Sign in
Sign in
Recover your password.
A password will be e-mailed to you.
ମାଓ ସପ୍ତାହ ଅବସରରେ ବଭିନ୍ନ ସ୍ଥାନରେ ମୋ ପ୍ରଚାରପତ୍ର : କନ୍ଧମାଳ ଜିଲାରେ ମାଓବାଦୀ ଜାହିର କଲେ ଉପସ୍ଥିତି
ଗଗନ ପ୍ରଧାନ/ କନ୍ଧମାଳ
ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଓ ବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି | ମାଓବାଦୀ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ବିଭିନ୍ନ ସମ୍ବେଦନସୀଳ…
ଖାଲଖମାରେ ପୂରିଛି ରାସ୍ତା, ମରାମତି ଦାବି
ବ୍ୟାସନଗର(ବିଶ୍ୱଜିତ୍)
ବ୍ୟାସନଗର ପୌରପରିଷଦର ୧୨ ନଂ ୱାର୍ଡର ଭଟିଆ ଗ୍ରାମର ରାସ୍ତା ଖାଲଖମାରେ ପୂରିରହିଛି । ଯଦ୍ଦ୍ଵାରା ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଚଳପ୍ରଚଳ କରୁଥିବାବେଳେ ରାସ୍ତାର ଦୁରାବସ୍ଥା ଯୋଗୁଁ ବିଭିନ୍ନ…
ପଶୁ ସମ୍ୱଳ ଓ ବର୍ଷା ଜଳ ପରିଚାଳନା ସମ୍ପର୍କିତ ତାଲିମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ
ଗଜପତି ଜିଲ୍ଲା ରା.ଉଦୟଗିରି ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଓଡିଶା ଆଦିବାସୀ ସଶକ୍ତିକରଣ ଓ ଜିବୀକା ନିର୍ବାହୀ ଫ୍ଲସ ବିଭାଗ ପକ୍ଷରୁ ମୋହନା ଓ ରା.ଉଦୟଗିରି ବ୍ଲକର…
ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ
ବିଜ୍ଞାନ ଓ ସମାଜ ମୁଖ୍ୟ ବସ୍ତୁ ଉପରେ ଆଧାରିତ ଜିଲ୍ଲାର ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ…
ଅସହାୟ ହୋଇ ଶେଷରେ ନିଜକୁ ଅନାଥ ଘୋଷଣା କଲେ……
ଚାଇଲ୍ଡ ଲାଇନ ଦ୍ୱାରା ଅନାଥ ବାଳକକୁ ଥଇଥାନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅସହାୟ ହୋଇ ଶେଷରେ ଜଣେ ୧୬ ବର୍ଷିୟ ନାବାଳକ ନିଜକୁ ସ୍ୱୟଂ ଅନାଥ ବୋଲି ଘୋଷଣା କରିଛନ୍ତି ଓ ଚାଇଲ୍ଡ ଲାଇନ ର ସହାୟତା ଲୋଡିଛନ୍ତି । ସଂପୁର୍ଣ୍ଣ ବିବରଣୀଟି ହେଲା ଗତ ତା. ୨୩.୦୭.୨୦୧୮ରିଖରେ…
ପାରାଦୀପ କର୍ମଚାରୀ ମିଳିତ ମଞ୍ଚର ଷ୍ଟିଭେଡୋର୍ସ ଆସୋସିଏସନ୍କୁ ଚେତାବନୀ
ପାରାଦୀପ (ଉପେନ୍ଦ୍ର ଗୁରୁ) ପାରାଦୀପ କର୍ମଚାରୀ ଶ୍ରମିକ ମିଳିତ ମଞ୍ଚ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ଇତି ମଧ୍ୟରେ ୪ମାସ ବିତିଯାଇଥିଲେ ହେଁ ମଳିଥିବା ପ୍ରତିଶୃତି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ପୁନର୍ବାର କାର୍ଯ୍ୟବନ୍ଦ ଆନେ୍ଦାଳନ ପାଇଁ ଚେତାବନୀ…
ବାଃ ବାଃ ରେ ସରକାରଙ୍କ ଡିଜିଟାଲ ସେବା
• ଅଭିଯୋଗ କରି କରି ହତାଶ ହେଲେ ବସ୍ତିଙ୍ଗିଆ ବାସି l
• ବସ୍ତିଙ୍ଗିଆ ଠାରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି l
କନ୍ଧମାଳ/ ଗଗନ କୁମାର ପ୍ରଧାନ : ଏବେ ବି ଡିଜିଟାଲ ସେବା ରୁ ବଂଚିତ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ | ସୂଚନା ଅନୁସାରେ ୨୦୦୦ ରୁ ଉର୍ଧ ଜନ ସଂଖ୍ୟା କୁ ନେଇ…
ବଦଳିଲେ ଖୁରାନିଆ, ସତ୍ୟଜିତ ମହାନ୍ତି ହେଲେ ଟୁଇନ ସିଟିପୋଲିସ କମିଶନର
Bhubaneswar(GIRIJA SHANKAR DASH)
ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟ ହେଲେ ବି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ବଦଳାଇ ଦେଇଛନ୍ତି ଦେ୍ୱðତନଗରୀର କସିଶନର ଓ୍ୱାଇ ବି ଖୁରାନିଆଙ୍କୁ । ତାଙ୍କ ସ୍ଥାନରେ ଜଣାଶୁଣା ଦକ୍ଷ ଆଇପିଏସ ଅଫିସର ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(…
ପୁଲିସ ବ୍ୟବହାରରେ ସୁଧାର ନ ଆସିଲେ ଆନ୍ଦୋଳନ ହେବ – ନଳିନୀ
ଜିଲ୍ଲା ପୁଲିସର ମନମାନୀ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ଭେଟିଲା ଏସପିଙ୍କୁ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)- ଜିଲ୍ଳା ପୁଲିସର ବ୍ୟବହାର ଦିନକୁ ଦିନ ଅସହ୍ୟ ହେଉଛି । ଅତୀତରେ ଭଦ୍ରକରେ ଘଟିଥିବା ଦଙ୍ଗା ପରବର୍ତ୍ତୀ ସମୟରେ ଜିଲ୍ଲାର କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ବ୍ୟବହାରରେ ବହୁ…
ନିଜ ସ୍କୁଲ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପୁରାତନ ଛାତ୍ର ନେଲେ ଶପଥ
ଲାଲ ବାହାଦୁର ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ
ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ସ୍ଥିତ ଲାଲବାହାଦୂର ବିଦ୍ୟାପୀଠ ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରଜନିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋ ସ୍କୁଲର…