କରଙ୍ଗମାଲ ସେବା ସମବାୟ ସମିତିରେ ବୋର୍ଡ଼ ବୈଠକ

0

 ନୂଆପଡା/ବୋଡେନ (ଶୁଭେନ୍ଦୁ ପଣ୍ଡା ) ,ଚାଷୀଙ୍କ ହିତ ନିମନ୍ତେ କରଙ୍ଗମାଲ ସେବା ସମବାୟ ସମିତିରେ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ସଭାପତି ଶ୍ରୀମତୀ ବିଲାଶା ମେହେର, ସମ୍ପାଦକ ଘେନୁରାମ ବାଗ, ବୋର୍ଡ଼ ସଭ୍ୟ ଜନ୍ମେଜୟ ସିଂ ଦେଓ, ସୁଶୀଲ କାଣ୍ଡ, ଚତୁର୍ଭୁଜ ନିଆଲ, ବଳରାମ ମାଝୀ ଆଦି ଉପସ୍ଥିତ ଥିଲେ। ରବି ଋଣ ଆଦାୟ, ଠିକ ସମୟରେ କେମିତି ଧାନ ବିହନ, ଖତ ସାରା ସମିତି କୁ ଆସିପାରିବ ଏବଂ ଠିକ ସମୟରେ ଚାଷୀମାନଙ୍କୁ ଋଣ ଯୋଗାଇ ଦିଆଯିବ ସେହି ବିଷୟରେ ଆଲୋଚନା କରିଥିଲେ।

 

Leave A Reply

Your email address will not be published.