭ୍ୟାମାନଙ୍କ ଦ୍ୱାରା ବାରିପଦାସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସର, ଆଂଚଳିକ ମୁଖ୍ୟ ବନ ସଂରକ୍ଷକ  ଓ…

କଳିଙ୍ଗନଗର ମେଡିକାରେ ସାପ କାମୁଡା ରୋଗୀକୁ ବିଧାୟକଙ୍କ ସହାୟତା

ଡୁବୁରୀ/ସନାତନ ମହାନ୍ତ- ଗତକାଲି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡିଆଭଙ୍ଗା ଗ୍ରାମର ରମେଶ ମଲିକଙ୍କ  ଝିଅ ଟିକିଲି ମଲିକ୍ (୧୮) ଗାଁ ପାଖ ଝରଣାକୁ ଶୌଚ ହେବାକୁ ଯିବା ସମୟରେ ଏକ ବିଷାକ୍ତ ସାପ ଦର୍ଶନ କରିଥିଲା । ସଂଗେ ସଂଙ୍ଗେ ସେ ଅସୁସ୍ଥ ହୋଇ ପଡିଲା । ଖବର ପାଇ ସ୍ଥାନୀୟ ସ୍ୱେଛାସେବୀ…

ହେ ପ୍ରଭୁ…ଥରେ ଦେଖାଦିଅ…କଥା ବୁଝି ଯାଅ,  ପାଞ୍ଚ ବର୍ଷ ଆଉ ଡିଷ୍ଟର୍ବ କରିବିନି 

Bolangir/Niroj Mishra : କଥାରେ ଅଛି ଦୁଃଖରେ ପଡିଲେ ଠାକୁରଙ୍କୁ ଡାକେ ମଶିଷ, ଶରଣାଗତ ହୁଏ ସେଇ  ଶୂନ୍ୟସତ୍ତାଙ୍କର । ଚିନ୍ତା ବା ଆସନ୍ନ  ଚିନ୍ତା ମଣିଷମନରେ ଭଗବତ ଚେତନାକୁ ପ୍ରବଳ କରିଦେଇଥାଏ  । ଆଉ ନେତାଙ୍କ କଥା କହିବା କଣ, ସେମାନେ ତ ଭୋଟ ସମୟ ପାଖେଇଲେ ଠାକୁର ମୁହାଁ ହୁଅନ୍ତି ।…

ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂହ ରାଜ୍ୟସଭାକୁ ମନୋନୀତ : ମୋଦି ଶାସନରେ ଓଡିଆ ସମ୍ମାନିତ : ବିଜେପି

ଓଡିଶାର ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଏବଂ କଳାକୁ ଜୀବିତ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ମୋଦି ସରକାର ସମ୍ମାନିତ କରୁଛନ୍ତି  ଭୁବନେଶ୍ୱର: ‘ମୋଦି ଶାସନରେ ଓଡିଆ ସମ୍ମାନିତ’ । ଆଜି ଭଳି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ଦୁଇ ଜଣ ଓଡିଆ ତଥା ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ…