ଛତୁ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ   ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଛତୁ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
            ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ଏବଂ  ଜିଲ୍ଲା ନାବାର୍ଡ  ଅଧିକାରୀ ସୁଦ୍ୟୋମ୍ନ ପାଲ ଓ ଜିଲ୍ଲା ଓର୍ମାସ୍ ର ମୁଖ୍ୟ ଗୁଣ୍ଡିଚା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ  ଛତୁ ଚାଷ କିଭଳି ଏକ ଲାଭଦାୟକ  , ଛତୁ ଚାଷ ଦ୍ବାରା କିଭଳି ଆର୍ଥିକ ମାନଦଣ୍ଡରେ ପରିବର୍ତନ ହୋଇପାରିବ ଏବଂ ତାଲିମ ନେବାପରେ କିଭଳି ଜଣେ ନିଜକୁ  ସ୍ୱାବଲମ୍ବୀ  କରିପାରିବେ ତାହା ବୁଝାଇଥିଲେ ।

Leave A Reply

Your email address will not be published.