କୁକୁଡ଼ାବାହାଳୀ ପଞ୍ଚାୟତରେ ମଦ ଆନ୍ଦୋଳନ ତେଜିଲା : କାଙ୍କଣପଡ଼ାର ମହିଳା ଏସଏଚଜି  ଗୃୁପ ତାତିଲେ, ୨୫୪  ଟି ମଦ ପାଉଚ୍…

ରେଢ଼ାଖୋଲରୁ ଯଶୋବନ୍ତ ସାହୁ:  ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ସଂପୃକ୍ତ ମଦ କାରବାର ବୃଦ୍ଧି ପାଇଛି | ବେଆଇନ ମଦକୁ ନିୟନ୍ତ୍ରଣ ପାଇଁ  ବିଭନ୍ନ ସଂଗଠନ ପକ୍ଷରୁ ଦାବୀ ହେଇ ଆସୁଥିଲେ ହେଁ ଏହି କ୍ରମରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କାଙ୍କଣପଡ଼ା ଗ୍ରାମର 6 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ…

ନବୀନ ବାବୁଙ୍କ ଯୋଜନା ଦିଗହରା, ୟାଙ୍କୁ ଯଦି ଘର ନମିଳିଵ ତେବେ ମିଳିବ କାହାକୁ

 ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା ,ଖଇରା ପଂଚାୟତର ମୁଖ୍ୟାଳୟରେ ରହୁଥିବା ତେଜେସ୍ୱର୍ ଦୁରିଆ ପିତା ଭାରତ ଦୁରିଆ ରହୁଛନ୍ତି ଏକ ଜରାଜୀର୍ଣ୍ଣ ଘରେ |  ଘର ଟି ଭୁଶୁଡ଼ି ପଡ଼ିବା ଉପରେ । କିଛି ଭାଗ ଭୁଶୁଡ଼ି ପଡିବାରୁ ଅଳ୍ପକେ ବଂଚିଲେ ପରିବାର ବର୍ଗେ ।ଏବେ ଵି ସରକାରଙ୍କ ଇନ୍ଦିରା ଆବାସ ଯୋଜନାରେ…

. ସାତ ଜନମକୁ ସାଥି ହେବାର କଥା ଦେଇଥିବା ସ୍ୱାମୀ ସାଜିଲା ଚାଣ୍ଡାଳ

ରେଢ଼ାଖୋଲ/କୁଚିଣ୍ଡା :ହାତ ଧରି ସାଥି କରି ଆଣିଥିଲା | ସାତ ଜନ୍ମକୁ ସାଥି ହେବ ବୋଲି କଥା ଦେଇ ଗୋଟିଏ ଜନମ ବି ସାଥ ଦେଲାନି | ଶେଷରେ ସାଜିଲା ଚଣ୍ଡାଳ | ଅତି ଜଘନ୍ୟ ଭାବେ ହତ୍ୟା କଲା ନିଜ ପତ୍ନୀକୁ..., ଆଉ ପୁଣି ତାହା ତନ୍ତ୍ର ସାଧନା ପାଇଁ !!!! ଛି..ଏଭଳି ଲୋକଙ୍କୁ କେମିତି ବା ମଣିଷ ବୋଲି…

ଆଇଏସ ସ୍ତରରେ ଛୋଟ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି । ସିଏମ୍ଜିଆଇର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜୟ କୁମାରଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ! ସେହିପରି ଟିଡିସିସି ର  ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ଭଲ ଙ୍କୁ   ରାଜ୍ୟ ଉଠା…

ବିଜେପି ପକ୍ଷରୁ ରେଢ଼ାଖୋଲ ବ୍ଲକ ଅଫିସ ଘେରାଉ ଆନ୍ଦୋଳନ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକରେ ଆଜି ବିଜେପି ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଛି l ଚିଟଫଣ୍ଡ ମହାଦୁର୍ନୀତି ,ଖଣି ଦୁର୍ନୀତି, ଜଙ୍ଗଲ,ଡ଼ାଲି,ଚାରା ,ବିହନ,ସାର,ବାଲିଘାଟ,ପିସି,ଲାଞ୍ଚ,ଦୁର୍ନୀତି,ଭ୍ରଷ୍ଟଚାର,ଆଦି ଦୁର୍ନୀତି ରେ ଓଡ଼ିଆ ଲୋକ ନିଷ୍ପେସିତ,ସେହିପରି କୃଷି ରୁଣ…

  ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବ୍ଲକ ଘେରାଓ :  ରାଜ୍ୟପାଳଙ୍କୁ ୧୬ ଦଫା ଦାବୀ ପତ୍ର ପ୍ରଦାନ

ସୁବର୍ଣ୍ଣପୁର/PRAKASH HATI  : ଡୁଙ୍ଗୁରିପାଲି  ବିଜେପି ତରଫରୁ ନବୀନ ସରକାରର ବିରୁଦ୍ଧରେ ଆଜି  ବ୍ଲକ ଘେରାଉ କରି  ମହାମହିମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ୧୬ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି ।ଡୁଙ୍ଗୁରିପାଲି  ମଣ୍ଡଳ ସଭାପତି ହେମନ୍ତ ବିଶ୍ୱାଲଙ୍କ ନେତୃତ୍ୱରେ ଆଜି…

“କେନ୍ଦ୍ର ସରକାର କରିଛନ୍ତି ଓଡ଼ିଶା ଯୁବ ଶକ୍ତି ପ୍ରତି ପ୍ରତାରଣା ଓ ବିଶ୍ୱାସଘାତ”

ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ୫, ୬ ଏବଂ ୮ ତାରିଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ ଯୁବ-ଛାତ୍ର ଜନତା ଦଳ ଭୁବନେଶ୍ୱର : ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ ଏବଂ ବିଗତ ୧୮ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଓ ପ୍ରଗତି କ୍ଷେତ୍ରରେ ଅନେକ ଉନ୍ନୟନମୂଳକ…

ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ଓ କର୍ମୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଅନିସୁର ରହେମାନ୍‍, ଗଞ୍ଜାମ ଜିଲ୍ଲା ସଭାପତି ବାବୁ ଖାଁ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଏସ୍‍କେ. ତୁଫାନ୍‍, ନବରଙ୍ଗପୁର ଜିଲ୍ଲା ସଭାପତି ଅନୱର ଖାଁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ମହମ୍ମଦ ମୋଇନ୍‍, ବରିଷ୍ଠ କଂଗ୍ରେସ…