ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ରିଲିଫ ଓ ଆର୍ଥିକ ସାହାଯ୍ୟ ସମେତ ୮ ଦଫା ଦାବୀ :ବି.କେ.ଏମ.ୟୁ ଓ…

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ପ୍ରଯ୍ୟାପ୍ତ ରିଲିଫ ଓ ଆର୍ଥିକ ସହାୟତା ଯୋଗାଇଦେବା ସହିତ ୮ଦଫା ବିଭିନ୍ନ ଦାବୀ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଭାରତୀୟ କ୍ଷେତମଜଦୁର ୟୁନିୟନ ଏବଂ ସିପିଆଇ…

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ : ଦାୟୀତ୍ୱସମ୍ପନ୍ନ ହୋଇ ସ୍ୱଚ୍ଛତାର ସହ କାର୍ଯ୍ୟ…

PARALAKHEMUNDI/ BALAKRISHNA PANIGRAHI : ନିଜ କର୍ତ୍ତବ୍ୟ ଉପରେ ଦାୟିତ୍ୱ ବୋଧ ହୋଇ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନ କରିପାରିଲେ ହେଁ ଦୁର୍ନିତିମୂକ୍ତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି  ଆଜି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମଞ୍ଚାସୀନ…

ତିତଲୀ ପ୍ରଭାବିତ ଉପାନ୍ତ ଅଂଚଳରେ ଜିଲ୍ଲାପାଳ

  ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀ ଅନୁପମ ସାହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ନେଇ ରାୟଗଡ ବ୍ଲକର ଅତ୍ୟଧିକ ବାତ୍ୟା ପ୍ରଭାବିତ କେରାଣ୍ଡି ପଞ୍ଚାୟତରେ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରିଥିଲେ । ସେ ପ୍ରଥମେ କେରାଣ୍ଡି ଗ୍ରାମରେ ପହଞ୍ଚି…

ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର ୨୫୯ ରାସ୍ତାର ମରାମତି ସମ୍ପନ୍ନ

ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର ୨୫୯ ରାସ୍ତା ଜନସାଧାରଣଙ୍କ ପାଇଁ ମାତ୍ର ୧୫ ଦିନ ଭିତରେ ଯାତାୟତ କ୍ଷମ ହୋଇଛି । ତିତଲି ର ପ୍ରଭାବିତ ୯୧୩କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ଯାତାୟତ ପାଇଁ  ଉପଯୁକ୍ତ ହୋଇଛି । ରାୟଗଡା,…

ବୁଧାପାଲି ଗ୍ରାମରେ ନେହେରୁ ଯୁବକ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର 

ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ ଏସ୍ଡିପିଓ ଓ ଥାନାଧିକାରୀ  ବରଗଡ଼/ ଗୌରାଙ୍ଗ ଚରଣ ଦାଶ  :- ଗତ କିଛି ବର୍ଷ ହେଲା ପୋଲିସ ବିଭାଗ ଦ୍ଵାରା ପୋଲିସ ପ୍ରଶାସନ କୁ ଲୋକଙ୍କ ନିକଟତର କରାଇବା ପାଇଁ ଓ ଲୋକଙ୍କ ସହିତ ବନ୍ଧୁତା ପୁର୍ଣ ଅତ୍ମୀୟତା ସ୍ଥାପନ କରିବା ପାଇଁ ବିଭାଗ ଦ୍ଵାରା…

ଧର୍ମଶାଳାରେ ବିଧାୟକଙ୍କୁ ବିରୋଧ କରି ଜନସଂପର୍କ ଅଭିଯାନ

ଯାଜପୁର/ଜୟଶଙ୍କର ଦାଶ :  ଧର୍ମଶାଳା ବିଧାନସଭା କ୍ଷେତ୍ରରେ ପରିବାରବାଦ, ଭ୍ରଷ୍ଟାଚାର, ରାଜନୀତିର ବ୍ୟବସାୟୀକରଣ ଆଦି ପ୍ରସଙ୍ଗ ନେଇ ତେଜୁଥିବା ଅସନ୍ତୋଷ ଏବେ ବିସ୍ଫୋରକ ମୋଡ ନେଇଛି । ବିଧାୟକଙ୍କ ମନୋମୁଖୀ କାର୍ଯ୍ୟଧାରାକୁ ନେଇ ବିରୋଧ କରୁଥିବା ଗୋଷ୍ଠୀ  ଦୀର୍ଘଦିନ ହେବ ବିଜୁ ଯୁବ ଜନତା…

ଜୀବନ ହାରିଲେ ପ୍ରେମୀ ଯୁଗଳ

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା  : ଧରମବନ୍ଧା ଥାନା ଅନ୍ତର୍ଗତ ପାଓ୍ଵାତଲା ଗାଁ ବାହାର ଧାନକ୍ଷେତ ପାର୍ଶ୍ୱରେ  ଥିବା ଏକ ମହୁଲଗଛରେ ଶନିବାର-ରବିବାର ରାତିରେ ଦଉଡ଼ି ଦୁଇ ଜଣ ପ୍ରେମିକ ପ୍ରେମିକା ଆତ୍ମହତ୍ୟା କରିଛନ୍ତି। ପ୍ରେମିକ (୨୧ )ବର୍ଷିୟ ଶିବ ମାଝୀ ଓ ପ୍ରେମିକା (୧୮ )ବର୍ଷିୟ ରଶିଦା…

ଗୁଣପୁର ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

GUNUPUR/SIDHHARTHA DASH : ଗୁଣପୁର ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଶ୍ରି ନିତ୍ୟାନନ୍ଦ ସାହୁ ଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟଳୟ ର ଅନ୍ୟ ଶିକ୍ଷକ ଶ୍ରି ସୁରେନ୍ଦ୍ର…

ରଘୁନାଥଙ୍କ ପାଇଁ ଅଡୁଆ … ତ୍ରିନାଥଙ୍କ ପାଇଁ ବଡିଆ

ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ୨୦୧୯ ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ଜୋର ଧରୁଛି ବିଭିନ୍ନ ଦଳର ଟିକଟ ରାଜନୀତି। ଗୁଣୁପୁର ବିଜେଡି ରାଜନୀତି ରେ ଦଳ ଭିତରେ ଅନେକ ଦିନ ଧରି ବିଧାୟକ ପ୍ରାର୍ଥୀ କୁ ନେଇ ବିବାଦ ଜୋର୍ ଧରିଛି। ଏନେଇ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ବିଜେଡି ମୁଖ୍ୟ ଏନ ଭାସ୍କର…

ସହିଦଙ୍କ ସ୍ମୃତିରେ….

କଳିଙ୍ଗ ସମ୍ବାଦିକ ସଂଘ ପକ୍ଷରୁ  ଶୋକସଭା ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ଛତିଶଗଡର ଦାନ୍ତେୱାଡ଼ା ଠାରେ ନିହତ ହୋଇଥିବା ଦୂରଦର୍ଶନର ଯୁବ ସାମ୍ବାଦିକ ତଥା  କ୍ୟାମେରାମ୍ୟାନ ଏବଂ ଯବାନଙ୍କ  ଉଦ୍ଦେଶ୍ୟରେ ଏକ ଶୋକସଭା ରାୟଗଡା ଜିଲ୍ଲା ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ସନ୍ଧ୍ୟାରେ ଏକ ଶୋକସଭାର…