Sign in
Sign in
Recover your password.
A password will be e-mailed to you.
ଜଗନ୍ନାଥପୁର୍ ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟରକାରଙ୍କ ପ୍ରାୟୋଜିତ “ପିଠା” କାର୍ଯ୍ୟକ୍ରମ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର୍ ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟରକାର ଙ୍କ ପ୍ରାୟୋଜିତ "ପିଠା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଆଦିବାସୀ ବାଦ୍ୟ ସହ, ଜିଲ୍ଲା କିନ୍ନର ମହା ସଂଘ ର ସମ୍ପାଦିକା ପିଙ୍କି ମହାପାତ୍ର ଙ୍କ…
ଖଣି ଅଂଚଳରେ ଜଳ ବିଭାଜିକା ଯୋଜନାରେ ବ୍ୟାପକ ଘୋଟଲା
ସୁକିନ୍ଦା / ସନାତନ ମହନ୍ତ : ସୁକିନ୍ଦା ବ୍ଲକ ର କାଙ୍କଡ଼ ପାଳ, ରଂlସୋଳ, କାଳିଆପାଣି, କଂସ ଏବଂ ଚିଙ୍ଗୁଡ଼ିପାଳ ପଂଚାୟତରେ ଜଳ ବିଭାଜିକା ଯୋଜନାରେ ବହୁତ ଗୁଡିଏ ଜଳ ପ୍ରକଳ୍ପ ଏବଂ ପୋଖରୀ ଖୋଳା ଚାଲିଛି l ତେବେ ଏଠାକାର ସ୍ଥାନୀୟ ବାସିନ୍ଦା ଏବଂ ସରକାର ଙ୍କର ଜଳ ବିଭାଜିକା ଯୋଜନାରେ ନିଯୁକ୍ତ…
ବ୍ୟାସସେବା ଯୁବକ ସଙ୍ଘ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ବ୍ୟାସନଗର/ ଜୟଶଙ୍କର ଦାଶ : ବ୍ୟାସନଗର ବ୍ୟାସସେବା ଯୁବକ ସଙ୍ଘ ପକ୍ଷରୁ ଆଜି ସ୍ଥାନୀୟ ଭଟିଆ ଗୋଷ୍ଟି ଉନ୍ନୟନ କେନ୍ଦ୍ର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରରେ ୩୦ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। ଉକ୍ତ ରକ୍ତ ଦାନ ଶିବିର କୁ…
ପାନୀୟ ଜଳ ଯୋଗାଣ ଓ ଡ଼ାକ୍ତର ନିଯୁକ୍ତି ଦାବିରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଦେଲା ଦାବିପତ୍ର, ତ୍ୱରିତ ପଦକ୍ଷେପ ନହେଲେ ଆନ୍ଦୋଳନ ଚେତାବନୀ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାରେ ଜଣେ ମେଡ଼ିସିନ ସ୍ପେସାଲିଷ୍ଟ ଓ ଖାଲିଥିବା ଅନାନ୍ୟ ଡ଼ାକ୍ତର ପଦବୀ ପୂରଣ ,୨୪ ଘଣ୍ଟିଆ ନିରାମୟ…
NIT Rourkela organizes a Short Term Course on ‘New Technology Applications in Road Pavements’
Rourkela: The Department of Civil Engineering of National Institute of Technology (NIT) Rourkela Organized a Short Term Course on ‘New Technology Applications in Road Pavements’ supported by TEQIP-III from 12 January to 16 January.…
ବଲାଙ୍ଗିର ବିୟୁଟି ଆସୋସିଏସନ ପକ୍ଷରୁ ମିସ୍ ଓଡ଼ିଶା ପ୍ରତିଯୋଗିତା ବିଜୟିନୀମାନଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିର(ନିରୋଳ ମିଶ୍ର): ମାତୃ ଶକ୍ତି ହେଲେ ଶ୍ରେଷ୍ଠ ଶକ୍ତି । ସେମାନେ ପରିବାର ଚଳାଇବା ସହ ନିଜକୁ ଆତ୍ମନିର୍ଭରଶୀଳ କରିବା ଏକ ବଡ ସୁଯୋଗ । ବଲାଙ୍ଗିର ବିୟୁଟି ଆସୋସିଏସନ ପକ୍ଷରୁ ସ୍ଥାନୀୟ ସମ୍ବାଦିକ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏହି ବକ୍ତବ୍ୟ ରଖିଛନ୍ତି ମୁଖ୍ୟଅତିଥି ଲଲିତ…
ବଡପଦା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ନୂଆଗଡ ବ୍ଲକର ୩୬ଗୋଟି ପଞ୍ଚାୟତରେ ଦ୍ୱିତୀୟ ପର୍ଯ୍ୟାୟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ମିଶନ ଶକ୍ତି ମାନଙ୍କୁ ୧୫ ହଜାର ଟଙ୍କା, ଅଙ୍ଗନଵାଡି କର୍ମୀ ମାନଙ୍କୁ ଯେତେ ନୁଆଗ୍ରୁପ କରିବେ ପ୍ରତି ଗ୍ରୁପ ପାଇଁ ୫୦୦ ଟଙ୍କା ଓ ଅଙ୍ଗନଵାଡି…
ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ : ଜଳର ସୁପରିଚାଳନା ଓ ସୁବିନିଯୋଗ ଉପରେ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଉଠା ଜଳ ସେଚନ ବିଭାଜନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଭାଜନ କାର୍ଯ୍ୟାଳର ଗୋଷ୍ଠୀ ସମ୍ମିଳନୀ କକ୍ଷ ଠାରେ ବିଭାଜନ ତଥା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।…
ଗ୍ରାମବିକାଶ ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ: ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ଗୁଡିକରେ ମୌଳିକ ସୁବିଧା ସମେତ ଜୀବନ ଜୀବିକା ପାଇଁ ଆବଶ୍ୟକ ସହାୟତା ଓ ସ୍ୱଚ୍ଛ ପରିମଳ ପରିବେଶ ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମ ବିକାଶର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି…
କନ୍ଧମାଳର ପର୍ଯ୍ୟଟନ ସମ୍ପଦକୁ ଅଣଦେଖା : ପର୍ଯ୍ୟଟନ ସ୍ଥଳ ଭାବରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ…
ଘୁ.ଉଦୟଗିରି - କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଅବସ୍ଥିତ । ଗଞ୍ଜାମ ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ଯିବାପାଇଁ ହେଲେ ୨୧୭ ରାଜପଥରେ ଅତି ସୁନ୍ଦର କଳିଙ୍ଗା ଘାଟିର ମନୋରମ ପ୍ରାକୃତିକ ପରିବେଶ ଦେଇ ଯିବାକୁ ପଡିଥାଏ । କଳିଙ୍ଗା ଘାଟିର…