ଅଫିସର ନେତା ହାତାହାତି, କଥା ଡବଡବ ବାରିପଦାରୁ ରାଜଧାନୀ ଯାଏ 

    ବାରିପଦାର ବିକାଶରେ ନିର୍ବାହୀ ଅଧିକାରୀ  ବାଧକ - ନଗରପାଳ  ନିର୍ବାହୀ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି : କୃଷ୍ଣାନନ୍ଦ  ପୂର୍ବତନ ନଗରପାଲଙ୍କଠୁ ଏଇଆ ଆଶା କରାଯାଇନପାରେ : ନିର୍ବାହୀ ଅଧିକାରୀ  ବାରିପଦା(ଦିଲ୍ଲୀପ ମହାନ୍ତି )- ମଇ ୨୬…

ଶିଖର ମୁଖୀ  ଓଡ଼ିଶାର ଗର୍ବ  “ନବରତ୍ନ ନାଲକୋ” : ବଢୁଛି ସାମ୍ରାଜ୍ୟ ବଢୁଛି ଆୟ,  ୨୦୩୨ ସୁଦ୍ଧା ମହାରତ୍ନ…

ସଫଳତା ଓ ବିକାଶ ସହ ସାମାଜିକ ଦାୟିତ୍ୱବୋଧକୁ ନାଲକୋ ଦେଉଛି ଗୁରୁତ୍ୱ : ଅଧ୍ୟକ୍ଷ ଡ଼ ତପନ ଚାନ୍ଦ  ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ)  : ଓଡିଶା ମାଟିରେ ଜନ୍ମ ହୋଇ ସମଗ୍ରବିଶ୍ୱରେ ଶୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରି  ସର୍ବନିମ୍ନ ବ୍ୟୟରେ ବକ୍ସାଇଟ୍ ଖନନ ଓ ଆଲୁମିନା ଉତ୍ପାଦନକାରୀ…

 ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ନିରାଶ କଲେ ପ୍ରଧାନମନ୍ତ୍ରୀ :   ଛତିଶଗଡ଼ ଉଦ୍ଦେଶ୍ୟରେ  ପଦେ କହିଲେନି, …

ମହାନଦୀର ୫୦ ପ୍ରତିଶତ ପାଣି ସମୁଦ୍ରକୁ ବୋହିଯାଉଛି   ମହାନଦୀ ଓ ଅନ୍ୟ ନଦୀ ମାନଙ୍କ ପାଣି ଗରୀବ ମାନଙ୍କ କାମରେ ଲାଗି ପାରୁନାହିଁ  ନଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଉଦ୍ୟମ କଲେ ରାଜ୍ୟ ସହଯୋଗ କରୁନି  ଘଂଟାଏ  ଭାଷଣରେ ଦେଲେ  ୪ ବର୍ଷର ହିସାବ ଦେଲେ ମୋଦି   ସ୍ୱାର୍ଥ ସିଦ୍ଧି…

ମୋଦି ଦେଶବାସୀଙ୍କ ସହିତ ବିଶ୍ୱାସ ଘାତକତା କରିଛନ୍ତି- ପୂର୍ବତନ ଏମପି ତିରିଆ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପଟରେ କେନ୍ଦ୍ରରେ ପ୍ରଧାମନ୍ତ୍ରୀ ମୋଦିଙ୍କ ସରକାରଙ୍କର ୪ ବର୍ଷ ପୂର୍ତ୍ତ ପାଳିତ ହେଉଥିବା ବେଳେ ଅନ୍ୟ ପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଫଳତାକୁ ନେଇ କଂଗ୍ରେସ ପକ୍ଷରୁ ବିଶ୍ୱ ବିଶ୍ୱାସଘାତ ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ…

ପଦ୍ମପୁର ପାଇକମାଲ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା

  ପଦ୍ମପୁର/Nila deep -ବରଗଡ଼ ଜିଲ୍ଲାର ପଦ୍ମପୁର ପାଇକମାଲ ରାସ୍ତାରେ ମୁଗ ବୋଝେଇ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଛି ।ସୂଚନା ଅନୁଯାୟୀ ବରଗଡ଼ରୁ ପାଟଣାଗଡ଼ ଅଭିମୁଖେ ପଦ୍ମପୁର ଦେଇ ଯାଉଥିବା ମୁଗ ବୋଝେଇ ପିକଅପ ଭ୍ୟାନ…

ଶ…..ତୁ ମାଡୁଆ ଟା…ତତେ ମାଡ ଦରକାର

    ନିର୍ବାହୀ ଅଧିକାରୀ-ପୂର୍ବ ପୌରାଧ୍ୟକ୍ଷ ଉଚ୍ଚବାଚ, ପ୍ରସଙ୍ଗ ଯାଇ ଥାନାରେ  ବାରିପଦାରୁଦିଲ୍ଲୀପ ମହାନ୍ତି : ବୈଠକ ଚାଲିଥିଲା କାଉନ୍ସିଲର | ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା | ହଠାତ ଲାଇଟ ପ୍ରସଙ୍ଗ ଉଠିଲା | କଥାବାର୍ତ୍ତା ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଉଚ୍ଚବାଚ…

ଫେରୋକ୍ରୋମ କର୍ମଚାରୀଙ୍କ ଅବସରକାଳୀନ ବୟସସୀମା ବୃଦ୍ଧି

  ଯାଜପୁରରୋଡ୍/ jayashankar dash  : ବ୍ୟାସନଗରସ୍ଥିତ ଫେରୋକ୍ରୋମ କାରଖାନା କର୍ମଚାରୀମାନଙ୍କ ଅବସର ବୟସସୀମା ୫୮ ରୁ ୬୦ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଫେରୋକ୍ରମ ମଜଦୁର ୟୁନିୟନର ସଭାପତି ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ  ଏକ ସାମ୍ବାଦିକ…

ମୋଦି ସରକାର ଫେସବୁକ-ହ୍ଵାଟ୍ସଆପ-ଅମାଜନ-ପେଟିଏମ ର ସରକାର :ଶିବଲ 

  ସମଗ୍ର ଦେଶ ପ୍ରତି ଵିଶ୍ଵାସଘାତ କରିଛନ୍ତି ମୋଦି ମୋଦି ନବୀନ ମିଶିକି ଅଛନ୍ତି, ଉପରେ ଉପରେ ଲଢେଇ ଯାତରା ମୋଦି ସରକାର ଚାଷୀ ବିରୋଧୀ-ଜନ ବିରୋଧୀ   ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସେ କ୍ଷମା ମାଗିବେ କି ମୋଦି   ଭୁବନେଶ୍ୱର : ମୋଦିଜୀ ୪ ବର୍ଷ ତଳେ କ୍ଷମତାକୁ ଆସିଲେ | କଣ କଣ…

  ୟୁବିଆଇର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ଜିଏମ ପାହ୍ୟାକୁ  ପଦୋନ୍ନତି 

ଭୁବନେଶ୍ୱର:  ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଓ ଓଡ଼ିଶା ରାଜ୍ୟ ପାଇଁ ଆରବିଆଇ  ରାଜ୍ୟ ସରକାରଙ୍କ ସହ ବ୍ୟାଙ୍କର ମୁଖ୍ୟ ସଂଯୋଜକ ମୁକ୍ତି ରଞ୍ଜନ ରାୟ ପଦୋନ୍ନତି ପାଇବା ପରେ ତାଙ୍କୁ ବ୍ୟାଙ୍କର କଲିକତାସ୍ଥିତ…

ରାୟଗଡ  : ବିଶ୍ୱାସଘାତ ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ କମିଟି

    ରାୟଗଡ / Saroj Kumar Sahu : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଶାସନ ଦ୍ୱାରା ଦେଶରେ ଆଚ୍ଛା ଦିନ ଆସିବ ଏବଂ ଦେଶରେ ୨କୋଟିରୁ ଉର୍ଦ୍ଧ ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବା,ଗରୀବ ଲୋକଙ୍କ ବ୍ୟାଙ୍କ ଜମାଖାତାରେ ଲକ୍ଷାଧିକ ଟଙ୍କା ଜମା କରିବା, କଳାଧନ…