Sign in
Sign in
Recover your password.
A password will be e-mailed to you.
ଶପଥ ନେଉ ନେଉ କଥା ରଖିଲେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲ ନାଥ: କୃଷକଙ୍କର ଦୁଇ ଲକ୍ଷ ଟଙ୍କା ଯାଏଁ ହେବ ଋଣ ଛାଡ
ଭୋପାଲ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କମଲ ନାଥ | ଶପଥ ନେବାର ମାତ୍ର କେଇ ଘଣ୍ଟା ଭିତରେ ସେ ସେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | କୃଷକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ମଧ୍ୟପ୍ରଦେଶ ସରକାର…
‘ପେଥାଇ’ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା : ଉପକୂଳ ଓଡିଶାକୁ ବି ଭିଜାଇବ
ଭୁବନେଶ୍ୱର : ଭୟଙ୍କର ଘୂର୍ଣ୍ଣିଝଡ ‘ପେଥାଇ’ ଘୂର୍ଣ୍ଣିଝଡରେ ପରିଣତ ହେବା ପରେ ଦୁର୍ବଳ ହୋଇ ସୋମବାର ଅପରାହ୍ଣ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ବିଶାଖାପାଟଣାର ଦକ୍ଷିଣରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି…
କୋଶଳ ରାଜ୍ୟ ଦାବୀ ମହାବନ୍ଦକୁ ବେଙ୍ଗାଲୋରରେ ସମର୍ଥନ ।
ବେଙ୍ଗାଲୋର/ଶାସକପ୍ରଶାସକ-ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟି ଦ୍ବାରା ଦିଆଯାଇଥିବା ମହାବନ୍ଦ ଡାକରା କେବଳ ପଶ୍ଚିମ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ଦେଖିବାକୁ ମିଲିଛି । ବେଙ୍ଗାଲୋରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଆଜି ସକାଳୁ ବେଲେନଦୁର ଶିବମନ୍ଦିର ଠାରେ…
ସରିଲା ୧୬ ଦିନିଆ ମସ୍ତି ଡଟ ଫେଷ୍ଟ : ସଭିଏ ଝୁମିଲେ, କିଏ ଠିଆରେ ଆଉ କିଏ ବସିକି
ଦୀର୍ଘ ୧୬ ଦିନ ଧରି ପ୍ରଦର୍ଶନୀ ଫାଟି ପଡୁଥିଲା । ହେଲେ ହକି ସହ ତାଳ ଦେଇ ସରିଛି ଡଟ ଫେଷ୍ଟ | ଇଏ ଡଟ ଫେଷ୍ଟ ଫେଷ୍ଟିଭାଲ ତ ନଥିଲା, ଥିଲା ନବାବି ଆଦବ କାଇଦାର ଗୋଟେ ପ୍ରତିଫଳନ | ମାନେ ଖାସ ବାବୁ ଭୈୟା ଆଉ ନେତାଙ୍କ ପାଇଁ ଖାସ ଉଦ୍ଦିଷ୍ଟ ଥିଲା | ବଡ଼ବଡ଼ କଲାକାର ଆସି ସେମାନଙ୍କ କଳାର…
ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ଗଣଧାରଣାରେ ସାମିଲ ହେଲା କିନ୍ନର ସମାଜ
ଟିଟିଲାଗଡ଼(ସୁନୀଲ ବେହେରା ) ଟିଟିଲାଗଡ଼କୁ ଜିଲ୍ଲା ଆମର ଦାବି, ସରକାର ତୁମେ ମାନିନିଅ, ନବୀନ ବାବୁ ହାଏ ହାଏ ଆଦି କିନ୍ନରଙ୍କ ସ୍ଲୋଗାନରେ କମ୍ପି ଉଠିଛି ଟିଟିଲାଗଡ଼ । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାରୀ…
୧୯୯୪ ମାଟ୍ରିକ ବେଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଗିଂରରେ ଆୟୋଜିତ ହୋଇଯାଇଛି ୧୯୯୪ ମେଟ୍ରିକ ବ୍ୟାଚର ବନ୍ଧୁମିଲନ କାର୍ଯ୍ୟକ୍ରମ । ବଲାଗିଂର ସ୍ଥାନୀୟ କଦଲି ମୁଣ୍ଡା ନର୍ସରୀରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଲେ ଏଥିରେ ୬୦ ରୁ ଉଦ୍ଧ୍ୱର୍ ବନ୍ଧୁଙ୍କ ସମାବେସ ହୋଇଥିଲା । ବଲାଗିଂରରେ ୧୯୯୪…
କଳିଙ୍ଗନଗର ପୁସ୍ତକମେଳାରେ ଶିଶୁ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର
(ବ୍ୟାସନଗରରୁ ବିଶ୍ୱଜିତ୍ ମାଝି)
ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକମେଳାରେ "ବଉଳଫୁଲ' ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତି୍ୟକ ମାୟାଧର ନାୟକ ଏହାକୁ ଉଦ୍ଘାଟନ କରିଥିଲେ । "ବଉଳଫୁଲ'ର ସମ୍ପାଦିକା ଶ୍ରୀମତୀ…
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ : ସୁରଟ ଯିବାକୁ ମନା ନାହିଁ, ହେଲେ ଭୋଟ ଲାଳସା ଛାଡି…
"ସୁରଟରେ ରହିଥିବା ଲକ୍ଷ୍ୟ ଲକ୍ଷ୍ୟ କର୍ମଜୀବି ଓଡ଼ିଆମାନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ଅଛି ତାହାହେଲେ ସୁରଟ ଗସ୍ତରେ ଯିବା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ନୀତିଗତ ନିଷ୍ପତି ନେବା ସହ ଏହାର ବିଧିବଦ୍ଧ ଘୋଷଣା କରିବାକୁ ମୁ ବିନମ୍ର ଅନୁରୋଧ କରୁଛି"
ଭୁବନେଶ୍ୱର…
ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିରରେ ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ବିଭିନ୍ନ ସଂଗଠନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରରେ ପଡ଼ାରୁ ପଡ଼ାକୁ ବୁଲି ଲୋକଙ୍କୁ ବନ୍ଦରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି ଆନ୍ଦୋଳନକାରୀ। ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ…