Sign in
Sign in
Recover your password.
A password will be e-mailed to you.
ପାଇକମାଲ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ : ଅନିଲ ଅଗ୍ରୱାଲ ସଭାପତି , ଯୁଗଳ ମେହେର ସମ୍ପାଦକ
ପାଇକମାଲ/ଗୌରାଙ୍ଗ ଦାଶ :- ପାଇକମାଲ ବଣିଜ ସଂଘ ଦ୍ୱାରା ଆୟୋଜିତ ଏକ ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ ସାରିଯାଇଛି । ସମସ୍ତ କର୍ମକର୍ତ୍ତା ମାନଙ୍କର ଉପସ୍ଥିତ ରେ ସର୍ବସମ୍ମତି କ୍ରମେ ଶ୍ରୀ ଅନିଲ କୁମାର ଅଗ୍ରୱାଲ (ଲାଲା) ଙ୍କୁ ସଂଘ ର ସଭାପତି ,ଶ୍ରୀ ଯୁଗଳ କିଶୋର ମେହେର ଙ୍କୁ ସମ୍ପାଦକ…
ପଦ୍ମପୁର ଓଏସଆରଟିସି କର୍ମଚାରୀ ସଂଘ ଆନ୍ଦୋଳନ ୧୧ ଦିନ ବିତିଲା
ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେଲା ବରଗଡ ଓଏସଆରଟିସି କର୍ମଚାରୀ ସଂଘ
ପଦ୍ମପୁର/ନୀଳ ଦୀପ -ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ପଦ୍ମପୁରଙ୍କ ଆନ୍ଦୋଳନ ଏକାଦଶ ଦିବସରେ ପହଞ୍ଚି ଥିବା ବେଳେ ଆଜି ତାଙ୍କୁ ସମର୍ଥନ ଜଣାଇବାକୁ ନିଗମର ବରଗଡ଼ ଶାଖାର କର୍ମଚାରୀ ମାନେ ଶ୍ରୀ ଜଗନ୍ନାଥ…
କାନ୍ସବହାଲସ୍ଥିତ ଆଇପିଏମରେ ଛାତ୍ର ଉତ୍ତେଜନା : ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ : କାନ୍ସବହାଲସ୍ଥିତ ଆଇପିଏମ(ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ପ୍ରଡକ୍ସନ ମ୍ୟାନେଜମେଣ୍ଟ )ରାଜଗାଙ୍ଗପୁର ନିର୍ଦ୍ଦେଶକ ନିରଞ୍ଜନ ନାୟକ ଛାତ୍ରଛାତ୍ରୀ ମାନଙୁ ଅଶାଳୀନ ବ୍ୟବହାର କରିବା ସହ ସ୍ଥାନୀୟ ଶାସକଦଳ ରାଜନେତାଙ୍କୁ ଧରି ସେମାନଙ୍କୁ ଧମକ ଚମକ ଦେଉଥିବା…
ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ
ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜବୋଡାସମ୍ବର ବି.ଇ.ଓ ସୁନୀଲ ମୁଣ୍ଡ , ମୁଖ୍ୟଅତିଥି ରୂପେ ଯୋଗ ଦେଇ…
ଲୋକଙ୍କ ଉପରେ ୨୦୦୦ ରହିଲେ କନେକ୍ସନ କାଟି ଦବ, ହେଲେ କୋଡ଼ପୋଛା ଶିଳ୍ପ ସଂସ୍ଥା ଉପରେ ବାକିଆ ୨୬୫୮ କୋଟି ଜଳକର
ଭୁବନେଶ୍ୱର,: ସାଧାରଣ ଲୋକଙ୍କ ଉପରେ ଟଙ୍କା ୨୦୦୦ ରହିଲେ ସରକାର ତା ପାଣି ବା ଲାଇଟ କନେକ୍ସନ କାଟିଦେବେ | ହେଲେ ଶିଳ୍ପ ସଂସ୍ଥା ଉପରେ ହଜାର ହଜାର କୋଟି ଜଳକର ଥିଲେ ବେ ତା କେଶଗ୍ର ଛୁଇଁପାରିବେନି ସରକାର | କାରଣ ସେ ଆଇଦର ଓକିଲ ପୋଷୁଥିବ ଅର ଅଫିସର | ମାନେ ଓକିଲଙ୍କୁ ଲଗାଇ କୋର୍ଟ ରେ…
ପୁଣି ଲଜ୍ଜ୍ୟା : ବଡ଼ବିଲରେ ଯୁବତୀଙ୍କୁ ଏକୁଟିଆ ଦେଖି କଲେ ଦୁଷ୍କର୍ମ , ଦୁଇଜଣ ଗିରଫ
ବଡ଼ବିଲ : ବଡ଼ବିଲରେ ପୁଣି ଲଜ୍ଜା। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବଡ଼ବିଲ ଚଟେଇ ହଟିଂ ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ନେଇ ଗତକାଲି ରାତିରେ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ…
ଚିଲିକାରୁ ବିମାନ ଫୁରରରରର…………..ସରିଲା ୱାଟର ଏରୋଡ୍ରମ ରାଜନୀତି
ଶେଷରେ ପ୍ରତ୍ୟାହାର ହେଲା ଚିଲିକାରେ ୱାଟର ଏରୋଡ୍ରମ ପ୍ରକଳ୍ପ
ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ନିଳାମ୍ବୁ ଚିଲିକାରେ ହେବାକୁ ଥିବା ୱାଟର ଏରୋଡ୍ରମ ପ୍ରକଳ୍ପକୁ କେନ୍ଦ୍ର ବାତିଲ କରିଛି | ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଇଛି ବୋଲି…
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ଶାନ୍ତିପୁର୍ଣ୍ଣ
ଟିଟିଲାଗଡ଼/Sunil Behera : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ଟିଟିଲାଗଡ଼ରେ ଦେଖିବାକୁ ମିଲିଛି । ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ…
ବଲାଙ୍ଗିର ଫୁଟ୍ବଲ ଲିଗ୍: ବ୍ଳୁମାଉଣ୍ଟେନ ଓ ନକ୍ଟାସର ଡ୍ର, ଇଲେଭେନ ଷ୍ଟାର ବିଜୟୀ
ବଲାଙ୍ଗିର,୯ା୯- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୨ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ଲିଗ୍ ମ୍ୟାଚରେ ଇଲେଭେନ ଷ୍ଟାର ୧-୦ ଗୋଲରେ ଅମାମୁଣ୍ଡା କୁ ହରାଇ ବିଜୟୀ ହୋଇଛି । ବିଜୟୀ ଦଳ ତରଫରୁ…
ପୋଲିସ ଧରିଛି ଜଣଙ୍କୁ, ହେଲେ ଏକାଧିକ ଲୋକ ସମ୍ପୃକ୍ତି ଆଶଙ୍କା
ଗୁଲମି ସାତବହିନୀ ନିକଟସ୍ଥ ପୋଲ ତଲୁ ଯୁବକଙ୍କ ଶବ ଉଦ୍ଧାର
ପୁର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ଟିଟିଲାଗଡ/Sunil Behara : ଆଜି ଟିଟିଲାଗଡ଼ ଠାରୁ ପ୍ରାୟ ୧୧ କି.ମି. ଦୁର ସାତବହିନୀ ଗ୍ରାମ ନିକଟସ୍ଥ ଏକ ବ୍ରିଜ ତଲୁ ଜଣେ ଯୁବକଙ୍କ ଶବ ଉଦ୍ଧାର…