କୃଷକ ମାନଙ୍କର ଇନପୁଟ ସବସିଡି ମହାଘୋଟଲା : ବଲାଙ୍ଗୀର ଆଗଲପୁର ତହସିଲର କାର୍ଯ୍ୟରତ ଆର.ଆଇ ଓ ତହସିଲର କିରାଣୀ ଙ୍କୁ…

Bolangir/ Niroj Mishra :ବହୁ ପ୍ରତିକ୍ଷିତ କୃଷକ ମାନଙ୍କର ଇନପୁଟ ସବସିଡିରେ ହୋଇଥିବା ମହାଘୋଟଲାରେ ବଲାଙ୍ଗୀର ଜିଲ୍ଲାପାଳ ଆଗଲପୁର ତହସିଲର କାର୍ଯ୍ୟରତ ଆର.ଆଇ ଶ୍ରୀ ନବୀନ କୁମାର ରାଉତ ଓ ତହସିଲର କିରାଣୀ ଶ୍ରୀ ଉମାକାନ୍ତ ପଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି | ପ୍ରାପ୍ତ ସୂଚନା…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ  ‘ଆଦିମ ଓଆର ଜରପା’

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ‘ଆଦିମ ଓଆର ଜରପା’ (ଏଓଜେ) ଅନୁଷ୍ଠାନକୁ ସରକାର ୧ ଏକର ଜମି ଦେବାକୁ ଚଳିତମାସ ୨୧ ତାରିଖ ଦିନ କ୍ୟାବିନେଟ୍‍ରେ ନିଷ୍ପତ୍ତି ନେଇଥିଲେ । ସରକାର ଏହି ଅନୁଷ୍ଠାନ ଉପରୁ…

ବାପରେ ….୬୦ ନାଗସାପ ଛୁଆ !!!!!!

ବ୍ୟୁରୋଚିଫ ଜୟଶଙ୍କର ଦାଶ:: ଭଦ୍ରକ ଧାମନଗର ଶ୍ୟାମପୁର ଗାଁରୁ 60 ରୁ ଅଧିକ ନାଗସାପ ଛୁଆକୁ ଉଦ୍ଧାର କରାଯାଇଛି। ତେବେ ଏହି ସାପ ଛୁଆ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘର ବାଡ଼ିରେ ଥିବା ଉଈ ହୁଙ୍କାରୁ ଉଦ୍ଧାର କରାଯାଇଛି। ଖବର ପାଇ ସ୍ନେକ ହେଲ୍ପ ଲାଇନ ଘଟଣା ସ୍ଥଳରେ ପହଞ୍ଚି ସାପ ଛୁଆଙ୍କୁ…

 ଜରିମାନା ଖିଲାପୀ ଖଣିଲିଜଧାରୀଙ୍କ ବିରୋଧରେ ରୁଜୁ ହେବ ସାର୍ଟିଫିକେଟ କେଶ 

୩୧ଟି ଖଣି ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଦେଲେ ଆଦେଶ   ଯୋଡାରୁ ସମିର ନନ୍ଦ :  କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଦାଲତରେ ସାର୍ଟିଫିକେଟ କେସ…

ବ୍ୱୃହତ୍ତ କାଗଜ କଳ ଦାବିରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାନ ଆନ୍ଦୋଳନ ଅଗଷ୍ଟ ୭ରେ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଶିଳ୍ପ ଓ କଳ କାରଖାନା ପ୍ରତିଷ୍ଠା କରାଇବାରେ ସଫଳ ହୋଇପାରି ନ ଥିବାରୁ ଜିଲ୍ଲାରେ ବେକାରୀ ସମସ୍ୟା ଉଦବେଗ ଜନକ ହୋଇପଡ଼ିଛି । ପ୍ରତ୍ୟେକ ବର୍ଷ ଜିଲ୍ଲାରୁ ଶହଶହ ସଂଖ୍ୟାରେ ଜନତା…

ଝରକା ଡେ଼ଇଁ ଫେରାର ଘଟଣା : ୫ଦିନ ପରେ ବି   ଆସାମୀର ଟେର ପାଇ ନାହିଁ ପୁଲିସ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଫୌଜଦାରୀ ମାମଲାରେ ବୈଶିଙ୍ଗା ଥାନା ପୁଲିସ ଏକ ଫୌଜଦାରୀ ମାମଲା(୧୧୩/୨୦୧୮)ରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ସନ୍ତୋଷ ସାହୁଙ୍କୁ ଗିରଫ କରି ଗତ ମଙ୍ଗଳବାର ବେତନଟୀ ଏସଡ଼ିଜେଏମ କୋର୍ଟରେ ହାଜର କରାଇବା ପରେ ତାଙ୍କର ଜାମିନ ନାମଜୁର ହୋଇଥିଲା ଏବଂ ତାଙ୍କୁ…

 ବ୍ଲକକୁ ଆସି କଲେ ୫୦ , ଘରେ ଯାଇ କଲେ ୧୫୦ ଟଙ୍କା

  ବୌଦ୍ଧ (ସିମୁନ୍ ନାଏକ) ;  ଦେଶର ନାଗରିକଙ୍କ ସକାଶେ ମିଳୁଥିବା ସମସ୍ତ ପ୍ରକାର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆଧାର କାର୍ଡର ବ୍ୟବସ୍ଥା କରିଛନ୍ତି । ପ୍ରଥମ ପର୍ୟ୍ୟାୟ ବେଳେ ବିଭିନ୍ନ କାରଣରୁ ଏହି କାର୍ଡ ପାଇବାରୁ ବଂଚିତ ହୋଇଥିବା ହିତାଧିକାରୀଙ୍କୁ ନୂତନ ପଂଜିକରଣ…

“ଖାଉଟି ସଚେତନତା ହିଁ ଖାଉଟି ସଶକ୍ତିକରଣ”

ଖାଉଟି ସୁରକ୍ଷା ଆଇନ ସଂପର୍କିତ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା  ଭୁବନେଶ୍ୱର: ଖାଉଟି ଅଧିକାର  ଉଲଂଘନ ହେଲେ ତାହାର ପ୍ରତିକାର ପାଇଁ ଆଇନରେ ସ୍ୱତନ୍ତ୍ର ଖାଉଟି ଅଦାଲତର ବ୍ୟବସ୍ଥା କରାଯାଇଛି |  ଉଚିତ ମୂଲ୍ୟରେ ଉତ୍ତମ ମାନର ଦ୍ରବ୍ୟ ଓ ସେବା  ବଜାରରେ ଉପଲବ୍ଧ ହେବା ଖାଉଟିର ଆଇନଗତ…

‘ସିଏସଆର’ ଆଇନ୍ କାର୍ଯ୍ୟକାରିତା ଲୋକଙ୍କ ହିତରେ କରାଯାଉ :ଜିଲ୍ଲାପାଳ 

ବାଲେଶ୍ୱର(ଉଜ୍ଜ୍ୱଳ କର ): ପ୍ରଶାସନ ପକ୍ଷରୁ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ କମ୍ପାନି ତଥା ଶିଳ୍ପାନୁଷ୍ଠାନଙ୍କ ସାମାଜିକ ଦାୟିତ୍ୱବୋଧତା(ସିଏସଆର) ଆଇନର  ପୂର୍ଣ୍ଣ କାର୍ଯ୍ୟକାରିତା ସମ୍ପର୍କିତ ଏକ ସମୀକ୍ଷା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ…

ରାଜ୍ୟରେ ନିର୍ମାଣ ହେବ ୨୦ଟି ହସ୍ପିଟାଲ, ରହିବ ୨୭୦୦ ଶଯ୍ୟା 

ଭୁବନେଶ୍ୱର: ଗୁରୁତ୍ୱପୂର୍ଣ  ନିଷ୍ପତ୍ତି ନେଇଛନ୍ତିି ରାଜ୍ୟ ସରକାର । ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇବା  ପାଇଁ  ରାଜ୍ୟରେ ନିର୍ମାଣ ହେବ ଆଉ ୨୦ଟି ହସ୍ପିଟାଲ  । ଘରୋଇ ଓ ସରକାରୀ ଭାଗୀଦାରିରେ ନିର୍ମାଣ ହେବାକୁ ଥିବା ଏହି ୨୦ ଟି ହସ୍ପିଟାଲରେ ୨୭୦୦ଟି ଶଯ୍ୟା ଉପଲବ୍ଧ ହେବାସହ…