Sign in
Sign in
Recover your password.
A password will be e-mailed to you.
ଟଙ୍କା ବାହାରୁ ନଥିଲା, ଏବେ ଏଟିଏମ୍ ରୁ ବାହାରୁଛି ଚିରାଫଟା ନୋଟ
ହରଭଙ୍ଗା, ବୌଦ୍ଧ ( ସିମୁନ୍ ନାଏକ ) ; ସମ୍ପ୍ରତି ବିଭିନ୍ନ ଏଟିଏମ୍ ଗୁଡିକରେ ଟଙ୍କା ରହୁନଥିବା ଘଟଣା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇ ପଡିଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଏସବିଆ ଏଟିଏମ୍ ରୁ ଚିରା , ଫଟା କାଗଜ ଲଗା ଓ ଜରିଲଗା ନୋଟ ବାହାରିବା…
ଏ ମଇଳା ତ ଆମ ପରିଚୟ !!!!
ଆବର୍ଜନାରେ ଉବୁଟୁବୁ ହେଉଛି ବ୍ଲକ ସଦର ମହକୁମା
ହରଭଙ୍ଗା , ବୌଦ୍ଧ ( ସିମୁନ୍ ନାଏକ ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାଚିଛକର ମୁଖ୍ୟବଜାର ସମେତ ବନ ବିଶ୍ରାମାଗାର, ଝାଡ୍ରାଜିଙ୍ଗ ସେବାଶ୍ରମ, ଗ୍ରାମ୍ୟ ଜଳ ଯୋଗାନ ପରିମଳ କାର୍ଯ୍ୟଳୟ , ଦମକଳ କେନ୍ଦ୍ର ଆଦି କାର୍ଯ୍ୟଳୟ…
ଯାଜପୁରରେ ଆମଗାଁ ଆମବିକାଶ : ୧୯୦ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ମୁଖ୍ୟମନ୍ତ୍ରୀ
ଯାଜପୁର(ଜୟଶଙ୍କର ଦାଶ) : ଗ୍ରାମର ବିକାଶ ହେଲେ ସାଧାରଣ ଜନତାଙ୍କ ବିକାଶ ହେବ । ଗାଁର ଲୋକମାନଙ୍କର ମୈାଳିକ ଆବଶ୍ୟକତା ଅଗ୍ରାଧିକାର ଭିତିରେ ପୂରଣ କରିବା ହେଉଛି ଆମଗାଁ ଆମବିକାଶ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମତବ୍ୟକ୍ତ କରିଛନ୍ତି । ବୁଧବାର ଦିନ…
ଥ୍ୟାଙ୍କ ୟୁ ଜିଲ୍ଲାପାଳ ….
ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ଜିଲାକୁ ଫେରିଲେ ୪ଶିଶୁ
ଯାଜପୁର(ଜୟଶଙ୍କର ଦାଶ) : ପିତୃମାତୃହରା ହେବା ପରେ ୪ ଶିଶୁ ଦିର୍ଘଦିନ ଧରି ଅନ୍ୟ ଜିଲାରେ ରହିଥିବା ବେଳେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ହସ୍ତକ୍ଷେପ ଫଳରେ ଯାଜପୁର ଜିଲାକୁ ଫେରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ…
“ଏକ ସାମାଜିକ ଅସନ୍ତୁଳନତା ଆଡକୁ ମୁହାଉଁଛେ ଆମେ”
ଭ୍ରୁଣର ଲିଙ୍ଗ ନିରୁପଣ ନିଷେଧ ସମ୍ପର୍କିତ ଅଂଶିଦାରମାନଙ୍କର କର୍ମଶାଳା
ଯାଜପୁର (ଜୟଶଙ୍କର ଦାଶ) ଭୃଣଲିଙ୍ଗ ନିରୁପଣହେଉଛି ଏକ ଆଇନ ଗତ ଅପରାଧ । ଏହି ଲିଙ୍ଗ ନିର୍ଦ୍ଧାରଣ ଲାଗି ପରୀକ୍ଷାକରୁଥିବାଏବଂଗର୍ଭବତୀମହିଳାମାନଙ୍କୁ ପରୀକ୍ଷାଲାଗି ପ୍ରବର୍ତାଉଥିବାଡ଼ାକ୍ତର ଓ…
ଭଟଲି ହାଇସ୍କୁଲରେ ବ୍ଲକସ୍ତରୀୟ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୬ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ
ଭଟଲି-ବରଗଡ଼ ଜିଲା ଭଟଲି ଉଚ୍ଚ ବିଦ୍ୟାଳୟରେ ବୁଧବାର ବ୍ଲକସ୍ତରୀୟ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମଗାଁ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଜରାଜ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବରଗଡ଼ ଜିଲା ଶିକ୍ଷା ଅଧିକାରୀ ପ୍ରକାଶ…
ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ ।
ଭଟଲି/neel deep-ବରଗଡ଼ ଜିଲା ଭଟଲି ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ଏହି ଧର୍ମଘଟରେ ମୂଲବାର ବିପିଏମ୍ ରାଜାମାଣିକେଶ୍ୱର ସେଠ୍, ନୂଆଁଗଡ଼ ବିପିଏମ୍…
ମହାନଦୀ ପାଇଁ ମହାସଂଗ୍ରାମ: ଅଷ୍ଟମ ଦିନରେ ଜନଜାଗରଣ ଯାତ୍ରା
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ : ଓଡ଼ିଶାର ଜୀବନରେଖା କହିଲେ ମହାନଦୀକୁ ବୁଝାଇଥାଏ ଓ ଏହି ରାଜ୍ୟର ଦୁଇ-ତୃତୀୟାଂଶ ଲୋକଙ୍କ ଜୀବନ ଓ ଜୀବିକା ଏହା ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ମଧ୍ୟପ୍ରଦେଶରୁ ବାହାରି ଛତିଶଗଡ଼ ଦେଇ ମହାନଦୀ ବଙ୍ଗୋପସାଗରରେ ମିଶିଛି । ସଂପ୍ରତି ଆମ ରାଜ୍ୟର…
ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା: ବିଜେଡ଼ି
୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଚଳିତମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଭୁବନେଶ୍ୱର : ଦେଶରେ ପେଟ୍ରୋଲ ଓ ଡ଼ିଜେଲ…
ସାଧାରଣ ଜନତାଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି- ଉପବାଚସ୍ପତି ସାନନ୍ଦ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗରୀବ ଖଟିଖିଆ ଜନ ସାଧାରଣ ତାଙ୍କର ଏକ ସୁନ୍ଦର ବାସଗୃହ ନିର୍ମାଣ କରାଇବା ନିମନ୍ତେ ସ୍ୱପ୍ନ ଦେଖି ଥାନ୍ତି । ମାତ୍ର ଅର୍ଥ ବାଧକ ସାଜିଥିବା କାରଣରୁ ଦେଖିଥିବା ସ୍ୱପ୍ନ ସାକାର ହୋଇପାରି ନ ଥାଏ । ଆଜି ସେହି ସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି ।…