ଓଡ଼ିଶାରେ ପଂଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ 

0

ଭୁବନେଶ୍ୱର :  ଓଡିଶା ଗସ୍ତରେ ଆସିଛନ୍ତି ପଂଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଶ୍ରୀ ଏନ କେ ସିଂ | ଭୁବନେଶ୍ୱରରେ ପହଂଚିବା ପରେ ବିମାନ ବନ୍ଦର ଠାରେ ତାଙ୍କୁ ସ୍ୱାଗତ କରିଛନ୍ତି ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କାଲୁରାମ ମୀନା | 

Leave A Reply

Your email address will not be published.