ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ

0

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢ଼ାଖୋଲ ରେ ଏକ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ବିଧାୟକ ରୋହିତ ପୂଜାରୀ ଶିଳାନ୍ୟାସ କରିଛନ୍ତି l ସହରର ୭ନଂ ଓ୍ୱାର୍ଡ଼ ର ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏହାର ଶିଳାନ୍ୟାସ କରାଯାଇଛି l ତହସିଲଦାର ରୁବି ବେହେରା ପୂର୍ତ୍ତ ବିଭାଗ ନିର୍ବାହି ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ ସରକାରୀ ଯନ୍ତ୍ରୀ ବିରବର ବେହେରା ,ହିରାକୁଦ ଆଇଟିଆରର ଅଧ୍ୟକ୍ଷ ଧନଞ୍ଚୟ ଖୁରା,ଏନଏସି ଉପଧ୍ୟକ୍ଷ ସୁନିଲ କୁମାର ପ୍ରଧାନ କାଉନସିଲର ଆଦିତ୍ୟ ନାରାୟଣ ପ୍ରଧାନ ,ଅନାଦି ଚରଣ ସାହୁ ମଧ୍ୟ  ଏଥିରେ ଯୋଗ ଦେଇଥିଲେ l 

Leave A Reply

Your email address will not be published.