ସୁନ୍ଦରଗଡ଼ରେ ପୁଣି ହାତୀ ଆତଙ୍କ 

0

ସୁନ୍ଦରଗଡରୁ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ରାଣୀବଗିଚା ଦେଇ ଆଜିସକଳୁ ସର୍ଗ ଦୁଆର ଏରିଆ ରେ ହାତୀକୁ ଦେଖିଲୋକମାନେ ଆତଙ୍କିତ ହୋଇ ପ୍ରବଳ ମାତ୍ରାରେ ଭୟ ଭିତ ହୋଇ ଯାଇଛନ୍ତି ,କିଛି ଦିନ ଆଗର ସେପରି ହାତୀ ପଲରୁ ଗୋଟେ ଦନ୍ତା ହାତୀ ସୁନ୍ଦରଗଡ଼ ଟାଉନ ପରିସରରେ ମିସନ ଚର୍ଚ୍ଚ ଭିତର ପଶି ଆସିଥିଲା ,ସେଇପରି ଆଜି ଭୋର ସକାଳୁ ପୁଣି ଏକ ଦନ୍ତା ହାତୀ ସୁନ୍ଦରଗଡ଼ ଟାଉନ ପରିସରେ ପଶିଛି ଯଦି ବନ ବିଭାଗର ଏଥି ପ୍ରତି ଗୁରୁତ୍ୱ ନ ଦେଲେ ଆଗକୁ ନାହିଁ ନ ଥିବା ହଇରାଣ ରଲୋକେ ଶିକାର ହେବେ ତେଣୁ ବେଳ ଥାଉ ଥାଉ ବନ ବିଭାଗ ଅଧିକାରୀ ଏଥିପ୍ରତି ଗୁରୁତର ଭାବେ ଧ୍ୟାନ ଦେବା ଜରୁରୀ ବୋଲି ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ମାନେ ଦାବି କରୁଛନ୍ତି |

Leave A Reply

Your email address will not be published.