Sign in
Sign in
Recover your password.
A password will be e-mailed to you.
ମାତୃଭାଷା ଓଡିଆରେ ଲାଗିଲା ବ୍ୟାନର ପୋଷ୍ଟର
ପଦ୍ମପୁର/ନୀଳ ଦୀପ . ବରଗଡ ଜିଲ୍ଲା ପଦ୍ମପୁର ଠାରେ ଜନସାଧାରଣଙ୍କ ଭିତରେ ଦେଖାଦେଇଛି ଏକ ନୂତନ ପଦକ୍ଷେପ । ସମସ୍ତ ଦୋକାନ ବାହାରେ ଲାଗିଥିବା ବିଭିନ୍ନ ଭାଷାର ପୋଷ୍ଟର ଗୁଡିକୁ ହଟାଇ ଓଡିଆ ରେ ଲେଖାଯାଇଛି । ମାରବାଡି ଯୁବା ମଂଚ ଆନୁକୁଲ୍ୟରେ ପ୍ରେସିଡେଂଟ ମୁକେଶ ଅଗ୍ରୱାଲ, ସେକ୍ରେଟାରୀ…
କୃଷକ ବିକାଶ ମଂଚ ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ
ବରଗଡ(ନୀଳ ଦୀପ) ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ର ଆଂଚଳିକ ପ୍ରବନ୍ଧକ - ସୁକାନ୍ତ କୁମାର ମିଶ୍ର, ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରୀପାଠି,ଓ ଅନ୍ୟାନ୍ୟ ପଦାଧିକାରୀ ଚାଷୀ ପ୍ରତିନିଧି ଉପସ୍ଥିତିରେ ବୀମା ବିଷୟରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ…
ହରଭଙ୍ଗା ବ୍ଲକରେ ଉଦୁଉଦିଆ ଖରାରେ ନିୟୋଜିତ ଶିଶୁଶ୍ରମିକ
ଏନ୍ଏଚ୍ ରେ ଚାଲିଛି କାମ , ଶିତଳ ଭଣ୍ଡାରରେ କାର୍ଯ୍ୟାନୁଷ୍ଠାନ
ହରଭଙ୍ଗା , ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସମ୍ପ୍ରତି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକରେ ଆଇନର ଖୋଲାଖୋଲି ଉଲଂଘନ କରାଯାଇ ଅଭାବିପରିବାରର ନାବାଳକ ଶିଶୁଶ୍ରମିକ ମାନଙ୍କୁ…
ଭାଲୁ ଆକ୍ରମଣରେ ଲଂକେଶ୍ଵର ଆହତ : ଗଛରେ ଚଢି ରାମ୍ପୁଡ଼ି କ୍ଷତାକ୍ତ କଲା
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଂଜ ଅନ୍ତର୍ଗତ ଧଳପୁର ପଂଚାୟତର ସାକୁସିଙ୍ଗା ଗ୍ରାମରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶାକୁସିଙ୍ଗା ଗ୍ରାମର…
ମୁଖ୍ୟମନ୍ତ୍ରୀ ମହୋଦୟ, ଏଇତ ୧୮ ବର୍ଷର ବିକାଶ : ପ୍ରଶାସନକୁ ସରମ ଟିକେ ଥିଲେ ସିନା ହୁଅନ୍ତା !!!
୨୦ ବର୍ଷ ଅପେକ୍ଷା ପରେ ବି ହେଲାନି ରାସ୍ତା ନିର୍ମାଣ, ଅର୍ଥ ଓ ଶ୍ରମଦାନ କରି ଗାଁ ଲୋକ ତିଆରି କଲେ ରାସ୍ତା
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ହରିଜନ ଆଦିବାସୀ ବିକାଶ ପାଇଁ ସରକାରଙ୍କ ଅନ୍ତର କୋହରେ ଫାଟି ପଡୁଛି | ସରକାର ପ୍ରଚାର ପ୍ରସାର ମାଧ୍ୟମରେ ମାକୁ ସମ୍ମାନ ଗାଁକୁ କାମର…
ବଲାଙ୍ଗିର ମେଡିକାଲ କଲେଜକୁ ନାଗାର୍ଜୁନ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରାଯାଉ
କୋଶଲି ସାଂସ୍କୃତିକ ସଂଘର ଜରୁରୀ ବୈଠକ
ବଲାଙ୍ଗିର(Niroj Mishra) : କୋଶଲି ସାଂସ୍କୃତିକ ସଂଘ, ବଲାଙ୍ଗିରର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କୁ ନେଇ ସଂଘର ସଭାପତି କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ବସିଥିଲା । ଆଗାମୀ ଦିନ ମାନଙ୍କର କାର୍ଯ୍ୟ…
ବାପା- ମାଙ୍କୁ ହଇରାଣ କରୁଥିବା ପୁଅ ସାବଧାନ : ଘରୁ ତଡା ଖାଇବା ସହ ସମ୍ପତ୍ତିରୁ ହୋଇ ପାରନ୍ତି ବେଦଖଲ
ମାଙ୍କ ହଇରାଣ କରୁଥିବା ପୁଅକୁ ଘରୁ ବିଦା କରିବାକୁ କୋର୍ଟ ଦେଲେ ଆଦେଶ
କିଛି ଦିନ ତଳେ ସର୍ବୋଚ୍ଚ ଅଦାଲତ, ଦିଲ୍ଲୀ ହାଇକୋର୍ଟ ବାପା ମାଙ୍କୁ ହଇରାଣ କରୁଥିବା ପୁଅ ବୋହୁଙ୍କୁ ପାନେ ଦେବାକୁ ଗୁରୁତ୍ୱ ଅଯରଣ ରାୟ ଦେଇ ଥିବା ବେଳେ ଏବେ ମୁମ୍ବାଇ ହାଇକୋର୍ଟ ବି ସେଭଳି ଏକ ଐତିହାସିକ…
ପ୍ରଶାସନ ଅବହେଳା କାରଣରୁ ବିଷ ପିଉଛନ୍ତି ଲୋକେ
ଫ୍ଲୋରାଇଡ କବଳରେ ଡାଙ୍ଗବାହାଲ ଗ୍ରାମ ଗନିଅାଁପାଲି
ବରଗଡ(ନୀଳ ଦୀପ) : ଜଳ ହିଁ ଜୀବନ । ଜଳ କୁ ବାଦ୍ ଦେଲେ ଜୀବନର ସ୍ଥିତି ଅସମ୍ଭବ । ଜଳ ବ୍ୟତିରେକ ସୃଷ୍ଟି ତିଷ୍ଠି ରହିବାର ପରିକଳ୍ପନା କରାଯାଇପାରେ ନାହିଁ । ଏମିତି ଏକ ଗାଁ ଅଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅର୍ନ୍ତଗତ ଡାଙ୍ଗବାହାଲ…
ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି । ରାଜ୍ୟରେ…
ବରିଷ୍ଠ ସାମ୍ବାଦିକ ରତନ ପାଣିଙ୍କ ଅକାଳ ବିୟୋଗ
ବରଗଡ଼(ନୀଳ ଦୀପ)-ଦୁଃଖର ବିଷୟ ବରିଷ୍ଠ ସାମ୍ବାଦିକ ତଥା ଜର୍ନାଲିଷ୍ଟ ଆସୋସିଏସନ ବରଗଡ଼ର ପୂର୍ବତନ ସଭାପତି ରତନ ପାଣିଙ୍କ ସୋମବାର ରାତିରେ ହୄତଘାତ ଯୋଗୁଁ ଦେହାନ୍ତ ହୋଇଛି । ସେ ଇଂରାଜୀ ଖବର କାଗଜ ଇଣ୍ଡିଆନ ଏକ୍ସପ୍ରେସ ର ପଶ୍ଚିମ ଓଡ଼ିଶା ମଣ୍ଡଳ ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ ।…