ହର ହର ମୋଦି, ଘର ଘର ମୋଦି”କୁ କାଉଣ୍ଟର କରିବ ” ସବୁ ଘରେ ଶଙ୍ଖ, ସବୁରି ହୃଦୟରେ ନବୀନ” !!!!

0 1

ଭୁବନେଶ୍ୱର : ଏବେ ଚାଲିଛି ସ୍ଲୋଗାନର ଜମାନା | ଭୋଟର ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବା ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ସ୍ଲୋଗାନ ପ୍ରସ୍ତୁତ କରାଯାଉଛି | ୨୦୧୪ ନିର୍ବାଚନ ପୂର୍ବରୁ ଏଜ କ୍ୟାଚି ସ୍ଲୋଗାନ କରିଥିଲା ବିଜେପି, ଯାହାକି ଭଲ ପ୍ରଭାବ ପକାଇଥିଲା | ସେଇଟା ଥିଲା “ହର ହର ମୋଦି, ଘର ଘର ମୋଦି” , ଯାହାର ହାଙ୍ଗ ଓଭର ଆଜି ପର୍ଯ୍ୟନ୍ତ ବି ରହିଛି |  | ଆଉ ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ଆରମ୍ଭ ହେଉଛି ଏକ କାର୍ଯ୍ୟକ୍ରମ |

  ବିଜୁ ଜନତା ଦଳର “ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ” ଅଭିଯାନକୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀରୁ ଦଳର ଆରମ୍ଭ କରିବ ବୋଲି କୁହାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଦିଗ ଉପରେ ଲୋକଙ୍କୁ ଅବଗତ କରାଇବା ପାଇଁ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ଥାଉ ଆରମ୍ଭ ହେଉଛି ” ଘରେ ଘରେ ଶଙ୍ଖ, ସବୁରି ହୃଦୟରେ ନବୀନ” | 

Leave A Reply

Your email address will not be published.