Sign in
Sign in
Recover your password.
A password will be e-mailed to you.
ଦାୟିତ୍ବହୀନ ପ୍ରଶାସନ : ଫାଇଲ ତଳେ ବନ୍ଧା ଘୁ. ଉଦୟଗିରିର ବିକାଶ
ସିରିକି ଘାଇ ଏବଂ କାକଲବାକିରେ ଇକୋ ଟୁରିଜିମ ବିକାଶ ପ୍ରସ୍ତାବ ଗଲା ଚୁଳିକି
କନ୍ଧମାଳ/ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ ଉଦୟଗିରି ବ୍ଲକ ଯାହାକି ପ୍ରାକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ ଏଠିକାର ପାଣିପାଗ ମଧ୍ୟ ଦାର୍ଜିଲିଂ ପାଣିପାଗ ସହିତ ସମାନ ରହି ଥାଏ | ବାର ମାସ ମଧ୍ୟରେ ଆଠ…
ପିଲାଙ୍କ ମାଧ୍ୟମରେ ସଚେତନତାର ବାର୍ତ୍ତା
ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର କୁନି କୁନି ବିଦ୍ୟାର୍ଥୀ ଙ୍କୁ ନେଇ ପୌର ପରିଷଦ ର କର୍ଣ୍ଣଗୁଡା ଠାରେ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି ।
ଗ୍ରାମ ଙ୍କୁ ପଲିଥିନ ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ଏବଂ ପାଇଖାନା ବ୍ୟବହାର…
ଥାନା ଅଧିକାରୀ ଗୁଣପୁର ବାର୍ କାଉନସିଲ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଗତ ତା ୧୮ /୧୨/୨୦୧୮ ରିଖ ଦିନ ଗୁଣପୁର ବନ୍ଦ ଡାକରା ଦିଆଯାଇଥିଲା ।
ଏହି ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ବାସୀ , ବ୍ୟବସାୟୀ…
ତିର୍ତ୍ତୋଲରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଦଲାଲଙ୍କ ଦୌରାତ୍ମ୍ୟ
ଅର୍ଥ ନେଇ ନିର୍ମାଣଶ୍ରମିକଙ୍କୁ ଭୁଆଁ ବୁଲାଉଛନ୍ତି !
ସରଣୀ ଛକରେ ଦଲାଲ୍ ପସରାମେଲିଛନ୍ତି
ତିର୍ତ୍ତୋଲ -ପାରାଦୀପ /ରମେଶ ମହାନ୍ତି – ତିର୍ତ୍ତୋଲ ବ୍ଲକ ଅଂଚଳରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ କାର୍ଡ ପ୍ରଦାନରେ ଦଲାଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିର୍ମାଣ…
ବଦଳିବ ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ
ଭୁବନେଶ୍ୱର - କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ବଦଳି ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ କ୍ୟାନ୍ସର ହେବ । ଏ ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଗୋଲଡେନ ବାବାର ବିଜେଡି ଲିଙ୍କ୍ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ
ଛାତ୍ରନେତା - ପୋଳିସ୍ ଧସ୍ତାଧସ୍ତି , ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ୬ ଗିରଫ
ଭୁବନେଶ୍ୱର - ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ସହିତ ବିଜେଡ଼ିର ତୁଙ୍ଗ ନେତା, ମନ୍ତ୍ରୀ, ଭୁବନେଶ୍ୱର ମେୟରଙ୍କର ଭିତିରି ସଂପର୍କ ଏବଂ ସେମାନେ ଅପରାଧିଙ୍କୁ ଘଣ୍ଟ…
ଆୟକର ଫାଂକି ଅଭିଯୋଗ : ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଉପରେ ଆଇଟି ଚଢାଉ
ଭୁବନେଶ୍ୱର- ଖଣି ମାଲିକ ଦିପ୍ତୀରଂଜନ ପଟ୍ଟନାୟକଙ୍କ ଘର ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ନାମରେ ଆୟକର ଫାଙ୍କିବା ଅଭିଯୋଗରେ ଶୁକ୍ରବାର କମ୍ପାନୀର ବିଭିନ୍ନ ଠିକଣାରେ ଅ ।ୟକର ବିଭାଗ ଚଢ଼ଉ କରିଛି । ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା କାର୍ଯ୍ୟାଳୟ…
ଓଡଗାଁ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା :କୁନି କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ
ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର ): ଓଡଗାଁ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ନୃତ୍ୟ ସଙ୍ଗୀତ ଦର୍ଶକମାନଙ୍କୁ ଆମୋଦିତ କରିଥିଲା । ବିଭିନ୍ନ ପ୍ରକାରର ନୃତ୍ୟ ସଙ୍ଗୀତ ପରିବେଷଣ ସହିତ ରକଷ୍ଟାର ଡ୍ୟାନ୍ସ ଏକାଡେମୀ ଏବଂ ସରସ୍ୱତୀ ଡ୍ୟାନ୍ସଗୃପର ନୃତ୍ୟ ପ୍ରଦର୍ଶନ ଦର୍ଶକ…
ଗ୍ରାମୀଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରୟାଶ : ଉଦ୍ଘାଟିତ ହେଲା ସିଲେଇ ତାଲିମ କେନ୍ଦ୍ର
ଯୋଡା(ଚିତ୍ତ ରଞ୍ଜନ କର)
ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦେ୍ଧଶ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର େଓøଦ୍ୟଗିକ ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପିଏଲ ଫାଉଣ୍ଡେସନ ତରଫରୁ ଏକ ସିଲେଇ ତାଲିମକେନ୍ଦ୍ର ସ୍ଥାନୀୟ ଜନଜୀବିକା…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ତୃତୀୟ ଦିନର ଖେଳରେ ଜୋବ୍ରାସୋଲାର କଟକ ଓ ୟୁଥ କ୍ରିକେଟକ୍ଲବ ରାଉଲକେଲା…
ଶନିବାର ଦିନ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ସେଲ ରାଂଚି
ଏବଂ
ଦ୍ୱିତୀୟ ମ୍ୟାଚ ୟୁଥକ୍ରିକେଟକ୍ଳବ ରାଉଲକେଲା ଓ ଜିଭେନିଏଲ କଟକ ମଧ୍ୟରେ ଅନୁଷ୍ଠିତ ହେବ ।
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ…