ଖଡ଼ିଆଳ ରେ ଶବବେବଛେଦ ଗୃହ ନାହିଁ           

0

        ନୂଆପଡାଜିଲ୍ଲା /ଖଡ଼ିଆଳ NAC/କ୍ଷୀରସିନ୍ଧୁ ସଗରିଆ  : ନୂଆପଡା ଜିଲ୍ଲା ର ମୁଖ୍ୟ ସହର ହେଉଛି ଖଡ଼ିଆଳ  ହେଲେ ରାଜବଡା ଶାସନ ନ କାଳ ରୁ ଖଡ଼ିଆଳ ଅଞ୍ଚଳଲୋକ ଙ୍କୁ ଯଦି ପ୍ରାକୃତି ବିପରଯ୍ୟ ରେ ଯଦି କୌଣସି ଲୋକ ଙ୍କର ମୃତ୍ୟୁ କିମ୍ବା ମାଡପିଟ ରେ ମୃତ୍ୟୁ ଘଟେ ତେବେ ସେହି ମୃତ୍ୟୁ ବ୍ୟକ୍ତି ଙ୍କ ଶରୀର କୁ ବ୍ୟବଛେଦ କରିବା ପାଇଁ ରାଜା ଏଟି ହାଇସ୍କୁଲ ର ପଛପଟ ବ୍ୟବଛେଦ କରା ଯାଉଥିଲା ହେଲେ ଜମୀ ମାଲିକ ଝଗଡା କରି ମନା କରି ଦେବାରୁ ବର୍ତ୍ତମାନ ଶବବ୍ୟବଛେଦ  ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେବା କୁ ପଡୁଛି  ଯାହାକି ଖଡ଼ିଆଳ ଥାନା ବିତରେ କରା ଯାଉଛି  ଲୋକେ ଠିକ ମାନେ କରୁନାହାନ୍ତି ଏଣୁ  ଯଥା ଶୀଘ୍ର ଗୋଟିଏ ନୂତନ ଶବ ବ୍ୟବଛେଦ ଗୃହ ଯୋଗାଇ ଦେବା କୁ ପ୍ରଶାସନିକଟରେ ଦାବି କରା ଯାଉଛି| 

Leave A Reply

Your email address will not be published.