କରୁଥଲେ ୱାର୍ଲଡ କ୍ରିକେଟ ବେଟିଂ, ବାଜି ଲାଗୁଥିଲା ……

0

ସୁନ୍ଦରଗଡ଼ /ରାଉରକେଲା (ହୋରାଚାନ୍ଦ ଦେଉରିଆ) ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୁଲିସ୍‌ ବିଶ୍ୱକପ୍‌ କ୍ରିକେଟ୍‌ ବେଟିଂ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଗତକାଲି ବିଳମ୍ୱିତ ରାତିରେ ଡେଲି ମାର୍କେଟସ୍ଥିତ ଜନତା ନିବାସ ଲେନ୍‌ରେ ପୁଲିସ୍‌ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୩୧ ଲକ୍ଷ ଟଙ୍କା ଓ ୧୫ଟି ମୋବାଇଲ୍ ଫୋନ୍‌ ଜବତ କରିଛି।

Leave A Reply

Your email address will not be published.