କୋମନା ରେ ଟଙ୍କା ଲୁଟ ଉଦ୍ୟମ,ଅଳ୍ପକେ ରକ୍ଷା ପାଇଲେ ବୃଦ୍ଧ

0

କୋମନା/ଭାଗିରଥି ଭୋଇ – କୋମନା ସହରରେ ଜଣେ ବୃଦ୍ଧ ଲୁଟରୁ ଅଲ୍ପକେ ବର୍ତି ଯାଇଛନ୍ତି । ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁ ୮୦ ହଜାର ଟଙ୍କା ଆଣୁଥିବା ବେଲେ ଏଭଳି ଘଟଣା ଘଟିଛି  । ସୂଚନା ଅନୁସାରେ କୋମନାର ଧୁରନ୍ଧର ନାଏକ  ଟଙ୍କା ଉଠାଇ ଆସୁଥିବା ବେଲେ ଦୁଇ ଜଣ ବାଇକ ଆରୋହୀ ଟଙ୍କା ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ବ୍ୟାଗ ଛିଣ୍ଡି ଯିବାରୁ ଟଙ୍କା ସବୁ ତଳେ ପଡି ଯାଇଥିଲା ଓ ଦୁର୍ବୁତମାନେ ଫେରାର ହୋଇଯାଇଥିଲେ । କୋମନା ପୋଳିସ ଘଟଣାର ତଦନ୍ତ କରୁଛି । 

 

Leave A Reply

Your email address will not be published.