Sign in
Sign in
Recover your password.
A password will be e-mailed to you.
ଗୋପବନ୍ଧୁ ସେବା ସଦନ ରେ ପୋଷକ ବଣ୍ଟନ ଓ ଚାରାରୋପଣ
ଗାଇସିଲେଟ- ଗାଇସିଲେଟ ବ୍ଲକ ତାଲପାଲି ଗ୍ରା.ପ. ଅନ୍ତଗତ ଜେନକେଡା ଛକରେ ଥିବା ଗୋପବନ୍ଧୁ ମୁକ ବଧିର ଆଶ୍ରମରେ ଅନ୍ତେବାସୀ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଡନ, ବିଦ୍ୟାଲୟ ପରିସର ଶତାଧିକ ଆମ୍ବ ଚାରାରୋପଣ କରାଯାଇଛି । ସ୍ଥାନିୟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହାଙ୍କ ସଭାପତିତ୍ୱ ରେ…
ଭଦ୍ରକ : ବନ୍ୟା ପ୍ଲାବିତ ଅଂଚଳ ବୁଲି ଦେଖିଲା ଜିଲ୍ଲା କଂଗ୍ରେସ ଟିମ୍:ସହାୟତା ଯୋଗାଇବାକୁ ଦାବି
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) - ଲଘୁଚାପ ଜନିତ ବର୍ଷା ଓ ହଦଗଡ ଡ୍ୟାମରୁ ନିଷ୍କାସିତ ଜଳର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ସୃଷ୍ଟ ବନ୍ୟା ପରିସ୍ଥିତି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ବୁଲି ଦେଖିଛି । ବନ୍ୟା ବିପନ୍ନଙ୍କୁ ତୁରନ୍ତ…
କେନ୍ଦୁ ପତ୍ର କର୍ମଚାରୀ ସଂଘ ତରଫରୁ ବିକ୍ଷୋଭ : କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ପରିବର୍ତେ ମାଲିକ ହେବେ କେବେ ?
ପଦ୍ମପୁର(ନୀଳ ଦୀପ) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦରମହକୁମା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ କେନ୍ଦୁପତ୍ର ବ୍ୟବସାୟକୁ ଘରୋଇ କରଣ ମାଧ୍ୟମରେ ଠିକାଦାର ଏବଂ ବ୍ୟାପାରିଙ୍କ ହାତ ମୁଠାକୁ ନଯିବାକୁ ଦେବା ଓ କେନ୍ଦୁପତ୍ର ଉପରେ ଲାଗିଥିବା ୧୮%, ବିଡି ଉପରେ ଲାଗିଥିବା ୨୮%…
ଭେଣ୍ଡି ଗଛରେ ଝୁଲି ଜୀବନ ଦେଲା : ଆତ୍ମହତ୍ୟା ନ ହତ୍ୟା |
ଡୁବୁରୀ (ସନାତନ ମହାନ୍ତ) : ବୁଧବାର ସକାଳୁ ସକାଳୁ କଳିଙ୍ଗନଗର ପୋଲିସ୍ ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ଧମଣାଗାଡିଆ(ଝେମଟାହୁଡି)ର ଭାଲୁହୁଡିରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଘର ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଉଦୟଭାନୁ ମହାନ୍ତଙ୍କ ସାନପୁଅ ପିତାମ୍ବର…
ଜାତୀୟ କ୍ରୀଡା ଦିବସ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି) - ଅଗଷ୍ଟ ୨୯ ତାରିଖ ହକିର ଯାଦୁଗର ଧୟାନଚାନ୍ଦ ଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲା ପ୍ରଶାସନ ମୟୁରଭଞ ଓ ରାଜ୍ୟକ୍ରୀଡା ନିର୍ଦ୍ଦେଶାଳୟ ଓଡିଶା ର ମିଳିତ ଆନୁକୁଲ୍ୟରେ ମୟୁରଭଞ ଜିଲା ସଦର ମହକୁମା ବାରିପଦାଠାରେ ମହାସମାରୋହରେ ଜାତୀୟ କ୍ରୀଡା ଦିବସ ପାଳିତ…
ଯନ୍ତ୍ରୀ-ଠିକାଦାର ମାଲେମାଲ, ଲୋକ ହେବେ ବେହାଲ
ନିମ୍ନମାନର ରାସ୍ତା ଓ ପୋଲ ନିର୍ମାଣକୁ ଜେଏମଏମର ବିରୋଧ ଓ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓର ଚେତାବନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା-ଅମର୍ଦ୍ଧା ଭାୟା ଚିତ୍ରଡ଼ା ରାସ୍ତା ସହିତ ଉକ୍ତ ରାସ୍ତାରେ ଥିବା ଜମ୍ଭୀରା ନଦୀ ଉପରେ ପୋଲର ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ…
ବାରିପଦା ଆର୍ବାନ ବ୍ୟାଙ୍କ : ଜମା ରାଶି ଫେରସ୍ତ ଦାବିରେ ଧାରଣା,ପରବର୍ତ୍ତି ସମୟରେ ଆତ୍ନାହୁତି ଦେବାର ଚେତାବନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଆର୍ବାନ ବ୍ୟାଙ୍କରେ ଜମାକାରୀମାନେ ସେମାନଙ୍କ କଷ୍ଟଲବ୍ଧ ଆୟ ଉପାର୍ଜନରୁ କାଟଛାଟ କରି ରଖିଥିବା ଜମାରାଶି ଫେରସ୍ତ ଦାବିରେ ଅଗଷ୍ଟ ୨୯ ବୁଧବାର ପୂର୍ବାହ୍ନରେ ବ୍ୟାଙ୍କ ସମ୍ମୁଖରେ ଶତାଧିକ ବରିଷ୍ଠ ଜମାକାରୀମାନେ ଗଣଧାରଣାରେ ବସିଥିଲେ । ଏହି ଧାରଣା ୭…
ଏନଆଇଏନଏଲରେ ଶ୍ରମିକ ଆନ୍ଦୋଳନ, ସାମିଲ ହେଲେ ବିଧାୟକ ପ୍ରୀତିରଞ୍ଜନ
ଯାଜପୁର/ ଜୟଶଙ୍କର ଦାଶ: ଯାଜପୁର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ କାରଖାନାରେ ୩ ଦିନ ଧରି ଜାରି ରହିଛି ଶ୍ରମିକ ଆନ୍ଦୋଳନ । ଶ୍ରମିକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେଲେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ । ଆଜି କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଏକ…
ବ୍ରାହ୍ମଣପଡା ଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଉଦ୍ଘାଟନ କଲେ କେଭି
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ବ୍ରାହ୍ମଣପଡା ସ୍ଥିତ ସନ୍ଡେ ମାର୍କେଟ ଠାରେ ଏକ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରକୁ ବିଜେପି ବିଧାୟକ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ (ବିଧାୟକ ପାଟଣାଗଡ) କନକବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି | ଏହି କେନ୍ଦ୍ର କେନ୍ଦ୍ର ସରକାରଙ୍କ…
ବଲାଙ୍ଗିର ଗାନ୍ଧି ଷ୍ଟାଡିୟମ ଠାରେ କବାଡି ଖେଳାଳିଚୟନ
ବଲାଙ୍ଗିର- ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦ ତରଫରୁ ଗାନ୍ଧି ଷ୍ଟାଡିୟମ ଠାରେ କବାଡି ସବ ଜୁନିୟର ଖେଳାଳି ଚୟନ ୩୦ ତାରିଖ ଗୁରୁବାର ସକାଳ ୮.୩୦ ଘଣ୍ଟା ସମୟରେ କରାଯିବ । ଏହି ଖେଳାଳି ମାନେ ରାଜ୍ୟସ୍ତରୀୟ ସବଜୁନିୟର କବାଡି ପ୍ରତିଯୋଗିତାରେ ଭାଗନେବେ । କବାଡି ଖେଳାଳି ସୁସ୍ଥ ଥିବା ଆବଶ୍ୟକ ।…