ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ: ଚାଷୀଙ୍କୁ ଉପଲବ୍ଧି ହେଉଛି ରିହାତିରେ କୃଷି…

 "ସମନ୍ୱିତ କୃଷି ଜରିଆରେ ଚାଷୀଙ୍କ ଆୟ ବହୁଗୁଣିତ ହେବ" - ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା, ୦୭/୧୨: ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜିଠାରୁ ଆରମ୍ଭ ହୋଇଯାଇଅଛି। ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମନମୋହନ ସ୍କୁଲ ଖେଳ ପଡ଼ିଆରେ…

ଝାରସୁଗୁଡ଼ା ବିଜେଡି ତରଫରୁ ସ୍ୱର୍ଗତ ଡାନିଏଲ୍ ଲାକ୍ରାଙ୍କ ସ୍ମୃତିରେ ଶୋକସଭା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ୱର୍ଗତ ଡାନିଏଲ୍ ଲାକ୍ରା ଙ୍କ ଆତ୍ମା ଶାନ୍ତି ପାଇଁ ତା ୦୭.୦୭.୨୦୨୫ ଅପରାହ୍ନ ଚାରିଟା ସମୟରେ ଏକ ଶୋକ ସଭା ଆୟୋଜନ ହୋଇଥିଲା| ଏହି ଶୋକ ସଭା ରେ ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳୀ ଦାସ ସମେତ ଜିଲ୍ଲା ର ବରିଷ୍ଠ ବିଜୁ ଜନତା ଦଳର…

ଆଦିତ୍ୟ ଅଦିତୀ ଲେଡିଜ୍ କ୍ଳବ୍ ଦ୍ଵାରା ଜନହିତକର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୭/୧୨: ମାନବ ସେବା ହିଁ ପରମାତ୍ମାଙ୍କ ସେବା ବୋଲି କୁହାଯାଏ। ଏହାକୁ ପ୍ରତିପାଦନ କରିବାକୁ ପ୍ରୟାସ କରିଛନ୍ତି ଆଦିତ୍ୟ ଅଦିତି ଲେଡିଜ କ୍ଳବ୍ କର୍ମକର୍ତ୍ତା। କ୍ଳବର ସଭାନେତ୍ରୀ ଶ୍ରୀମତୀ ନମ୍ରତା ନାୟକଙ୍କ ତତ୍ୱବଦନରେ ଆଦିତ୍ୟ ଟାଉନସିପରେ କାମକରୁଥିବା ପ୍ରାୟ ୧୫୦ ଜଣ ପୁରୁଷ ଏବଂ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ

   (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି) ଗୁଣପୁର, ସ୍ଥାନୀୟ ବିଦ୍ୟା ନିକେତନ ନିକଟ ଆମ୍ବ ତୋଟା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ୭ ଗୋଟି ମହାବିଦ୍ୟାଳୟ ର ୩୦୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି…

ରଘୁନାଥ ଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟ ବିଚାରପତି

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କୁ ସପରିବାର ଦର୍ଶନ କଲେ ହାଇକୋର୍ଟ ବିଚାରପତି ମୁରାହରି ଶ୍ରୀ ରମଣ । ଜଷ୍ଟିସ ଶ୍ରୀରମଣ ରବିବାର ସନ୍ଧ୍ୟାରେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର…

ଜଗନ୍ନାଥ ସଂସ୍କୃତି ଜ୍ଞାନ ଜାତୀୟ ସ୍ତରୀୟ ପରୀକ୍ଷାରେ ଓଡ଼ଗାଁ ବ୍ଳକର ଲିପ୍ସା ପ୍ରିୟଦର୍ଶିନୀ ପ୍ରଥମ, ଗାୟତ୍ରୀ ସାହୁ…

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଦ୍ବାରା ସଞ୍ଚାଳିତ ଜଗନ୍ନାଥ ଜ୍ଞାନ ସଂସ୍କୃତି ଜାତୀୟ ସ୍ତରୀୟ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପଞ୍ଚରିଡା ଲୋକ ବିଦ୍ୟାପୀଠର ଲିପ୍ସା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ଗାଁ…

ଭୂ ସମ୍ବଳ ସୂଚୀ ମାଧ୍ୟମରେ ଚାଷ ଜମିର ଉତ୍ପାଦନ ବୃଦ୍ଧି

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟାଳୟ ମାଧ୍ୟମରେ ବ୍ଳକର ରଙ୍ଗଣୀପାଟଣା ଏବଂ ପନ୍ତିଖାରୀ ପଞ୍ଚାୟତରେ ଚାଷ ଜମିର ଉତ୍ପାଦନତା ବୃଦ୍ଧି ଓ ଜଳବାୟୁ ସହନଶୀଳ କୃଷି ପାଇଁ ବିଜ୍ଞାନ ସମ୍ମତ ଜଳ ବିଭାଜିକା…

ରଘୁନାଥ ଷ୍ଟଡି କେୟାର +୨ ବିଜ୍ଞାନ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ

 ସାଇବର କ୍ରାଇମ ଓ ମଦ ବିରୋଧୀ ନାଟକରେ ମଜ୍ଜି ରହିଲେ ଛାତ୍ରଛାତ୍ରୀ ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜ୍ଞାନ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ଗଢି ଉଠିଥିଲା ରଘୁନାଥ ଷ୍ଟଡି କେୟାର +୨ ବିଜ୍ଞାନ ଶିକ୍ଷାନୁଷ୍ଠାନ । ରବିବାର…

ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ସମୀକ୍ଷା ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଜନଶୁଣାଣି,ସରକାରୀ ଜମି ସୁରକ୍ଷା,ଅଙ୍ଗନବାଡି ଏବଂ ବିଦ୍ୟାଳୟ ମାନଙ୍କର ଭିତ୍ତିଭୂମି ସୁଦୃଢ…

ନାଟକ ଦଇବ ଲେଖିଛି କାନ୍ଦିବା ପାଇଁ ର ଉନ୍ମୋଚନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚୁଡ଼ାମଣି ଠାରେ ନାଟ୍ୟ କାର ମାୟାଧର ସେଠୀ ଙ୍କ ନାଟକ ଦଇବ ଲେଖିଛି କାନ୍ଦିବା ପାଇଁ ର ଉନ୍ମୋଚନ ହୋଇ ଯାଇଛି। ଅନୁଷ୍ଠିତ ଶୁଭ ଉନ୍ମୋଚନ କାର୍ଯ୍ୟ କ୍ରମ ରେ ସଭାପତି ପୁରୁଷୋତ୍ତମ ବେହେରା ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି…