Sign in
Sign in
Recover your password.
A password will be e-mailed to you.
ବିଜୁ ଯୁବ ଜନତା ଦଳ ପକ୍ଷରୁ ମେଗା ରକ୍ତଦାନ ଶିବିର, ୭୦୦ ୟୁନିଟ ରକ୍ତ ସଂଗୃହୀତ
ବାଲେଶ୍ୱର : ଶହୀଦ ବୀର ବାଘାଯତୀନଙ୍କ ସ୍ମୃତି ଦିବସ ଅବସରରେ ବାଲେଶ୍ୱର ସଦର ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଟାଉନ ହଲ ପରିସରରେ ଜୀବନବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ…
ଶାନ୍ତି ଶୃଙ୍ଖଳାର ସହ ବାଲେଶ୍ୱରରେ ବନ୍ଦ ପାଳନ : ଜନଜୀବନ ବେଶ ପ୍ରଭାବିତ
.କଂଗ୍ରେସ-ବାମପନ୍ଥୀ କର୍ମୀଙ୍କ ପିକେଟିଂରେ ଅଚଳ ସରକାରୀ ଦପ୍ତର
.ତୈଳଦର ବୃଦ୍ଧି ବିରୋଧୀ ହରତାଳ ଯୋଗୁଁ ପ୍ରଭାବିତ ଜନଜୀବନ
ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ସମେତ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଆଜି ପାଳିତ ୯ ଘଣ୍ଟିଆ ଭାରତ ବନ୍ଦ ଯୋଗୁଁ…
‘ତୀବ୍ର ଦେଶଭକ୍ତିର ପ୍ରତୀକ ବାଘାଯତୀନଙ୍କୁ ଉଚିତ ମୂଲ୍ୟାଙ୍କନ କରାଯାଇ ନାହିଁ’: ରବୀନ୍ଦ୍ର
ବାଲେଶ୍ୱରରେ ଶହୀଦ ବାଘାଯତୀନଙ୍କ ବଳିଦାନ ସ୍ମୃତି ସମାରୋହ
ବାଲେଶ୍ୱର,୧୦ା୯(): ବାଘାଯତୀନ ଉନ୍ନୟନ କମିଟି ପକ୍ଷରୁ ବିପ୍ଳବୀ ବୀର ଶହୀଦ ବାଘାଯତୀନଙ୍କ ୧୦୩ ତମ ବଳିଦାନ ସ୍ମୃତି ସମାରୋହ ସହରର ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟରେଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରୁ…
କଂଗ୍ରେସ ପକ୍ଷରୁ ଶାନ୍ତି ପୁର୍ଣ୍ଣ ବନ୍ଦ ପାଳନ : ଜୀବନ ଯାତ୍ରା ବ୍ୟାହତ
ସୁବର୍ଣ୍ଣପୁର /ପ୍ରକାଶ ହାତୀ -ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ କଂଗ୍ରେସ କମିଟୀର ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ, ବୃଦ୍ଧି ପ୍ରତିବାଦରେ ଆଜି ଶାନ୍ତିପୁର୍ଣ ଭାବରେ ବନ୍ଦ ପାଳନ କରାଯାଇଛି । …
ଗଜପତି ଜିଲ୍ଲାରେ ଭାରତବନ୍ଦ ଡାକରା- ଜୀବନଯାତ୍ରା ପ୍ରଭାବିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରର ତୈଳ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରି ଦିଆଯାଇଥିବା ଭାରତ ବନ୍ଦ ଡାକରା ପାରଳାଖେମୁଣ୍ଡି ସମେତ ସମଗ୍ର ଗଜପତି ଜିଲ୍ଲାକୁ ବନ୍ଦର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ବସ , ମୋଟର ଚଳାଚଳ ବନ୍ଦ…
କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡିର ବିକ୍ଷୋଭ ଓ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ଡିଜେଲ, ପେଟ୍ରୋଲ, ଇନ୍ଧନଗ୍ୟାସ ବୃଦ୍ଧି ପ୍ରତିବାଦରେ ୦୯.୦୯.୨୦୧୮ ପୂର୍ବାହ୍ନ ୧୦ ଘଣ୍ଟିକା ଠାରୁ ୧୨ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ପାରଳାଖେମୁଣ୍ଡି ସହରରେ ଥିବା ୫ଟି ଯାକ ପେଟ୍ରୋଲ ପମ୍ପ ସାମନାରେ ଗଜପତି…
ରାଜ୍ୟରାଣୀ ଟ୍ରେନ ବ୍ୟତୀତ ନୌପଡା -ଗୁଣୁପୁର ରେଳପଥରେ ୧୦ ଦିନ ଧରି ଟ୍ରେନଚଳାଚଳ ଠପ ହେବ : ଅଞ୍ଚଳବାସୀ ମହଲରେ ଘୋର…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବିଶାଖାପାଟଣା ନିକଟସ୍ଥ କତାଭାଲସା ରେଳ ଜଙ୍ଗସନ ଠାରେ ସିଗନାଲ ମରାମତି କାର୍ଯ୍ୟ ଯୋଗୁଂ ପାରଳାଖେମୁଣ୍ଡି ମଧ୍ୟ ଦେଇ ଯାଇଥିବା ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ୧୧.୦୯.୨୦୧୮ ମଙ୍ଗଳବାର ଠାରୁ ୧୯.୦୯.୨୦୧୮ ବୁଧବାର ପର୍ଯ୍ୟନ୍ତ ୯ ଦିନ ଧରି ଏହି…
ଲୋକ ନୃତ୍ୟରେ ଶାସ୍ତ୍ରୀୟତାର ଅନ୍ୱେଷଣ କୋଶଲୀ ଦଶାବତାର : ଗୁରୁଶ୍ରୀ ଡ. ଘାସିରାମ ମିଶ୍ର
ବଲାଙ୍ଗିର- ଭାରତର ମୂଳ ଆଦିବାସୀମାନଙ୍କ ଅଂଶିଦାର କୋଶଳାଂଚଳର ବିଭିନ୍ନ ସ୍ଥାନରେ ଲୋକ କଥା/ଗାଥାରେ ପ୍ରଚଳିତ ଆଦି ଅବତାରୀ ମାନବ ରୂପୀ ଦେବତାଙ୍କ ଆବିର୍ଭାବ ଏବଂ ପୂଜନ ବିଧି ଆଦିକୁ ସଂଗ୍ରହ କରି କୋଶଲୀ ଦଶାବତାର ର ପରିକଳ୍ପନା । ସଂସ୍କୃତି ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ରେ…
ଓଡିଶାର ଗର୍ବ ୬ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ସଚିବାଳୟ ସମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି।୧୮ ତମ ଏସିୟ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଫେରିଥିବା ପୁରୁଷ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ ଦାସ ଙ୍କୁ…
ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି
ଭୁବନେଶ୍ୱର - ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ଶ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ପାଢ଼ୀ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଭାପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ସଭାପତି ଶ୍ରୀ…