ଅଘଟଣ : ବଗିରେ ଲାଗିଲା ନିଆଁ, ଦୁଇ ମୃତ On Jun 25, 2019 8 Share ରାୟଗଡା : ରାୟଗଡାରେ ଘଟି ଯାଇଛି ଏକ ଅଘଟଣ । ଚାଲିଯାଇଛି ଦୁଇ ଜୀବନ । ରାୟଗଡ଼ା ଜିଲ୍ଲାରେ ସମଲେଶ୍ଵରୀ ଟ୍ରେନ ସହ ରେଳଟ୍ରାକ ମରାମତି କରୁଥିବା ଇଂଜିନି ଧକ୍କା । ଗୋଟିଏ ବଗିରେ ନିଆଁ ଲାଗିବା ସହ କିଛି ବଗି ଟ୍ରାକ ତଳକୁ ଖସିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । 8 Share FacebookTwitterGoogle+ReddItWhatsAppPinterestEmail