ଗୋସେବାକୁ ଜୀବନର ମୁଳମନ୍ତ୍ର କରିଛନ୍ତି  ଅଶୋକ ।

ପଦ୍ମପୁର/ଝାରବନ୍ଧ (ନିଲ ଦୀପ/ଗୌରାଙ୍ଗ ଦାସ)-ଆଜିର ସମାଜରେ ବୃଦ୍ଧ ଗାଇ ଗୋରୁ  ଏବଂ ଦେଶି ପ୍ରଜାତିର ଗାଇଗୋରୁକୁ ଲୋକେ ଅଦରକାରୀ ମନେ କରୁଛନ୍ତି ଏବଂ ସେମାନଙ୍କୁ ଘରୁ ବାହାର କରିଦେଉଛନ୍ତି ଓ ଅନ୍ୟ କିଛି ବ୍ୟକ୍ତି ଏହାର ସୁଯୋଗ ନେଇ  ପଇସା ଲୋଭରେ କଂସେଇକୁ ଉକ୍ତ ଗାଇଗୋରୁ ବିକ୍ରି କରୁଛନ୍ତି…

ଡବଲ ମର୍ଡର ଘଟଣା ଘଟାଇ ହତ୍ୟାକାରୀର ଆତ୍ମସମର୍ପଣ

  Baripada/ Dillip Mohanty : ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ମଧୁପୁର ଗ୍ରାମରେ ଡବଲ ମର୍ଡର ! ଡାହାଣୀ ସନ୍ଦେହରେ ହତ୍ୟା ! ହତ୍ୟାକାରୀ  ଶ୍ୟାମ ବାସକେ ଜାମଦା ଥାନାରେ ଆତ୍ମସମର୍ପଣ !ମଧୁପୁର ଗ୍ରାମର ଶ୍ୟାମ ବାସକେ ଗୁଣି ଗାରେଡି କରି ତାଙ୍କ ସ୍ତ୍ରୀ ର ପାଞ୍ଚ ଥର ଗର୍ଭ ନଷ୍ଟ କରିବା…

ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଅକାଳ ବିୟୋଗରେ ପ୍ରେସ ୟୁନିୟନ ମର୍ମାହତ

ରାୟଗଡରୁ ସରୋଜ କୁମାର ସାହୁ :  ରାୟଗଡର ସମୟ ଖବର କାଗଜର ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କର ୪୬ ବର୍ଷ ବୟସରେ ଗତ ଶନିବାର ୨୨/୦୯/୨୦୧୮ ରାତ୍ର ୧୨ ଘଣ୍ଟା ସମୟରେ ରାୟଗଡ ଡ଼ାକ୍ତରଖାନା ରେ ପରଲୋକ ଘଟିଛି। ସେ ବିଗତ କିଛି ଦିନ ହେଲା ଦେହ ଅସୁସ୍ଥ ଯୋଗୁଁ ଭୁବନେଶ୍ୱର ଠାରେ ଥିବା ଏମ୍ସ…

ରାୟଗଡ ଜିଲ୍ଲା ବିକାଶ ପରିଷଦର ଧାରଣା ପ୍ରେସ ୟୁନିୟନ ରାୟଗଡର ସମର୍ଥନ

ରାୟଗଡରୁ ସରୋଜ କୁମାର ସାହୁ :  ଜିଲ୍ଲା ବିକାଶ ପରିଷଦ ଗତ ତା. ୧୭/୦୯/୨୦୧୮ ରିଖ ଠାରୁ ଆଜି ପର୍ଯ୍ୟନ୍ତ ଷଷ୍ଠ ଦିନରେ ପହଂଚିଛି। ଜିଲ୍ଲା ଆବାହକ ପ୍ରଦୀପ କୁମାର ଦାଶ କହିଛନ୍ତି ଯେ, ରାୟଗଡ ଜିଲ୍ଲା ଭଳି ଏକ ଉପାନ୍ତ ଜିଲ୍ଲାରେ କେନ୍ଦ୍ର ସରକାର ଓ ଓଡିଶା ସରକାର ମିଳିତ ଭାବରେ ଜିଲ୍ଲା ଅଦାଲତ…

ଧର୍ମଶାଳାର ବିଧାୟକଙ୍କ ଛାତ୍ର ସଭା ନେଇ ବଢୁଛି ପ୍ରତିକ୍ରିୟା

ଯାଜପୁରରୋଡ୍ (ବ୍ୟୁରୋ  ଚିଫ୍, ଜୟଶଙ୍କର ଦାଶ):   ଅନ୍ୟାୟ ବିରୋଧରେ ଛାତ୍ର ସମାଜ ସର୍ବଦା ନିଜର ,ନିଷ୍ଠା  ଓ ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶନ କରିଛି ।  ନିର୍ଭିକତା, ନିସ୍ୱାର୍ଥପରତା ଆଚରଣ ହିଁ ଛାତ୍ର ସମାଜକୁ ଆନ୍ଦୋଳନର ନିଆଁକୁ ଡେଇଁବାର ପ୍ରେରଣା ଦେଇ ଆସିଛି । ସମାଜରେ ଯେତେ ସବୁ…

ମୋଦିଙ୍କୁ ପାଲଟା ଜବାବ ଦେଲେ ନବୀନ 

"ସ୍କିଲ୍‍ ଇଣ୍ଡିଆ ଓ ଉଜ୍ଜ୍ୱଳା ସ୍କାମ୍‍ କଥା ପ୍ରଧାନମନ୍ତ୍ରୀ  ଭୁଲିଗଲେଣି କି ?" ପ୍ରଥମେ ପ୍ରଧାନମନ୍ତ୍ରୀ ତେଲ ଦରବୃଦ୍ଧି ରୋକନ୍ତୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆୟୁଷ୍ମାନ ଯୋଜନା ଠାରୁ ଢେର ଭଲ ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଧିଷ୍ଟ…

ମେକ ଇନ ଓଡିଶା ଚାଲିଛି, ହେଲେ ଓଡ଼ିଶାରେ ପୁଞ୍ଜିନିବେଶ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କ ନିକଟରେ ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପପ୍ରତିଷ୍ଠା  ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ  ହେଉଛି । କାର୍ଯ୍ୟକ୍ରମରେ ନିବେଶକାରୀଙ୍କୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଅଥଚ ଏ ସଂକ୍ରାନ୍ତରେ ତଥ୍ୟ ରାଜ୍ୟ…

ଜୀବନ ବୀମା ଅଭିକର୍ତ୍ତା  ବଲାଙ୍ଗିର ଶାଖାର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ ଭଗବତୀ ମଣ୍ଡପରେ ଜୀବନ ବୀମା ଅଭିକର୍ତ୍ତାଙ୍କର ବଲାଙ୍ଗିର ଶାଖା ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ସମ୍ବଲପୁର ଡିଭିଜିନାଲ କାଉନସିଲ (ଲିଆଫି) ଅଧିନରେ ଥିବା ଏହି ବଲାଙ୍ଗିର ଶାଖାର ପାଟଣାଗଡ, ସୋନପୁର, ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର ଅଞ୍ଚଳରେ ଥିବା…

ଓଡ଼ିଶା ସରକାରଙ୍କୁ ଦୋହଲାଇଦେଲା ମୋଦି ସୁନାମୀ

ନବୀନ ସରକାରଙ୍କ ବିରୋଧରେ ମୋଦି ମାରିଲେ ଅଭିଯୋଗ ବାଣ ଫୁଲ ଜୋଶରେ ବିଜେପି କରମୀ ଓ ନେତା   ଝାରସୁଗୁଡା/ତାଳଚେର : ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ଏ ସରକାର ପଛୁଆ। ଏ ଦୁର୍ବଳ ଦୁନୀତିଗ୍ରସ୍ତ ଆଉ ପଛୁଆ ସରକାରକୁ ଦିଲ୍ଲୀରୁ ଉଠାଇବାକୁ ପଡ଼ୁଛି।  ଏ ସରକାର ଚାହୁଁନି ଏଇ ରାଜ୍ୟରେ ବିକାଶ ହେଉ…

୭ ଦଫା ଦାବି ପୂରଣ ନିମନ୍ତେ ଜେଏମଏମର ୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୋରଡ଼ା ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡ଼ାକ୍ତର ସହିତ ଷ୍ଟାଫ ନାହାନ୍ତି, ନିରାମୟ ଯୋଜନା ଓ ଜନ ଔଷଧୀ କେନ୍ଦ୍ରରେ ଡ଼ାକ୍ତରମାନଙ୍କ ପ୍ରେସକ୍ରିପସନ ଅନୁସାରେ ଔଷଧ ମିଳୁ ନାହିଁ । ଫଳରେ…