ତୁ ଗୁହାରୀ କରିବୁ ଯାହା ଠେଁ, ମୁଁ ମରଦ  କରିଛେ ତାହା ଠେଁ 

ଓଏଫଡ଼ିସିର କଳା କାରନାମା : ତାତିଲା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ   ବାରିପଦା ଖଣ୍ଡିୟ ଅଧିକାରୀଙ୍କୁ ତୁରନ୍ତ ବଦଳି କରାନ ଗଲେ ସମସ୍ତ ବନ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବାର ଚେତାବନୀ ବାରିପଦା(ଦିଲ୍ଲୀପ ମହାନ୍ତି )- ରବିବାର ପୂର୍ବାହ୍ନରେ ବାରିପଦା ମୟୂରଭଞ୍ଜ ସ୍ୱାଭିମାନ…

ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ ସ୍ଥିତି ମଜବୁତ ଅଛି : ଅତନୁ 

ବିଜେଡିର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି, ମତଭେଦକୁ ଭୁଲି ଏକ ମନ ହୋଇ କାକ କରିବାକୁ ଆହ୍ୱାନ ଦେଲେ ରବୀନ୍ଦ୍ର  ବାଲେଶ୍ୱର,(ଉଜ୍ଜ୍ୱଳ କର ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ରଣାଙ୍ଗନ ପାଇଁ ପ୍ରମୁଖ ରାଜନୈକିତ ଦଳମାନଙ୍କ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି…

ରେମୁଣାରେ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର,(Ujjwal kar ): ଜିଲ୍ଲା ପ୍ରଶାସନ ଓ ବାଲେଶ୍ୱର ଆଲୟେଜର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ରେମୁଣା ସ୍ଥିତ ଡିଗ୍ରୀ କଲେଜ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ…

ବରିଷ୍ଠ  କଳାକାର, ସମାଜସେବୀ ତଥା ସାହିତ୍ୟିକ ଗାର୍ଗବ ମେହେରଙ୍କ ବିୟୋଗରେ ଶୋକସଭା

  ବଲାଙ୍ଗିର(ନିରୋଜ ମିଶ୍ର) ବରିଷ୍ଠ ସମାଜସେବୀ, ଶିକ୍ଷାବିତ୍, ସାହିତ୍ୟିକ , ଆକାଶବାଣୀ ଓ ଦୂରଦର୍ଶନ କଳାକାର ଗାର୍ଗବ ମେହରଙ୍କ ଅକାଳ ବିୟୋଗରେ ଜିଲ୍ଲା କଳା ସଂସ୍କୃତି ସଂଘ ବଲାଙ୍ଗିର ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶୋକ ସଭା ଅନୁଷ୍ଠିତ  ହୋଇ ଏକ ମିନିଟ ନୀରବ ପ୍ରାର୍ଥନା…

ଛି ଛି ଛି ….ଏଟା ମଣିଷ ନା ରାକ୍ଷସ 

 ନିରୋଜ ମିଶ୍ର(ଶାସକ ପ୍ରଶାସକ ବ୍ୟୁରୋ) : ମାଟିଏ କଣ କେବେ ଜାଣିଥାଏ ତା ପେଟରେ କଣ ବଢୁଛି ! ମାଟିଏ ପାଇଁ ପୁଅ କଣ ବା ଝିଅ ? ପୁଆ ମାନେ ଜନ୍ମ ହୋଇ କଣ ଅଧିକ ଟେକି ଧରିପକାଉଛନ୍ତି, ଯାହାକି ଝିଅ ଟିଏ କରୁନି ! ଝିଅ ପୁଅ ଭିତରେ କାହିଁକି ଫରକ କରିବା ବା ମା | ସେ ମା, ଧର୍ମ ତାର ମାତୃତ୍ଵ |…

  ସାମ୍ବାଦିକତା କ୍ଷେତ୍ରରେ ଦେଖାଦେଇଥିବା ନୂତନ ଆହ୍ୱାନ ସବୁକୁ ସାମନା କରିବାକୁ ପଡିବ: ବାଚସ୍ପତି

   ବୌଦ୍ଧ  ଜିଲ୍ଲା ପ୍ରେସ କ୍ଳବର ପ୍ରଥମ ପ୍ରତିଷ୍ଠା  ଦିବସ ପାଳିତ ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବର ପ୍ରତିଷ୍ଠା ଦିବସ  ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଶତାଦ୍ଧୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି…

 “ଫସଲ ବୀମା ଶୀଘ୍ର ପ୍ରଦାନ କରାନଗଲେ  ଆମରଣ ଅନଶନ ବସିବି”

  ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ଚେତାବନୀ  ପଦ୍ମପୁର/ନୀଳ ଦୀପ  ବରଗଡ଼ ଜିଲ୍ଲାର ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ଅଞ୍ଚଳରେ ଫସଲ ବୀମା ପ୍ରଦାନ ଦାବୀ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।ଏହି ପରି ପେକ୍ଷୀରେ ଶନିବାର ଦିନ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ…

 ନିଆରା ପର୍ବ ବୁଢ଼ିଆଈ ଯାତ୍ରା : ଯାତ୍ରା ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଅଗାଧୁଆ ଚାଷକାମ କରିଥାନ୍ତି

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲାର ନିଆରା ପର୍ବ ବୁଢ଼ିଆଈ ଯାତ୍ରା। ଏହି ପର୍ବଟି ଚାଷ ଓ ଚାଷୀର। ମା’ ବୁଢିଆଈ ଯାତ୍ରାକୁ ‘କାଦୋ ଯାତ୍ରା’ ମଧ୍ୟ କୁହାଯାଏ। ଏହାର ପରମ୍ପରା ବେଶ୍‌ ନିଆରା। ପରମ୍ପରା କହୁଛି, ଏହି ଯାତ୍ରା ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଅଗାଧୁଆ ଚାଷକାମ…

ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌

  ନିରୋଜ ମିଶ୍ର/ ଶାସକ ପ୍ରଶାସକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌ ମାରିଛନ୍ତି। ଜେଲ୍‌ ପରିସର ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ…

ଓଡ଼ିଶା ହକି ୱାର୍ଲଡ଼ କପ ର ପ୍ରଚାର ବେଙ୍ଗାଳୁରୁରେ

ରାଜ୍ୟର ହକି ପ୍ରତି ଏଭଳି ଆଗ୍ରହ ଆଗାମୀ ଦିନରେ ଯୁବପିଢି ମାନଙ୍କୁ ଏକ ନୂଆ ଦିଶା ଦେଖେଇବ : ଡ଼ା. ଏ.ବି.ସୁବେୟା ସୁଶାନ୍ତ ବେହେରା(ଶାସକ ପ୍ରଶାସକ)  ପ୍ରଥମେ ବସ ମାଧ୍ୟମରେ ଲଣ୍ଡନରେ ଓ ପରେ ବେଙ୍ଗାଳୁରୁ ର ଟ୍ରାଭୁଲ ମାର୍ଟ ରେ ଶୋଭା ପାଉଛି ଓଡ଼ିଶା ହକି ୱାର୍ଲଡ଼ କପ ର ଲୋଗ।ଓଡିଶା…