Sign in
Sign in
Recover your password.
A password will be e-mailed to you.
କଣ୍ଟାମାଳ ଯୁକ୍ତ ତିନି କଳା ସିଟ୍ ସଂଖ୍ୟା ୧୯୨ ରୁ ୨୫୬କୁ ବୃଦ୍ଧି
ସୋସିଓଲୋଜି,ସଂସ୍କୃତ,ଇଂରାଜୀ ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଚଳିତ ଶିକ୍ଷାବର୍ଷ-୨୦୧୮-୧୯ ଠାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ…
ଆଧାର ପଂଜୀକରଣ ପାଇଁ ରୁମ ଦେଉନି ବ୍ଲକ !!!!
ଏପିଓଙ୍କ ବାରଣ୍ଡାରେ ଚାଲିଛି ଆଧାର ଏନରୋଲମେଣ୍ଟ
ବୌଦ୍ଧ (ସିମନ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଆଧାର କାର୍ଡ ପଂଜିକରଣ ଓ ସଂଶୋଧନ ପାଇଁ କୌଣସି ପ୍ରକାର ସୁବିଧା ନଥିବା ହେତୁ ନୂତନ ଭାବରେ ପଂଜିକରଣ ଏବଂ ସଂଶୋଧନ କରିବାକୁ ହେଲେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା…
କଣ୍ଟାମାଳବ୍ଲକର ବିଭିନ୍ନ ପଞ୍ଚାୟତରେ ସହଭାଗି କାର୍ଯ୍ୟକ୍ରମ
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ମମତା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ସଂପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆରମ୍ଭ ହୋଇଥିବା ସହଭାଗି ଏବଂ ଗ୍ରାମ୍ୟ ଯୋଗାଯୋଗ କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ…
“କୋଶଲୀ ଭାଷାରେ ସାମୁହିକ ସୃଜନକର୍ମ ଭାଷାକୁ ଆହୁରି ବଳିଷ୍ଠତା ପ୍ରଦାନ କରିବ”
କୋଶଲୀ ପତ୍ରିକା “ତହଁକ” ଉନ୍ମୋଚିତ
ବଲାଙ୍ଗିର (ନିରୋଜ ମିଶ୍ର)-: ସ୍ଥାନୀୟ ସାମ୍ବାଦିକ ଭବନଠାରେ କୋଶଲୀ ପତ୍ରିକା “ତହଁକ୍”ର ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ତହଁକ୍ ପତ୍ରିକା ସହ ‘ଭାବର୍ ପଦେ’ ଏବଂ ‘ଝାର’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା । ଏଥିରେ ସାହିତ୍ୟିକ ଗୋପୀନାଥ…
ବିଶ୍ୱ ରେଡକ୍ରସ ଦିବସ : ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ବଲାଙ୍ଗିର (ନିରୋଜ ମିଶ୍ର )- ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧି୍କାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜୁନିୟର ରେଡକ୍ରସ ପରାମର୍ଶଦାତା ମାନେ ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ରର ଆୟୋଜନ କରିଥିଲେ । ଏଥିରେ ରକ୍ତଦାନର ମହତ୍ୱ ଉପରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ…
ସାବଧାନ : ଲିଫ୍ଟ ମାଗିଲେ ଯୁବତୀ,କୋରଣ ଖାଇଲେ ଡ୍ରାଇଭର-ହେଲ୍ପର
ଯୋଡାରୁ ସମୀର ନନ୍ଦ
ପହିଲି ରଜ ମଧ୍ୟାହ୍ମ ଦେଢଟା ସମୟରେ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିର ହେସାବେଡା ନିକଟରେ ସାଗର ମୁଣ୍ଡା ନାମକ ଜଣେ ଟ୍ରକ ଡ୍ରାଇଭର ଏବଂ ଆୟୁଷ ମୁଣ୍ଡା ନାମକ ହେଲଫର ଦୁଇ ଜଣଙ୍କୁ ଜଣେ ଯୁବତୀଙ୍କୁ ଅପରହଣ କରିନେଉଥିବା ସନ୍ଦେହରେ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ନିର୍ମମ ଭାବରେ…
ପହିଲି ରଜରେ ଅଘଟଣ, ପୋଲ ତଳକୁ ଖସି ଗଲା ୩ ଜୀବନ
ବାରିପଦା(ଦିଲ୍ଲୀପ ମହାନ୍ତି )- ପହିଲି ରଜରେ ଅଘଟଣ ଘଟି ସମ୍ପର୍କୀୟ ଭାଇ ସହିତ ଦୁଇ ଭଉଣୀର ଜୀବନ ଗଲା ।୧୪ ତାରିଖ ଅପରାହ୍ନ ୫ଟା ସମୟରେ ସମ୍ପର୍କୀୟ ଭାଇ ସୋମନାଥ ସିଂ ଭଉଣୀ ପୂଜା ସିଂ ଓ ବରତା ସିଂଙ୍କୁ ବାଇକରେ ବସାଇ ଖିରପଦାରୁ ନିଜ ଗ୍ରାମ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରାକୁ ଫେରୁ…
ଲୋକ ମାରିବାକୁ ସରକାରଙ୍କ ସୁନ୍ଦର ବ୍ୟବସ୍ଥା
ବିନା ସୁରକ୍ଷା ବଳୟରେ ବିଦ୍ୟୁତ ଟ୍ରାନ୍ସଫର୍ମର
ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁରସଦର ମହକୁମା ଠାରେ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ପାଇଁ ଲାଗି ଥିବା ଟ୍ରାନ୍ସଫର୍ମରଗୁଡ଼ିକ ବିନା ସୁରକ୍ଷା ବଳୟରେ ସ୍ଥାପିତ ହୋଇଅଛି । ବିନା ସୁରକ୍ଷା ବଳୟ ଯୁକ୍ତଏହି…
ନକଲି ଚାବି ମିଳିବା ଅର୍ଥ ହେଉଛି ଅସଲି ଚାବିକୁ କିଏ ଚୋରି କରିଛି ???
ରତ୍ନଭଣ୍ଡାର ଚାବି ହଜିବା ଏବଂ ଅଚାନକ ଏକ ନକଲି ଚାବି ମିଳିବା ହେଉଛି ସହସ୍ରାଦ୍ଧୀ (ମିଲେନିୟମ)ର ସବୁଠୁ ବଡ ଘୋଟାଲା: ବିଜେପି
ଭୁବନେଶ୍ୱର/chakradhar Majhi : ନିୟମାନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଟ୍ରେଜେରୀରେ ରହିବାର ବ୍ୟବସ୍ଥା ଥିଲେ ହେଁ ୧୯୭୦ ମସିହାରୁ ଚାବି…
୯୨-୯୪ ଯୁକ୍ତ ଦୁଇ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ୯୨ ରୁ ୯୪ ଯୁକ୍ତ ଦୁଇ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ବିରନରସିଂହପୁର ସ୍ଥିତ ବନ ବିଭାଗ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ବ୍ୟାଚର ୨୬ ଜଣ ବନ୍ଧୁ ନିଜ ନିଜର ପରିବାର ସହ…