ଜୟ ଦୁର୍ଗା କ୍ରିକେଟ କପ ତୁର୍ଲା :  ଗୌଡ଼ମାଲ ବିଜେତା

0

ଝାରବନ୍ଧ(ସଦାନନ୍ଦ ବେହେରା):-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ,ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ  ରେ24 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ଗୌଡ଼ମାଲ ଏବଂ ଗଡ଼ଫୁଲଝର ମଧ୍ୟ ରେ ଖେଳା ଯାଇଥିଲା ଏବଂ ଗୌଡ଼ମାଲ ବିଜେତା  ହୋଇଥିଲା।ଏହି ଫାଇନାଲ୍ର ମେଚ ରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ ବିଜେତା ଓ ଉପ ବିଜେତା ଙ୍କୁ ପୁରସ୍କୃତ କରିଥିଲେ। ଇନ୍ଦ୍ରମଣି, ପ୍ରେମ ବେହେରା, ଦେବୀଲାଲ ବଂଜରା, ଜୟଲାଲ ମାଝୀ, ଗୋପୀନାଥ ଦାଉ, ପ୍ରଫୁଲ୍ଲ ଦାଉ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

 

Leave A Reply

Your email address will not be published.