ଦୁର୍ଘଟଣାଗ୍ରସ୍ତ ହେଲା ନାଟକ ଦଳ ଗାଡି 

0 1

 ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଗୋଳମୁଣ୍ଡା ବ୍ଲକ ଆମଗୁଡା ଭାଟି ଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୟପାଟଣା  ବଜାରପଡାରୁ   ପିଅଫ ଗାଡି ଯୋଗେ ନାଟକ ପରିବେଷଣ କରି ଫେରୁଥିବା ବେଳେ ଗୋଟେ  ଅଜଣା ବାଇକ ସହ ଧକ୍କା  ହେଇ ପିକଅଫ ଓଳଟି ଯାଇଥିଲା  ଗାଡି ରେ ୨୩ ଜଣ ଥିବା ବେଳେ 10 ଜଣ   ଆହତ ହେଇଛନ୍ତି | ବର୍ତ୍ତମାନ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି   ନାଟକ ପାର୍ଟି  ବଡ଼ଦୋହେଳ ଗ୍ରାମର  ବୋଲି ଜଣା ପଡ଼ିଛି  | ଘଟଣାସ୍ଥଳରେ ଦଶପୁର ପୋଲିସ ପହଞ୍ଚି ଦୁଇ ଗାଡି କୁ ଜବତ କରି ଥାନା କୁ ଆଣିଛନ୍ତି |

Leave A Reply

Your email address will not be published.