“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ, ହେଲେ ବ୍ୟୁରୋକ୍ରାଟ ତାଙ୍କ  କାନରେ ଭଲ ମନ୍ଦ ପକାଉନାହାନ୍ତି” 

ଅଭିଯୋଗ ଆଣିଲା ବିଜେପି ନେତୃତ୍ୱାଧୀନ ପରିଚାଳନା ପରିଷଦ, ଟାର୍ଗେଟ ସଚିବାଳୟର  ଥାର୍ଡ଼ ଫ୍ଲୋର  ବାରିପଦା ଆର୍ବାନ ବ୍ୟାଙ୍କ ଲିକ୍ୟୁଇଡେଟ  ପ୍ରସଙ୍ଗ   ମୁଖ୍ୟମନ୍ତ୍ରୀ ନବୀନ ଭଲ, କିନ୍ତୁ ତୃତୀୟ ମହଲା ସମ୍ଭାଳୁଥିବା  ବ୍ୟୁରୋକ୍ରାଟ  ବାରିପଦା ଆର୍ବାନ ବ୍ୟାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ…

ମହାନଦୀ ସୁରକ୍ଷା ଅଭିଯାନ : କଟକ ଗଡ଼ଗଡେ଼ଶ୍ୱର ଘାଟରେ ଜଳ ଆଳତି

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ବିଜୁ ଜନତା ଦଳର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା ଆଜି ପଞ୍ଚମ…

+୨ ବିଜ୍ଞାନରେ କିସ୍‍ର ସଫଳତା: ପାସ୍‍ ହାର ହେଉଛି ୮୨ ପ୍ରତିଶତ

  ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳା ଶନିବାର ପ୍ରକାଶ ପାଇଛି । ଏଥିରେ କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍)ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ +୨…

ଯାଜପୁର ରୋଡ଼ ବିଭିନ୍ନ କଲେଜରେ +୨ ବିଜ୍ଞାନ ପରୀକ୍ଷା ଫଳ

ଯାଜପୁର ରୋଡ(ଜୟଶଙ୍କର ଦାଶ/ ବିଶ୍ୱଜିତ ମାଝି) -  ଯାଜପୁର ରୋଡ ଆଖପାଖ ଅଂଚଳରେ ଥିବା +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ ୨୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୧୦ ଜଣ, ୨ୟ ସ୍ଥାନରେ ୬୦ ଜଣ ଓ…

ବିରୋଧୀ ଯେତେ ଗରଜିଲେ ବି ଓଡିଶାବାସୀଙ୍କ ହୃଦୟ ଜିଣି ପାରିଛନ୍ତି ମୁଖ୍ୟମନ୍ତ୍ରୀ : ବିଜୟ

ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓଡିଶାକୁ ଆଗେଇ ନେଉଛି ବିକାଶ, ସ୍ୱାଭିମାନ, ଅସ୍ମିତା ଓ ସମୃଧହି ପଥରେ |  ଭାରତବର୍ଷରେ ଅସହିଷ୍ଣୁତା, ବିଦ୍ବେଷ  ଓ ସାମ୍ପ୍ରଦାୟିକତା ବିଷମଞ୍ଜି ବୁଣା ଚାଲିଥିବା ବେଳେ ନବୀନଙ୍କ ନେତୃତ୍ୱରେ  ଓଡ଼ିଶା ତା’ର କୁପ୍ରଭାବରୁ ମୁକ୍ତ | ବିରୋଧୀ ଯେତେ ଗରଜିଲେ ବା…

ସରକାରଙ୍କୁ ବିଜେପି ର ୪ଟି ପ୍ରଶ୍ନ 

ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମାପ୍ତ ଭୁବନେଶ୍ୱର, : ରାଜ୍ୟରେ ମହିଳା ମାନଙ୍କ ଉପରେ ଉତ୍ପୀଡନ ବଢିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହାରାହାରି ୬ ଜଣ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ମହିଳାମାନଙ୍କ…

ମହାନଦୀ ସୁରକ୍ଷା ଅଭିଯାନର ଚତୁର୍ଥଦିନ : ନରସିଂହପୁର- ଦଶପଲ୍ଲାରେ ସଭା , କଣ୍ଟିଲୋ ନୀଳମାଧବ ପୀଠରେ ଆଳତି

ଭୁବନେଶ୍ୱର: ମହାନଦୀ ସୁରକ୍ଷା ଅଭିଯାନର ଆଜି ଥିଲା ଚତୁର୍ଥ ଦିବସ । ଉଭୟ ଦକ୍ଷିଣ ଓ ବାପ ପାଶ୍ୱର୍ରୁ ଦୁଇ ସୁରକ୍ଷା ଅଭିଯାନ ଟିମ୍‍ର ମୁଖ୍ୟ ତଥା ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଯାତ୍ରା ବୌଦ୍ଧରୁ ଆରମ୍ଭ ହୋଇ କଣ୍ଟିଲୋରେ ପହଂଚିବା ପରେ ସମସ୍ତେ…

ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ,ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ  ପ୍ରସଙ୍ଗରେ  ବ୍ୟାପକ ଆଲୋଚନା

      ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ  କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ମହିଳା ସୁରକ୍ଷାଯାତ୍ରାକୁ ବ୍ୟାପକ ସମର୍ଥନ ଦେଇଥିବାରୁ ମହିଳା ମୋର୍ଚ୍ଚାର କୃତଜ୍ଞତା ଜ୍ଞାପନ ଭୁବନେଶ୍ୱର, :  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ…

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଜମାକାରୀମାନେ ଫେରିପାଇବେ ଜମା ଟଙ୍କା !

  ବାରିପଦା (ଦିଲ୍ଲୀପ ମହାନ୍ତି ):- ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ରାଶି ଖୁବ ଶୀଘ୍ର ଫେରିପାଇବାର ଆଶା ସୃଷ୍ଟି ହୋଇଛି । ନିଜନିଜର କଷ୍ଟଲବ୍ଧ ଉପାର୍ଜନରୁ କାଟି ିବ୍ୟାଙ୍କରେ ଟଙ୍କା ଜମା ରଖି ଆଜି ଜମାକାରୀମାନେ ହରଡ଼ଘଣାରେ ପେଶିହୋଇଛନ୍ତି । ସେମାନଙ୍କ…

ଉତ୍କଳ ସାମ୍ବାଦିକ ସଂଘ ସହ-ଅନୁବନ୍ଧନରେ ରାୟଗଡ ଜିଲ୍ଲା ଶାଖାର ଗଠନ

  ରାୟଗଡ : ସ୍ଥାନୀୟ ଲାୟନ୍ସ୍ କ୍ଲବର ସମ୍ମିଳନୀ  କକ୍ଷରେ ଉତ୍କଳ  ସାମ୍ବାଦିକ ସଂଘ ରାଜ୍ୟ ଶାଖା ସହ-ଅନୁବନ୍ଧିତାରେ ରାୟଗଡ ଜିଲ୍ଲା ଶାଖାର ଗଠନ କରାଗଲା । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ବିଭୂତି ଭୂଷଣ କର (ରାଜ୍ୟ ସଭାପତି) ଉପସ୍ଥିତ ଥିବା ବେଳେ ସମ୍ମନୀତ ଅତିଥି ଭାବେ ମଦନ ପାଣି (ରାଜ୍ୟ…