Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ଆଞ୍ଚଳିକ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
ସେରଙ୍ଗ ବସଷ୍ଟାଣ୍ଡର ହୋଟେଲରୁ ଏକ ନାବାଳକ ଉଦ୍ଧାର
-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅପରାହ୍ନ ୪ : ୩୦ ଘଣ୍ଟାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ବସଷ୍ଟାଣ୍ଡର ଏକ ହୋଟେଲରୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟରତ ଏକ ନାବାଳକକୁ ଜିଲ୍ଲା ଶିଶୁ ସୁରକ୍ଷା ଶାଖା , ଚାଇଲ୍ଡ ହେଲ୍ପ ଲାଇନ , ଜିଲ୍ଲା ଶ୍ରମ ବିଭାଗ ଏବଂ…
ଢେଙ୍କିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପ୍ରସଂଶା କଲେ କାୟାକଳ୍ପ ଟିମ୍
କେନ୍ଦୁଝର,ତା୯/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ଗତ ସୋମବାର ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାୟାକଳ୍ପ ଡାକ୍ତରୀ ଟିମ୍ ପରିଦର୍ଶନରେ ଆସିଥିଲେ l ସେଥିମଧ୍ୟରୁ ଡାକ୍ତର ଇନଚାର୍ଜ ମନୋରଞ୍ଜନ ଜେନା, ଡାକ୍ତର…
ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ର ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ
ଘୁମରା, ବାଘ ନାଚ, ସମର କଳାବୀର ବାଦ୍ୟ ଓ ସାନ୍ତାଳୀ ନୃତ୍ୟ ପାଲଟିଲା ବିଶେଷ ଆକର୍ଷଣ
ପଦ୍ମପୁର :- ସ୍ଥାନୀୟ ଟାଉନ୍ କ୍ଲବ ଦ୍ବାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚ ରେ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାର ଙ୍କୁ ଏକତ୍ରିତ କରି ବୋଡ଼ାସମ୍ବର…
ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ୟୁଏଆଇଏଲ୍
# ଉଦ୍ୟମି ପ୍ରକଳ୍ପ ଜରିଆରେ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ
# ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ; ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ…
ହାଇୱ। ଧକ୍କାରେ ଯୁବକ ର ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଆସ୍କା ଥାନା ଅନ୍ତର୍ଗତ କଇଁଫୁଲିଆ ଛକରେ ଏକ ପିଚୁ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ନିକଟସ୍ଥ ମୁକୁନ୍ଦ ପୁର ଗ୍ରାମର ଶିବ ବିଶ୍ୱାଳ ଓ ସେ ନିଜ ଘରୁ କଲେଜ ଛକକୁ ଯିବା ବେଳେ ଉକ୍ତ ଟ୍ରକ୍ ତାକୁ ଧକ୍କା…
ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ରେଳବାଇ ପୋଲିସ୍ ଥାନା ଅର୍ନ୍ତଗତ ଖୋଡାସିଙ୍ଗି ନିକଟସ୍ଥ ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ କୁ ପୋଲିସ ଉଦ୍ଧାର କରିଛନ୍ତି। ମୃତ ଯୁବକ ଜଣକ ର ବୟସ ପାଖାପାଖି ୪୦ ବର୍ଷ ହେବ ଓ ତାଙ୍କର କୌଣସି ପରିଚୟ ମିଳିନଥିବା ଜଣାପଡ଼ିଛି।…
ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସଫଳ
ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’ ଭାରତରେ କ୍ୟାମ୍ପସ ଖୋଲିବ - ଧର୍ମେନ୍ଦ୍ର ପ୍ରଧାନ
• କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା • ଏଆଇଇଏସସି ବୈଠକ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣା…
ସପ୍ତମ ଜାତୀୟ ବରିଷ୍ଠ ନାଗରିକ ଖେଳ ପ୍ରତିଯୋଗିତାରେ ପାରଳାର କିଶୋର ରଥଙ୍କ ରୌପ୍ଯ ଓ ବ୍ରୋଞ୍ଜ ପଦକ ହାସଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସପ୍ତମ ଜାତୀୟ ବରିଷ୍ଠ ନାଗରିକ ଖେଳ ପ୍ରତିଯୋଗିତା ହାଇଦ୍ରାବାଦର ଓସମାନିଆ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଓଡିଶାରୁ ବାର ଜଣ ବରିଷ୍ଠ ଖେଳାଳୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି…
ଗାୟତ୍ରୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫ ଉଦଘାଟିତ,
କ୍ରୀଡ଼ା ମାଧ୍ୟମରେ ମାନସିକ ଏବଂ ବୌଦ୍ଧିକ ବିକାଶ ହୋଇଥାଏ
ଓଡ଼ଗାଁ,୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫ ସୋମବାର ଉଦଘାଟିତ ହୋଇଯାଇଛି। ବିଦ୍ୟା…