ବଲାଙ୍ଗିର ସହର ଧୁଲିମୟ ସହର

0

ବଲାଙ୍ଗିର  ବଲାଙ୍ଗିର ସହରରେ ରାସ୍ତାକାମ ଚାଲିଛି ବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି କିନ୍ତୁ ରାସ୍ତା କଡର ବାଲି ଉଠାଇବ କିଏ ଏଠାରେ ମୁନସି ପଲ୍ଟି ର କାମ ନା କଣ୍ଟ୍ରାକ୍ଟର ଙ୍କ କାମ ଲୋକେ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି ଆଗକୁ ସାଧାରଣ ନିର୍ବାଚନ ଆସୁଛି ବେସ ସକ୍ରିୟ ହେଇଗଲେଣି ନେତା ନଡିଆ ଭଙ୍ଗା ଭଙ୍ଗିରେ ଚାଲିଛି ରାଜନିତି ସ୍ୱଚ୍ଚ୍ଥ ପିରିବେଶ ବା ଧୁଲିମୟ ସହର ଉପରେ କାହାର ନଜର ନାହିଁ | ବଲାଙ୍ଗିର ସହରରେ ଧୁଲିଉଠାଣ ଗାଡିଥିବାବେଲେ ଗାଡିଅକ୍ଷମ ହୋଇ ପଡିରହିଛି କିନ୍ତୁ ଏଠାରେ ପ୍ରଶ୍ନବାଚି ସୃଷ୍ଟି ହୋଉଛି ଯେ କୋଟି କୋଟି ଟଙ୍କାର ଗାଡି କେତେ ଦିନ ବଲାଙ୍ଗିର ସହରରେ ଧୁଲି ଉଠାଣ କରିଛି ବୋଲି ଲୋକ ଲୋଚନରେ ଚର୍ଚ୍ଚା ଯୋର ଧରିଛି | ଏଠାରେ ଟେକ୍ନିସିଏନ ଓ ଡ୍ରାଇଭର ବସିକି ମଧ୍ୟ ଦରମା ପ୍ରାପ୍ତ କରୁଛନ୍ତି ଓ ଗାଡିର ତେଲ ମଧ୍ୟ ଉଠାଣ କରାଯାଉଛି | ବଲାଙ୍ଗିର ସହରରେ ଛୋଟ ଛୋଟ ଶିଶୁ ମାନଙ୍କୁ ଧୁଲି ଯୋଗୁଁ ଆଜମାରେ ଆକ୍ରାନ୍ତ ହେଉଛନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି ଆଗାମି ଦିନରେ ଦେଖିବାକୁ ଗଲେ ଧୁଲି ଉଠାଣ କେବେ କିରବେ ବୋଲି ଲୋକେ ଆଶାରେ ରହିଯାଇଛି | ଏ କାମ କାହାର ଠିକାଦାର ନା ମୁନ୍ସିପାଲଟିର | କଚେରୀ  ଛକର ରାସ୍ତା କେବ ଆଲୁଅ ହେବ ବୋଲି ଲୋକେ କହିଛନ୍ତି | ସାମାନ୍ୟ ତିନି ଚାରିଟା ଖୁଟା ଲଗାଇ ଦେଲେ ଆଲୁଅ ହୁଏ ନାହିଁ  ଇଲେକ୍ସନ ପୂର୍ବରୁ ଆଲୁଅ ଲାଗିପାରିବ କି ଏଠାରେ ଅନେକ ଲୋକ ଯାତାୟାତ ରେ ବାଧା ସୃଷ୍ଟି ହେଉଛି ଅନେକ ଦୁର୍ଘଟଣା ଘଟୁଛି ତାହାଉପରେ ଚିନ୍ତା କରିବେ କି ବୋଲି ବଲାଙ୍ଗିର ବାସିଙ୍କ ପାଇଁ ଚର୍ଚ୍ଚା ଯୋର ଧରିଛି |

Leave A Reply

Your email address will not be published.