ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି On May 23, 2019 12 Share ନୂଆଦିଲ୍ଲୀ : ଲଗାତାର ପଞ୍ଚମ ଥର ସରକାର ଗଢିବାକୁ ଯାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆଗାମୀ ଶାସନକାଳ ପାଇଁ ନବୀନ ପଟ୍ଟନାୟକଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ | 12 Share FacebookTwitterGoogle+ReddItWhatsAppPinterestEmail