Sign in
Sign in
Recover your password.
A password will be e-mailed to you.
ମଡେଲ ଡିଗ୍ରୀ କଲେଜ ଅବ୍ଯବସ୍ଥାରେ ଚାଲିଛି।
କୋଲନେରା ବ୍ଲକ ରୁ (ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ) : ଅମଲାଭଟା ଛକ ସ୍ଥିତ ମଡେଲ ଡିଗ୍ରୀ କଲେଜ୍ ରେ ଅବ୍ଯବସ୍ଥା, ଉଚ୍ଚଶିକ୍ଷା ବିଭାଗର ଦୃଷ୍ଠିପଡୁ ନଚେତ୍ ଖୋଳହୋଇଯିବ ଶିକ୍ଷାନୁଷ୍ଠାନର କେତେକ ଅଂଶ, 6 କୁ 9 ରେ ଚାଲିଛି ଅନୁଦାନର ଖର୍ଚ୍ଚ, ଦୁର୍ନୀତି ଓ କଲେଜ ପ୍ରଶାସକର ମନମାର୍ଜିର…
ଅବସର ପରେ ଗାଦି ଛାଡୁନାହାନ୍ତି କର୍ମଚାରୀ।
କାକଟପୁର/ପ୍ରକାଶ ଦାଶ -୦୫/୧୨ ନିମାପଡ଼ା ଡିଭିଜନ ଜଳସେଚନ ବିଭାଗ ଅନ୍ତର୍ଗତ କାକଟପୁର ଜଳସେଚନ ଉପଖଣ୍ଡର ଜନୈକ କର୍ମଚାରୀଙ୍କ ଗତ ୩୦/୧୧/୨୦୨୫ତାରିଖରେ ଅବସର ଗ୍ରହଣ ସମୟ ହୋଇଥିଲେ ମଧ୍ୟ ମହାଶୟଙ୍କୁ ଅଦ୍ୟାବଧି ଅଫିସ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି।ଶୁଣାଯାଏ ମହାଶୟ ଜଣେ କରିତ୍ କର୍ମା…
ମର୍ମନ୍ତୁଦ ଦୁର୍ଘଟଣା, ଛୋଟ ଛୁଆ ଆଗରେ ପିତା ମାତା ଚାଲିଗଲେ।
କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଫଳରେ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା କୁରେଇଶୁଣୀ ମନ୍ଦିର ନିକଟରେ ଏକ ସ୍କୁଟି ଗାଡ଼ିକୁ ଏକ ପଲସର୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ସ୍କୁଟି ଚାଳକ ପ୍ରତାପ ମଳିକ ଓ ପତ୍ନୀ ଲଳିତା ମଳିକ ର…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ
ଉପକୃତ ହେଉଛନ୍ତି ୬୦୦ରୁ ଅଧିକ ପିଲା
ଭୁବନେଶ୍ୱର, ତା ୦୬/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କାଶୀପୁର ଏବଂ ଭବାନୀପାଟଣାର ୨୫ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ସଞ୍ଜୀବନୀ ନାମକ ଏକ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ।…
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ଭୁବନେଶ୍ୱର, ୬/୧୨: ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ବୁଧବାର ଏକ ନୂତନ ଆଂଟିରେଟ୍ରୋଭାଇରାଲ ଟ୍ରିଟମେଂଟ (ଏଆରଟି) ସେଂଟର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶାର ପ୍ରଥମ…
ଓପିଜିସି ତରଫରୁ ସ୍ୱାସ୍ଥ୍ୟ ଶିବିର
ଲଖନପୁର: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ତରଫରୁ ଦଲଗାଁ ପ ପଞ୍ଚାୟତ କାର୍ଯ୍ୟାଳୟଠାରେ ରେ ଏକ ନିଶୁଳ୍କ ବିଶେଷଜ୍ଞ ସ୍ବାସ୍ଥ୍ୟ ଶି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥ୍ ଭାବେ ଦଲଗାଁ ସ ସରପଞ୍ଚ ସନ୍ତୋଷ କୁମାର…
ବିଶିଷ୍ଟ କଣ୍ଠଶିଳ୍ପୀ ଡ.ଅନସୂୟା ନାଥଙ୍କୁ ‘ମାର୍ଗଶିରର ମହକ ସମ୍ମାନ ୨୦୨୫’ ପ୍ରଦାନ
ଭୁବନେଶ୍ୱର, ୫/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃ୍ତିକ ଶାଖା କ୍ରିଆଟିଭୋ ପକ୍ଷରୁ ଗୁରୁବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗଣିତ ବିଭାଗର ପ୍ରଫେସର ଡ.…
ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର,ବେଲଗୁଣ୍ଠା ରେସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ପାଳିତ…
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )- -:ରିଖ ଅପରାହ୍ନ ଘ.୨.୦୦ ବେଳେ ମାତା ମାନଙ୍କୁ ନେଇ "ସପ୍ତ ଶକ୍ତି ସଙ୍ଗମ" କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗୀତା ଜ୍ଞାନ ପ୍ରବଚ଼କ ତଥା ଆଧ୍ୟାତ୍ମବାଦୀ ସାଧକ ଶ୍ରୀ ଜଗତ କିଶୋର ଦାଶ ଯୋଗଦାନ କରି…
କିସ୍ ଅଭିଭାବକ ମାନଙ୍କ ତରଫରୁ ମ ରାମପୁର ଠାରେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ |
ଭବାନୀପାଟଣାukକଳାହାଣ୍ଡି ଜିଲ୍ଲା ମ ରାମପୁର କରଲାଖୁତା ଠାରେ ଆଗକୁ ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀର ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହେଇଯାଇଛି | ଉକ୍ତ ବୈଠକରେ ମୁଖ୍ୟ ଅତିଥି ବିଶିଷ୍ଟ ଆଦିବାସୀ ନେତା ତଥା କିସ ର ଶୁଭେଛୁ ଶ୍ରୀ ପରମାନନ୍ଦ ମାଝୀ…
ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର!
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ)ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର| ଇନ୍ଦିରାବତୀ ଦକ୍ଷିଣ ମୁଖ୍ୟ କେନାଲ ବୋଦେଲବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ହେବା ଯୋଗୁଁ ଜଣକର ମୃତ୍ୟୁ ହେଇଥିବା ବେଳେ ୪ ଜଣ ଗୁରୁତର…