Sign in
Sign in
Recover your password.
A password will be e-mailed to you.
ଛଉ ଉପରେ ମୟୂରଭଞ୍ଜବାସୀଙ୍କ ରୁଚି କମିବାରେ ଲାଗିଛି !!!!
ତିନିଦିନିଆ ଛଉନୃତ୍ୟ ଉଦଘାଟନୀ ସମାରୋହରେ ଦର୍ଶକ ସଂଖ୍ୟା ନୈରାଶ୍ୟଜନକ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଗଣପର୍ବ ଛଉନୃତ୍ୟ ମହୋତ୍ସବ ବାରିପଦା ଛଉପଡ଼ିଆର ମୁକ୍ତ ଆକାଶ ତଳେ ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନର ସଭାପତି ଜିଲ୍ଲାପାଳ ସୁରେନ୍ଦ୍ର…
୫ ହଜାର ଟଙ୍କା ଲାଞ୍ଚ : ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଥିବା ଆରଆଇଙ୍କୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ୨୦୧୩ରେ ଯଶିପୁର ତହସିଲରେ ଆରଆଇ ରହିଥିବା ବେଳେ ଏକ ଜମିର ପଟ୍ଟା କରାଇ ଦେବା ନିମନ୍ତେ ଯଶିପୁର ପାନ୍ଥ ଗ୍ରାମର ଦିନବନ୍ଧୁ ପୃଷ୍ଟି ୫ ହଜାର ଟଙ୍କା ଲାଞ୍ଚ ନଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଯାଇଥିବା ମାମଲାର ବିଚାର କରି ବାରିପଦା…
ବାପ-ପୁଅ ରାତି ଅନିଦ୍ରା ମୁଗୁରା ପଛ ମେଲା, ନିୟମର ସୁରକ୍ଷାଦାତା କରୁଛନ୍ତି ନିୟମର ଧର୍ଷଣ
କି ରସ ଝରୁଛି ଯେ ପୁରୁଣା ବିଭାଗ ବାପା ସମ୍ପତି ଭଳି ମାଡି ବସିଛନ୍ତି ସଚିବାଳୟ ଅଧିକାରୀ
ଗୃହ ସଚିବଙ୍କ ନିର୍ଦ୍ଦେଶକୁ ବାସି ପାଣିରେ ବି ମୁତିଲେନି
Bhubaneswar/ Manasi Mishra : ସଚିବାଳୟ...ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ପାଇଁ ବତୀଘର | ପ୍ରଶାସନିକ ସିଢିରେ ତା ତଳକୁ ଥିବା…
ରାଜବୋଡାସମ୍ବର ବ୍ଳକରେ ମନରେଗା ଜନଶୁଣାଣୀ । ଗତବର୍ଷ ୧୧୦୦ଟି ପ୍ରକଳ୍ପରୁ ସରିଛି ୬୦୨, ୩୯୧୪ଟି ପରିବାରଙ୍କୁ ୭୭,୦୨୬…
ପଦ୍ମପୁର(Nila Deep )-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତିର ୨୦୧୭-୨୦୧୮ ବର୍ଷ ପାଇଁ ମହାତ୍ମାଗାନ୍ଧୀଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରଦ୍ବିତୀୟ ପର୍ଯ୍ୟାୟ ଜନଶୁଣାଣୀ ବୈଠକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୄହରେ ଅନୁଷ୍ଠିତ ହୋଇଯାଇଛି । ଏହି…
ସ୍ୱଚ୍ଛଭାରତ ଅଭିଯାନ : ପଦ୍ମ ଘୁଂଚି ଘୁଂଚି ଯାଉଛି
ଲକ୍ଷ୍ୟ ହାସଲରେ ଜଗତସିଂହପୁର ଜିଲ୍ଲା ପଛରେ ପଡ଼ିବ !
ଜଗତସିଂହପୁର/ ଅଜୟ କୁମାର ଜେନା : ଜିଲ୍ଲାରେ ସ୍ୱଚ୍ଛଭାରତ ଅଭିଯାନରେ ୨୦୧୯ ସୁଦ୍ଧା ଲକ୍ଷ୍ୟ ରଖାଯାଇଥିବା ବାହ୍ୟ ମଳମୁତ୍ର ତ୍ୟାଗମୁକ୍ତ ଜିଲ୍ଲା ଘୋଷଣା କରିବାର ଆଶା - ଆଶଂଙ୍କାରେ ରହିଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ…
ମୋବାଇଲ ଫୋନରେ ଡେଲିଭରି , ପ୍ରସୂତି ମହିଳା ମୃତ !
ପ୍ରଶାସନ ନିଦରେ, ଚାଲିଛି ଦଲାଲ ହସ୍ପିଟାଲର ଉତ୍ପାତ
ଜଗତସିଂହପୁର ଅଜୟ କୁମାର ଜେନା: ପ୍ରଶାସନ ସବୁ ଜାଣୁଛି | ହେଲେ ଜାଣି ନଜାଣିଲା ପରି ରହୁଛି | ଆମେ କହୁଛୁ ଏକ ଦାଇତ୍ୱହୀନ ହସ୍ପିଟାଲ ବିଷୟରେ | ଏହି ହସଷ୍ପିଟାଲରେ ପୂର୍ବରୁ ଏକାଧିକ ମହିଳାମାନଙ୍କର ମୃତ୍ୟୁ ହୋଇଥିବା କଥା ଚିକିତ୍ସା…
record in spreading spread awareness on Organ Donation
Rotaract Club Of Byasabhoomi attempted Guinness World book record
Jajpur( Jayshankar Dash) : India is facing an acute shortage of Organ donation due to prevalence of myths & superstitions. In India 6,000 people need organ transplant…
ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଲଗାଉଛନ୍ତି ଅରୁଣ ସିଂ, ମହାନଦୀ ପ୍ରସଙ୍ଗରେ ବିଜେପି ସାଜିଛି ଓଡିଶା ବିରୋଧୀ
ବିଜେପିର ଜୁମଲା ବା ପ୍ରବଞ୍ଚନାକୁ ହାଡ଼େ ହାଡ଼େ ଚିହ୍ନିଗଲେଣି ଓଡ଼ିଶାବାସୀ : ବିଜୟ
ଭୁବନେଶ୍ୱର ଚକ୍ରଧର ମାଝି : ବିଜେପି ସରକାରକୁ ଆସିଲେ ମହାନଦୀ ସମସ୍ୟା ୬ମାସରେ ସମଧାନ ହୋଇଯିବ ବୋଲି ବିଜେପି ପ୍ରଭାରୀ ଅରୁଣ ସିଂହ ଯେଉଁ ଦୃଢେ଼ାକ୍ତି ପ୍ରକାଶ କରୁଛନ୍ତି, ତାହା ବିଜେପିର ଓଡ଼ିଶା ପ୍ରତି…
ହତ୍ୟା ମାମଲାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ୭୦ ବର୍ଷର ବୃଦ୍ଧକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୪(୧୧) ଅନୁସାରେ ୫ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ…
ଗୋଟିଏ ଟେବଲରେ ଏକାଠି ରକ୍ତଦାନ କଲେ ରାଜ ଦମ୍ପତ୍ତି
ବଲାଙ୍ଗୀରରୁ ନିରୋଜ ମିଶ୍ର : ରାଜପରିବାରର ଜନ୍ମ ହୋଇ ପାରିଥାନ୍ତି ଦୁହେଁ | ହେଲେ ସେବା ଆଉ ମଣିଷ ପଣିଆ ଅଛି ସେମାନଙ୍କ ଭିତରେ | ଜୀବନ ବିନ୍ଦୁ ବିଶାଳ ରକ୍ତଦାନ ଶିବିର ରେ ରକ୍ତ ଦାନ କଲେ ଯୁବନେତା ଅରକେଶ ସିଂ ଦେଓ ଏବଂ ତାଙ୍କ ସହଧର୍ମିଣୀ ଅଦ୍ରୀଜା ମଞ୍ଜରୀ ସିଂ .