Sign in
Sign in
Recover your password.
A password will be e-mailed to you.
KOI HEI???? Is anybody there to save this child !!!!!
Bargad(Gouranga Dash) : 8 year old girl Priyanka Sahu is suffering from cancer in right eye. She is the only daughter of Dhabaleswar Sahu & Kanchani Sahu of Baidpali , a remote village in Gaisilet block of Bargarh district in Odisha.…
୧୫ରୁ ” କମଳ ଦେଶ ରାଜକୁମାର”
ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମଦିନ ଉପଲକ୍ଷେ ପ୍ରଫୁଲ୍ଲ କର ଫାଉଣ୍ଡେସନ ପକ୍ଷରୁ ସବୁ ବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ " କମଳ ଦେଶ ରାଜକୁମାର" | ଭୁବବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ଫେବୃଆରୀ ୧୫/୧୬ ଦୁଇଦିନ ଧରି…
ସି.ଆର.ପି.ଏଫ ର ଜୋରଦାର କମ୍ବିଂ : ପୁଣି ଏକ ମାଓ କ୍ୟାମ୍ପ ଧ୍ୱଂସ ବିପୁଳ ମାଓ ସାମଗ୍ରୀ ଜବତ
ନୂଆପଡ଼ା(ଅମିତ କୁମାର ପୁରୋହିତ) ଜିଲ୍ଲା ସଦର ମହକୁମା ଠାରୁ ୨୦ କି.ମି ଦୂରରେ ଧରମବନ୍ଧା ଥାନା ଅନ୍ତର୍ଗତ ଓଡିଶା-ଛତିଶଗଡ ସୀମାନ୍ତବର୍ତୀ -ବାଞିପାଣି-ପଣ୍ଡରୀପାଣି ଓ ସନ୍ତୋଷ ପଡା ନିକଟସ୍ଥ ଜଙ୍ଗଲରେ ଏକ ମାଓକ୍ୟାମ୍ପ ଠାବ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି…
ମୋ ସ୍କୁଲ ଅଭିଯାନ ତରଫରୁ ନାଚ, ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା/ସିନାପାଲି (ନିରାକାର ମେହେର )-ଗୋଟିଏ ଶିକ୍ଷାଅନୁଷ୍ଠାନ ରେ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ମାନଙ୍କ ମଧ୍ୟରେ ପାଠ୍ୟ ଦାନ ର ଆଦାନ ପ୍ରଦାନ ର ଭାବ ବିନିମୟ ସୃଷ୍ଟି ହେଲେ ଶିକ୍ଷା ର ବିକାଶ ଘଟି ଥାଏ |ଏଭଳି ଏକ ମଞ୍ଚ ଯେଉଁ ଠାରେ ପୁରୁଣା ଛାତ୍ର ଛାତ୍ରୀ, ଅଭିଭାବକ ଶିକ୍ଷକ, ଶିକ୍ଷା…
ପଟ୍ଟାମୁଣ୍ଡାଇବାସୀ ପାଇବେ ଉତ୍ତମ ସ୍ୱାସ୍ଥ୍ୟସେବା : ସ୍ୱାସ୍ଥ୍ୟମନ୍ତ୍ରୀ
୬ କୋଟି ଟଙ୍କା ବ୍ୟୟରେ ହସ୍ପିଟାଲ ସୌଧ ଉଦ୍ଘାଟିତ
ପଟ୍ଟାମୁଣ୍ଡାଇ - କେନ୍ଦ୍ରାପଡା ଜିଲ୍ଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୁମୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲଲାର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାରୁ ରାଜନଗର, ପଟ୍ଟାମୁଣ୍ଡାଇ, ଆଳି ଓ…
ସୁନିଲ ରାୟ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା, ସଂଜୀବ ପଣ୍ଡାଙ୍କୁ ଆଇନ ଶୃଙ୍ଖଳା
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଗୁଇନ୍ଦା ବିଭାର ନିର୍ଦ୍ଦେଶକ ଦାୟିତ୍ୱରେ…
କଣ ଚାଲିଛି ଏସବୁ,କାହାକୁ ଦାୟୀ କରିବା !!
ନାବାଳିକା ଛାତ୍ରୀକୁ ନାବାଳକ ଛାତ୍ରର ଦୁଷ୍କର୍ମ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧ୍ୟୟନଓ ବିଦ୍ୟାଭ୍ୟାସ ମାଧ୍ୟମରେ ଜ୍ଞାନ ଅର୍ଜନ କରିବା ଛାତ୍ରୀଜୀବନର ପ୍ରଧାନ ଲକ୍ଷ୍ୟ ହୋଇଥାଏ । ଏହି ଅଧ୍ୟୟନ ଓ ବିଦ୍ୟାଭ୍ୟାସ ଶୃଙ୍ଖଳାର ସୁଦୃଢ଼ ଭିତ୍ତି ଉପରେ ଦଣ୍ଡାୟମାନ ହେବା ଆବଶ୍ୟକ ।…
ବାରିପଦା ପୌରପରିଷଦ କାଉନସିଲ କାର୍ଯ୍ୟକାଳ ପୂରିଲା
ଶେଷ ଦିନରେ ୭ଟି ପ୍ରକଳ୍ପ ଶିଳାନ୍ୟାସ ଓ ୩ ପ୍ରକଳ୍ପ ଉଦଘାଟିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ବବିତା ଦାସ ୨୦୧୪ ଫେବୃଆରୀ ୧୩ରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଓ ଆଜି ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ପୌରପରିଷଦର କାଉନସିଲ…
ମୁଖ୍ୟମନ୍ତ୍ରୀଙ୍କୁ କୋରାପୁଟବାସୀ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର(ମାନସୀ ମିଶ୍ର): କୋରାପୁଟ ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବାରୁ ଏଥିରେ ସନ୍ତୋଷ ପ୍ରକାଶ କରି ଜିଲ୍ଲାର ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ସାଧାରଣ ନାଗରିକ, କୃଷକ ମଙ୍ଗଳବାର ଭୁବନେଶ୍ୱର ଆସି ନବୀନ ନିବାସ…
ଅଗ୍ନିସମ ସେବା କେନ୍ଦ୍ର ତରଫରୁ ଟାଉନ ହାଇସ୍କୁଲରେ କୌଶଳ ପ୍ରଦର୍ଶନ ।
ପଦ୍ମପୁରରୁ ନୀଳ ଦୀପ : ପଦ୍ମପୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲାଗିଥିଲା ସ୍ଥାନରୁ କିପରି ସୁରକ୍ଷିତ ଭାବରେ ଖସିବା, ତରଲ କଠିନ ଓ ଗ୍ୟାସୀୟ ପଦାର୍ଥରେ ନିଆଁ ଲାଗିଲେ କିପରି ନିଆଁ ଲିଭାଇବା ତାର ଏକ ପ୍ରସିକ୍ଷଣ ତଥା…