ଅଚ୍ୟୁତଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼ାଇଲେ ଅଚ୍ୟୁତ 

ଭୁବନେଶ୍ୱର,  ଛତିଶଗଡ଼ ରାଜ୍ୟର ଦାନ୍ତେୱାଡାରେ ଗତ ଅକ୍ଟୋବର ୩୦ ତାରିଖରେ ମାଓବାଦୀଙ୍କ ଗୁଳିରେ ନିହତ ଦୂରଦର୍ଶନ କ୍ୟାମେରାମ୍ୟାନ ବଲାଙ୍ଗୀର ଜିଲ୍ଲାର ଅଚ୍ୟୁତାନନ୍ଦ  ସାହୁଙ୍କ ପରିବାରକୁ କିଟ୍ ଓ କିସ୍ ସହାୟତାର ହାତ ବଢ଼ାଇଛି । ଦୂରଦର୍ଶନ କର୍ମଚାରୀ ସଂଘର ଅନୁରୋଧ କ୍ରମେ କିଟ୍ ଓ କିସ୍…

ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଝିଅ ଟୀନା ଟପ୍ପର

ଭୁବନେଶ୍ୱର :ଆଜମେର ସହରସ୍ଥିତ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏମ୍.ଏସ୍.ସି (ବିଗ୍ ଡାଟା ଆନାଲିଟିକ୍ସ)ରେ ଓଡ଼ିଆ ଝିଅ କୁମାରୀ ଟୀନାମୁନମ୍ ସାହୁ ଟªର ହୋଇଛନ୍ତିା ଗତ ନଭେମ୍ବର୨ ତାରିଖ ଦିନ ଆୟୋଜିତ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ…

ସହିଦ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାରଙ୍କୁ ଭେଟିଲେ କଳିକେଶ

Bolangir/Niroj Mishra : ସହିଦ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାର ବର୍ଗଙ୍କ ଠାରେ ଦୁଃଖ ପ୍ରକାଶ କରି ଗଭୀର ସମବେଦନା ଜଣାଇଛନ୍ତି ସାସଂଦ କଳିକେଶ ନାରାୟଣ ସିଂହଦେଓ । ସାକ୍ଷାତକାର ସମୟରେ ଅଚ୍ୟୁତାନନ୍ଦ ସାହୁଙ୍କ ବାପା ଓ ଭାଇ ସାସଂଦ ଙ୍କୁ ତାଙ୍କ ପରିବାର ର ସୁବିଧା ଅସୁବିଧା…

ମିନି ଟ୍ରକ ଓଲଟି ହେଲପର ମୃତ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ-ବୌଦ୍ଧ ରାସ୍ତାର ବଡ଼ବାହାଳ ଗ୍ରାମ ନିକଟରେ ଆଜି ସକାଳେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଛି l ଏଥି ଯୋଗୁଁ ଗାଡ଼ିର ହେଲପର ଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଧମା ଥାନା ଅନ୍ତର୍ଗତ ରୁଢ଼ିଆପାଲି ଗ୍ରାମର ଶେଷଦେବ ନାଗ(24)…

ସାଲେଭଟ୍ଟା ପଞ୍ଚୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ହତ୍ୟାକାଣ୍ଡ ଘଟଣା : ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚୟତ ର ପୂର୍ବତନ ସରପଞ୍ଚ ତଥା ଚେମେର୍ଡ଼ା ଗ୍ରାମର ସ୍ୱର୍ଗତ ପର୍ଶୁରାମ ପ୍ରଧାନଙ୍କୁ ଗତ ଅଗଷ୍ଟ 27 ତାରିଖ ରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ରେ ପୋଲିସ 2 ମୁଖ୍ୟ ଅଭିଯୁକ୍ତ ଙ୍କୁ ରେଢ଼ାଖୋଲ ବସ…

ଖଡ଼ିଆଳ ଡାକ୍ତରଖାନା : ଭିନ୍ନକ୍ଷମଙ୍କ ପାଇଁ ସୁବିଧାସୁଯୋଗ ନାହିଁ  

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା , ଦିବ୍ୟାଙ୍ଗ ମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ସାମଗ୍ରୀ ଶୌଚାଳୟ ଏବଂ ରେମ୍ପ ନାହିଁ ଖଡ଼ିଆଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ | ,ଏହିପରି ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ସଙ୍ଗଠନ ର ସମ୍ପାଦକ ଦିଲ୍ଲୀପ ଷଡଙ୍ଗୀ । ଦିବ୍ୟାଙ୍ଗ ଅଧିକାର ପାଈଁ ଏକ ପ୍ରତିନିଧି ଦଳ…

ସୁନା ଚେନ ଲୁଟୁଥିଲା, ଧାରା ହୋଇ କି ଛେଚା…….!!!

ଯାଜପୁରରୁ ଜୟଶଙ୍କର ଦାଶ : ସ୍ୱାମୀଙ୍କ ବାଇକ ପଛରେ ବସି ଯାଉଥିବା ଜଣେ ଗର୍ଭବତୀ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ କରି ଧରାପଡିଥିଲା ଲୁଟିଆ ଯୁବକ । ଯାଜପୁର ଥାନା ଅଧୀନ କପାସି ଛକ ନିକଟରେ ଅପରାହ୍ନରେ ଏହି ଘଟଣା ଘଟିଥିଲା । ସୁନା ହାର ଝାମ୍ପି ନେବା ଉଦ୍ୟମ ପଣ୍ଡ ହେବା ପରେ ଲୁଟିଆକୁ…

ତିତଲି ଜିଲ୍ଲାରେ ଅତ୍ୟନ୍ତ ଭୟାନକ ପରିସ୍ଥିତି ସୃଷ୍ଟି କରିଛି : କେନ୍ଦ୍ରୀୟ ଦଳ ମୁଖ୍ୟ ଶ୍ରୀ ସାହି

ତିତଲି ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନ ହାନୀ ହୋଇଥିବା ଗଙ୍ଗାବାଡ ପଞ୍ଚାୟତ ଅଞ୍ଚଳ ବୁଲିଦେଖିଲେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନହାନୀ ହୋଇଥିବା…

ବାହୁଡ଼ିଲା କୁଞ୍ଚିପି, ହଜେଇ ଦେଇଥିଲା ତିତିଲି

Paralakhemundi/Balakrishna Panigrahi : ଗତ ତିତଲି ବାତ୍ୟାରେ ନିଖୋଜ ହୋଇଥିବା ଝିଅ କୁଞ୍ଚିପି ଡାଙ୍ଗଡା ମଣ୍ଡଳ (୨୨) ଉଡାଲିଙ୍ଗ ଫେରିଛି | କାଶୀନଗର ପୋଲିସ କୁଟାଗୁଡା ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ କୁଞ୍ଚିପିକୁ ଉଦ୍ଧାର କରିଛନ୍ତି । ମାନସିକ ସ୍ତରରେ ଭାଙ୍ଗି ପଡିଥିବା…

ସହାୟତା ମିଳିନି : ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଲେ ତିତଲି ପ୍ରଭାବିତ ନାମନଗଡ ଓ କୁଜାସିଂ ଗ୍ରାମବାସୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ପ୍ରଭାବିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ଓ କୁଜାସିଂ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ହେଁ ବିଭିନ୍ନ ସରକାରୀ ସହାୟତା ମିଳିନଥିବା ଦାବୀ କରି ଉଭୟ ଗ୍ରାମର ଶତାଧିକ ସଂଖ୍ୟାରେ ମହିଳା ,ପୁରୁଷ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ…