ଆଜାଦ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ: ବୁଢିମାଲ ଦଳ ଚଂପିଆନ

ମେଲଛାମୁଣ୍ଡା-(ମନୋଜ କୁମାର ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲସ୍ଥିତ ଆଜାଦ କ୍ଳବ ଆନୁକୁଲ୍ୟରେ ରବିବାର ଦିନରୁ ଆରମ୍ଭ ହୋଇଥିବା ପ୍ରଥମ ଆଜାଦ କପ କ୍ରିକେଟ ଟୁର୍ଣ୍ଣମେଂଟ - ୨୦୧୯ ମଙ୍ଗଲବାର ଦିନ ସଂଧ୍ୟାରେ ଉଦଯାପିିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପଦ୍ମପୁର…

ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ଉତ୍ତେଜନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ

ସମ୍ପୃକ୍ତ ଅଧିକାରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ସହ ପରିବାରକୁ ସହାୟତା ପ୍ରଦାନର ଦାବି ୨.୫ଲକ୍ଷର ସହାୟତା ଘୋଷଣା ପରେ ଅବରୋଧ ହଟିଥିଲା ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ବିଦ୍ୟାଳୟ ଉପରେ ପଡ଼ିଛି…

ପଞ୍ଚାୟତିରାଜ ଦିବସ ସହ ବିଜୁ ବାବୁଙ୍କ ୧୦୩ ତମ ଜନ୍ମ ଦିବସ ପାଳିତ

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତିରାଜ ଦିବସ ସହ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୩ ତମ ଜନ୍ମ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକତାରେ…

 ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ସଚେତନତା ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ): ପାରଳାଖେମୁଣ୍ଡି ସ୍ଥିତ ସାଏଲାମ କଲ୍ୟାଣ ମଣ୍ଡପ ସାମନାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସମେତ ଯୋଜନାର ଉଦ୍‍ଘାଟନର ସିଧାପ୍ରସାରଣ ପ୍ରଦର୍ଶନ…

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ…

ଶିଶୁ ଉଦ୍ୟାନରେ ବିଜୁ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ 

ବଲାଙ୍ଗିର :  ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟଙ୍କ ୧୦୩ ତମ ବିଜୁ ଜୟନ୍ତୀ  ମହାସମାରୋହରେ ପାଳିତ ହୋଇଯାଇଅଛି  । ଜିଲା ବିଜୁ ଜନତା ଦଳର ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମେ ଶିଶୁ ଉଦ୍ୟାନ ଠାରେ ଥିବା ବିଜୁବାବୁଙ୍କ…

ରାଜ୍ୟର ସ୍ୱାର୍ଥ ବିରୋଧୀଙ୍କୁ ବିଜୁ ଅନୁଗତ ବିରୋଧ କରନ୍ତୁ 

ଯାଜପୁର,(ଜୟଶଙ୍କର ଦାଶ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୀବନବ୍ୟାପୀ ସାଧାରଣ ଜନତା, ଦେଶ , ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ସାଲିସ ବିହୀନ ଲଢେଇ କରିଛନ୍ତି । ଏଥିପାଇଁ ନିଜର ଧନ, ସମ୍ପତ୍ତି ଓ ଜୀବନକୁ ବି ତୁଚ୍ଛ କରିଛନ୍ତି । ଏବେ ରାଜ୍ୟର ତଥା ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀଙ୍କୁ ବିଜୁ…

ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୨ତମ  ଜୟନ୍ତୀ ପାଳିତ 

 ଜଗତ୍ସିଂହପୁର(ରମେଶ ମହାନ୍ତି) ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୨ତମ ଜୟନ୍ତୀ ଉସôବ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ଲଳିତକଳା ଏକାଡେ଼ମୀ ଓ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ପି.ସି.ଜେନା ସ୍ମୃତି ସଂସଦ ସଭାପତି …

ଓଡଗାଁରେ ବିଜୁ ଜୟନ୍ତୀ ଓ ପଂଚାୟତରାଜ ଦିବସ ପାଳିତ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର ) : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଓଡଗାଁ ବ୍ଲକ ସ୍ତରୀୟ ପଂଚାୟତରାଜ ଦିବସ ଆଜି ଅପରାହ୍ନରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରରମ୍ଭରେ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ…

ଶ୍ରୀରଘୁନାଥଙ୍କ ପୀଠରେ ହରି-ହର ଭେଟ ଉତ୍ସବ

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଆଜି ରାତ୍ରର ପ୍ରଥମ ପ୍ରହରରେ ହରି-ହର ଭେଟ ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । ଜାଗର ପରଦିନ ଏହି ଉସôବ ପାଳିତ ହେଉଥିବା ବେଳେ ପ୍ରଭୁ ଶ୍ରୀରଘୁନାଥ ମା’ ସୀତାଙ୍କ ସହିତ  ଅନୁଜ ଲକ୍ଷ୍ମଣ ପାଟବସ୍ତ୍ର ସହିତ ସ୍ୱର୍ଣ୍ଣ…