Sign in
Sign in
Recover your password.
A password will be e-mailed to you.
ସାଧାରଣ ଚାଷୀଙ୍କୁ ସହାୟତା ପାଇଁ ସମବାୟ ସଂସ୍ଥାକୁ ସୁଦୃଢ କରାଯିବ : ବାଚସ୍ପତି
ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ତରଫରୁ ସ୍ଥାନୀୟ ଗୁରୁ ଭିକାରୀ ନାଏକ କଳାମଣ୍ଡପ ଠାରେ ସମବାୟ ଆପଣଙ୍କ ଦ୍ୱାରରେ ୨୦୧୮ ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ପଛୁଆବର୍ଗଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ
ଭୁବନେଶ୍ୱର : ଓଡ଼ିଶାରେ ପଛୁଆବର୍ଗଙ୍କ ନିମନ୍ତେ ବିଭିନ୍ନ ଉଦ୍ଦେଶ୍ୟରେ ରହିଥିବା ୨୭% ଆରକ୍ଷଣକୁ ରକ୍ଷା କରିବା ଦିଗରେ ରାଜ୍ୟସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି । ସେଥିପାଇଁ ରାଜ୍ୟ ପଛୁଆବର୍ଗ ମଞ୍ଚ କାର୍ଯ୍ୟକାରୀ ସଭାପତି ଧୂଳେଶ୍ୱର ମାଣିଆ ଏବଂ ସାଧାରଣ ସମ୍ପାଦକ ସରୋଜ କୁମାର…
ରକ୍ତର ଅଭାବ ପାଇଁ କାହାର ଯେମିତି ଜୀବନ ନଯାଏ ତାହା ନିଶ୍ଚିତ କରିବା ଆମ ଦାୟିତ୍ୱ : ସ୍ୱାସ୍ଥ୍ୟ ମନ୍ତ୍ରୀ
ଓଡିଶା ରେଡକ୍ରସ ପକ୍ଷରୁ “ବିଶ୍ୱରକ୍ତଦାତା ଦିବସ” – ୨୦୧୮ ପାଳିତ
ଭୁବନେଶ୍ୱର : ରକ୍ତର କୌଣସି ବିକଳ୍ପ ନାହିଁ ତେଣୁ ରାଜ୍ୟରେ ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ଅଧିକ ପରିମାଣର ରକ୍ତ ସଂଗ୍ରହର ନିହାତି ଆବଶ୍ୟକତା ରହିଛି । ଏଥିପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ…
କୁର୍ଲୁବାହାଲ ସ୍କୁଲରେ ମୋ ସ୍କୁଲ ଅଭିଯାନ ।
ଗାଇସିଲାଟ-ଗାଇସିଲାଟ ବ୍ଲକ କୁର୍ଲୁବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନୀଳକଣ୍ଠ ସରାପଙ୍କ ସଭାପତିତ୍ବରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମିଶ୍ର ମୋ ସ୍କୁଲ ଅଭିଯାନ ର ଉଦ୍ଦେଶ୍ୟ ସଂପର୍କରେ ସୂଚନା…
ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି : ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶାର କୃଷିଭିତ୍ତିକ ଲୋକପ୍ରିୟ ପର୍ବ ରଜ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି | ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅତୀବ ମହାନା ରଜ ପର୍ବ ଓଡ଼ିଶାର ସ୍ୱାତନ୍ତ୍ର୍ୟର ପରିଚୟ…
ଅଙ୍ଗଡ଼ବାଡି ଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ବେହେରା ପଡାବାସୀ
ଆଉ ଅନ୍ୟ ବିକାଶ କଥା ପଛରେ ସରକାର ହଜୂର ?????
ଝାରବନ୍ଧରୁ ଗୌରାଙ୍ଗ ଦାଶ- ଶିଶୁ ମାନଙ୍କ ବିକାଶ ପାଇଁ ସରକାର ବାହାର କରୁଛନ୍ତି ଅନେକ ଯୋଜନା । କୋମଳମତି ଶିଶୁ ଶାରୀରିକ,ମାନସିକ ବିକାଶ କିପରି ହେବ ସେଥିପାଇଁ ସରକାର ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ସୃଷ୍ଟି କରୁଛନ୍ତି। ଶିଶୁର…
ଅତୀତର ଅଭୁଲା ସ୍ମୃତିକୁ ରୋମନ୍ଥନ କଲେ ପୁରୁଣା ଛାତ୍ର
ଟାଉନ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ।
ପଦ୍ମପୁର/Nila Deep -ପଦ୍ମପୁର ସହରର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା "ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ…
ଫ୍ୟାନରୁ କରେଣ୍ଟ ଲାଗି ଦୁଇ ସମ୍ପର୍କୀୟ ଭଉଣୀ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସଦର ଥାନା ଅନ୍ତର୍ଗତ ଚଢେ଼ଇକଳା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରାମେଶ୍ୱର ସୋରେନଙ୍କ ଝିଅ ସିଲି ସୋରେନ(୫) ଓ ବିଶ୍ୱ ନାଥ ସୋରେନଙ୍କ ଝିଅ ରାଜଲକ୍ଷ୍ମୀ ସୋରେନ(୬) ଦୁଇ ସମ୍ପର୍କୀୟ ଭଉଣୀ ଘରେ ଖେଳୁଥିବା…
ମହିଳାଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଏକ ବର୍ଷ ଜେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ପ୍ରମୋଦ କୁମାର ଜେନା ଆଜି ଜନୈକ ମହିଳାଙ୍କୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡ଼ା ଅସ୍ତିଆ ଗ୍ରାମର ପୁନ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଆଇପିସି ୩୨୩ ଅନୁସାରେ ଏକ ବର୍ଷ…
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ସରପଞ୍ଚ ଓ ସମିତି ସଭ୍ୟା ବିଜେଡିରେ ମିଶିଲେ
ଭୁବନେଶ୍ୱର,୧୩/୬/୨୦୧୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାରଳାଖେମୁଣ୍ଡି ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତ ସରପଞ୍ଚ ପୂଣ୍ୟବତୀ ଚୌଧୁରୀ, କାଶୀନଗର ବ୍ଲକ ବୁଦୁରା ସରପଞ୍ଚ…