ବ୍ଲକ କଂଗ୍ରେସ ମହଲରେ ଆନନ୍ଦ ଓ ମିଠା ବଂଟନ 

0

 ସୁବର୍ଣପୁରରୁ ଜିଲ୍ଲା ପ୍ରତିନିଧି  ପ୍ରକାଶ ହାତୀ: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି  ବ୍ଲକ କଂଗ୍ରେସ ମହଲରେ ଆନନ୍ଦର ଲହରୀ ଖେଲି ଯାଇଛି ।ଚଳିତ  ନିର୍ବାଚନରେ ଦେଶର ରାଜସ୍ଥାନ,ଛତିଶ ଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସ ବିଜୟ ଲାଭ କରିଥିବରୁ ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ସଭାପତି ଚିତ୍ତ ରଞ୍ଜନ ମିଶ୍ରଙ୍କ  ସହିତ କଂଗ୍ରେସ କର୍ମୀ  ମିଳୁ ସାହୁ,ବିରେନ୍ଦ୍ର ଯୁଆଡି,ପ୍ରଭାତ ବିଶ୍ୱାଲ,ପାଣ୍ଡବ ତ୍ରୀପାଠି,ବସୁ ସାହୁ,ଚଉବର୍ଗ ଭୋଇ,ନେପାଳ ବାରିକ,ପ୍ରକାଶ ହାତୀ,ସୁନୀଲ ସାହୁ, ଫକିର ମେହେର,ଗୋଳକ ସାହୁ,ରାଜେନ୍ଦ୍ର ସ.ଚୁଡାମଣି,ଅର୍ଜୁନ ମେହେର,ମୂରଳି ବରିହା,ମିଳୁ ବାରିଲ ପ୍ରମୁଖ କଂଗ୍ରେସ କର୍ମୀମାନେ  ଏକାଠି ହୋଇ ଆନନ୍ଦ ଉଲ୍ଲାସରେ ମାତି ଉଠିଥିଲେ ଓ  ମିଠା ବଂଟନ କରିଥିଲେ ।

 

Leave A Reply

Your email address will not be published.