ବାରିପଦା ସଦର ଏସଡିପିଓ ଙ୍କ କାର୍ଯ୍ୟରେ ଯୋଗଦାନ 

0

ବାରିପଦା (ଦିଲ୍ଲୀପ ମହାନ୍ତି) ବାରିପଦା ସଦର ଏସଡିପିଓ ଭାବେ କୃଷ୍ନପ୍ରସାଦ ପଟ୍ଟନାୟକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସଦର ଏସଡିପିଓ ଥିବା ଅଭିମନୁ୍ୟ ନାଏକ ଙ୍କ ଅନ୍ୟତ୍ର ବଦଳି ପରେ ତାଙ୍କ ସ୍ଥାନରେ ଉଦଳା ଏସଡିପିଓ ଭାବେ କାର୍ଯ୍ୟରତ ଥିବା ଶ୍ରୀ ପଟ୍ଟନାୟକ ଙ୍କୁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଅବସ୍ଥାପିତ କାରାଯାଇଅଛି ।

Leave A Reply

Your email address will not be published.