Sign in
Sign in
Recover your password.
A password will be e-mailed to you.
ଥଇଥାନ ହୋଇପାରି ନାହାନ୍ତି ବିସ୍ଥାପିତ : ୧୩ ରୁ ଲୋୟର ଇନ୍ଦ୍ର ବିସ୍ତାପିତଙ୍କ ଧାରଣା
କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା ର କୋମନା-ଖଡିଆଳ ମଧ୍ୟ ଭାଗରେ ନିର୍ମାଣଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତ ବର୍ତ୍ତମାନ ପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି l ଯାହା ଫଳରେ ସେମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି । କୋର୍ଟର ନିର୍ଦ୍ଦେଶ ସତ୍ତ୍ଵେ ପ୍ରକଳ୍ପ…
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ନିର୍ଭର ପ୍ରତିଶ୍ରୁତି ପରେ ….
ପଦ୍ମପୁର ଜିଲ୍ଲା ଦାବୀ ପାଇଁ କ୍ରିୟାନୁଷ୍ଠାନ କମିଟିର ବୈଠକ,ଗଣଧାରଣା ସ୍ଥଗିତ
ବୁଧବାର ରୁ ସ୍ୱାବାଭିକ ଭାବେ ଚାଲିବ ସରକାରୀ କାର୍ଯ୍ୟାଳୟ ।
ପଦ୍ମପୁର/ନିଳ ଦୀପ-ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବୀ ନେଇ ଚାଲିଥିବା କାର୍ଯ୍ୟାଳୟ ବନ୍ଧ ଓ ଗଣଧାରଣା ସ୍ଥଗିତ ରଖାଯିବାକୁ ମଙ୍ଗଲବାର…
ସାବାସ ବିଜୁ ଯୁବ ବାହିନୀ,ଲୋକଙ୍କ ମନ କିଣି ନେଲେ
ସମ୍ପର୍କୀୟ ଆଡ ଆଖିରେ ଚାହିଁଲେନି : ମୃତ କୁଷ୍ଠ ରୋଗୀଙ୍କୁ କାନ୍ଧ ଦେଲେ, ସସମ୍ମାନ ସତ୍କାର ବି କଲେ
ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର)
କୁଷ୍ଠ ରୋଗରେ ଶିକାର ହୋଇ ଗାଁରୁ ବାସନ୍ଦ ହୋଇଥିବା ଭୁକଲ ଉରମାଲଙ୍କ ମୃତ୍ୟୁ ପରେ ଶବସତ୍କାର ପାଇଁ ଆସିଲେ ନାହିଁ ଗାଁର ଲୋକେ | ସମ୍ପର୍କୀୟ…
ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ
ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର : ଆଜି ସ୍ଥାନୀୟ ଲଷ୍ମୀନାରାୟଣ ମହାବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଡ଼ ଚିତ୍ତବ୍ରତ ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର…
ଟ୍ରକ ଓ ବାଇକ ମୁହାଁ ମୁହିଁ,ଜଣକ ମୃତ୍ୟୁ !
ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଝାରସୁଗୁଡା ଜିଲ୍ଳା କୋଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଠାରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ବାଇକ ଆରୋହି ର ମୃତ୍ୟୁ ବରଣ ହୋଇଛି।ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ର ନାମ ସନ୍ତୋଷ କେଉଁଟ(୨୫) ସେ ଝାରସୁଗୁଡା ଜିଲ୍ଲା…
ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ ୩ ଟ୍ରାକଟର ବାଲି ଜବତ
ଝାରସୁଗୁଡା/Bikram Mahapatra :କୋଲାବିରା ବ୍ଲକ ଭେଡେନ ନଦୀ ରୁ ଚୋରା ରେ ବାଲି ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗ ହାତରେ ଧରା ପଡିଛି। od15f 0189ସହ ଅନ୍ୟ 2ଦୁଇଟି ନମ୍ବର ବିହୀନ ଟ୍ରାକଟର ରେ ମାତ୍ରା ଧିକ ବାଲି ବୋଝେଇ ହୋଇ ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗ ହାତରେ ଧରା ପଡିଛି।…
ମେକ୍ ମାଇଁ ବିୟୁଟିର ନୂତନ ଆଉଟ୍ଲେଟ୍ ଉଦ୍ଘାଟିତ
ଭୁବନେଶ୍ୱର: ମେକ୍ ମାଇଁ ବିୟୁଟିର ନୂତନ ଆଉଟ୍ଲେଟ୍ ସୋରୂମ ସାମନ୍ତରାପୁର ଛକଠାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ୍ ଅଏଲର ଇଡି ପିସି ଚୌବେ, ସମ୍ମାନୀୟ ଅତିଥି ଭାବେ ଉମେଶ ଚନ୍ଦ୍ର ଜେନା ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏଠାରେ ଅତ୍ୟାଧୁନିକ ଉପାୟରେ ଉଭୟ ପୁରୁଷ ଓ…
ବାହାଘର ପାଇଁ ଡାକି ଆସିଥିଲେ, ବନ୍ଧା ହୋଇଗଲେ
ଅବକାରୀ ବିଭାଗର ବିଚିତ୍ର ନୀତି: ପାଣିକୁ ପଶିଥିବା କୁଚିଆକୁ ମାଫ, ରୋହୀ ଭକୁରଙ୍କୁ ଛାଡି ଦଣ୍ଡି କେରାଣ୍ଡି ଉପରେ ମାଡ
ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକ ଅଞ୍ଚଳରେ ବର୍ତ୍ତମାନ ଅହେତୁକ ଭାବେ ବେଆଇନ ମଦ ଓ ବିଭିନ୍ନ ନିଶା କାରବାର ବୃଦ୍ଧିପାଇବାରେ ଲାଗିଛି । ଫଳରେ ସଟ୍ଟା,ଜୁଆଠୁ…
ରତନପୁରରେ ପାନୀୟଜଳ ସମସ୍ୟା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫେରାଦହେଲେ ଆମ ଆଦମୀ କର୍ମକର୍ତ୍ତା
ଦେଓଗାଁ :ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକ ଗାଇବାହାଲ ପଞ୍ଚାୟତରେ ଆଜକୁ ଦୀର୍ଘବର୍ଷହେଲା ପାନୀୟଜଳ ଯୋଗାଣ ପ୍ରକଳ୍ପ ଥିଲେ ସୁଦ୍ଧା ଲୋକଙ୍କ କୈାଣସୀ କାମରେ ଆସୁନାହିଁ । ପାଇପ ଗୁଡିକ ଅନେକ ସ୍ଥାନରେ ଫାଟିଯାଇଥିବା ବେଳେ ବିଭାଗୀୟ ଅପାରଗତା ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନଥିବା ଗ୍ରାମବାସୀ…
ଚିଠି ପାଇଁ ଚିଠି ଦେବେ ! ଇତି………….
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଳାର ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଯୋଗାଇବା ଦାବୀ ନେଇ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଡାକ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସମୂହ ଦସ୍ତଖତ ସମ୍ବଳିତ…