Sign in
Sign in
Recover your password.
A password will be e-mailed to you.
ମନର ଦରଦ ବଖାଣୁ ବଖାଣୁ କାନ୍ଦି ପକାଇଲେ ପ୍ରଭାତ
" ପୁଅକୁ ବୁଝାଇ ପୋଷ୍ଟର୍ ତିଆରି କରିବା ପାଇଁ ଫଟୋ ଆଣିବା କେତେ ଯେ କଷ୍ଟ ହୋଇଥିବ କେହି ବୁଝିପାରିବେନି"
"ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଗୋଟେ ଗୋଟେ ଗୁମାସ୍ତା ଦରକାର,ଏବେ ପାଣ୍ଡିଆନ୍-ସେତେବେଳେ ପ୍ୟାରୀ ମହାପାତ୍ର"
ବାଙ୍କୀ : ନିର୍ବାଚନୀ ବିଗୁଲ୍ ବାଜି ସାରିଥିବା ବେଳେ ବାଙ୍କୀ…
ବିଜେପିରେ ମିଶିଲେ ଖାରବେଳ, ଲଢ଼ିବାକୁ ଯିବେ କନ୍ଧମାଳ
ଦ୍ଵିତୀୟ ଥର ପାଇଁ ଅନ୍ୟ ଦଳରେ ବିଲୀନ ହେଲା ଉତ୍କଳ ଭାରତ
ଭୁବନେଶ୍ୱର : ଥରେ ମାଠିଆରେ ବିଲୀନ ହେବା ପରେ ଆଜି ପଦ୍ମ ପୋଖରୀରେ ବିଲୀନ ହୋଇଛି ଉତ୍କଳ ଭାରତ | ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସଂସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ | ଗୋଟେ ଦଳ ଆଉ ଗୋଟିଏ ଦଳରେ ବିଲୀନ…
ପ୍ରତିଭା ସମ୍ମାନ ମହୋତ୍ସବ ୨୦୧୯ଅନୁଷ୍ଠିତ
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ମାନବୀୟ ମୂଲ୍ୟବୋଧକୁ ସମ୍ମାନ ଜଣାଇ ‘ସଂସ୍କାର ଚାରିଟେବୁଲ ଟ୍ରଷ୍ଟ’ ପ୍ରତିଭା ସମ୍ମାନ ୨୦୧୯ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ୭ମ ବାର୍ଷିକ ସମାରୋହରେ…
ଶଙ୍ଖ ଫୁଙ୍କିଲେ ବରଗଡର ସାଧୁ
ଭୁବନେଶ୍ୱର: ବରଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ, ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଜେପିର ପ୍ରାର୍ଥୀ ହୋଇଥିବା ସାରଙ୍ଗଧର କାଡ୍ରେକା, ଲକ୍ଷ୍ମୀପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ କଂଗ୍ରେସର ରାଜେନ୍ଦ୍ର ହିକ୍କା ଓ ଟାଙ୍ଗରପାଲ୍ଲୀ ବ୍ଲକର କଂଗ୍ରେସ ନେତା…
ଆମ ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ । ଆମ ରିମୋଟ କଣ୍ଟ୍ରୋଲ ସେମାନଙ୍କ ପାଖରେ ।
ନୟାଗଡ଼ରୁ ଆଜି ନିର୍ବାଚନର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ : କହିଲେ ‘ଏଥର ୨୧ରୁ ୨୧ ଶଙ୍ଖ’
ଭୁବନେଶ୍ୱର,୨୪/୩/୨୦୧୯: ଏଥର ୨୧ରୁ ୨୧ ଶଙ୍ଖ ପାଇବ । ବିଜୁ ଜନତା ଦଳ ୨୧ରୁ ୨୧ ଲୋକସଭା ଆସନ ଜିତିବ । ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୟାଗଡ଼ରେ…
ଚିକିତ୍ସାଧୀନ ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଏସଏନସିୟୁରେ ଥାଇ ଚିକିତ୍ସାଧୀନ ହେଉଥିବା ଏକ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଓ ପରେ ନବଜାତ ଶିଶର ମୃତ ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ତାକୁ ସୁଇପାର…
“ଯେଉଁ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲି, ତାହା ବର୍ଣ୍ଣନା କରିବା ଅସମ୍ଭବ”
ଏକ ହଜାରୁ ଅଧିକ ସମର୍ଥକ ସହ ଆଜି ବିଜେଡ଼ିରେ ଯୋଗ ଦେବେ ରାଜକିଶୋର
"ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସେବା କରିଆସୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲି । ଦଳ ଓ ସଂଘ ସହ ଥିବା ୪୦ ବର୍ଷର ଭାବଗତ ସମ୍ପର୍କକୁ…
ପଦ୍ମପୁର କଂଗ୍ରେସରେ ଫାଟ, କଂଗ୍ରେସରୁ ମୁହଁ ଫେରାଇ ପୁଟା କାଟିଲେ ବାଟ
ସତ୍ୟଭୂଷଣଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଇସ୍ତଫା ଦେଲେ ଆଦିବାସୀ ସେଲ ସଭାପତି
"ଦୀର୍ଘ ୪୦ ବର୍ଷ ଧରି ମୁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସିଛି | ଗତ କିଛି ମାସ ହେଲା ମତେ ଦଳରେ ଅଣଦେଖା କରାଯାଇଆସୁଅଛି | ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହରିଜନ ଆଦିବାସୀ ବହୁ…
ଯୋଗେଶ ସିଂ, ସୁନିତା ବିଶ୍ୱାଳ, ଜଟିଆ ମୁଣ୍ଡା ସମସ୍ତେ ନିଜ ସ୍ୱାର୍ଥ ପାଇଁ କଂଗ୍ରେସ କୁ ଧୋକା ଦେଇଛନ୍ତି
Sundargarh /Horachand Deuria : ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ହୁଅନ୍ତୁ କି ସୁନିତା ବିଶ୍ୱାଳ, ଜଟିଆ ମୁଣ୍ଡା ସମସ୍ତେ ନିଜ ସ୍ୱାର୍ଥ ପାଇଁ କଂଗ୍ରେସ କୁ ଧୋକା ଦେଇଛନ୍ତି, ପୃକୂତରେ ପଳାତକ ନେତା କାହାରି ନୁହଁନ୍ତି, ଯିଏ ଦଳର ହୋଇ ପାରି ଲାନାହିଁ ସେ ସାଧାରଣ ଲୋକଙ୍କ ହେବ…
ଲୋକସଭା ଏବଂ ବିଧାନସଭା : ଦୁଇ ନୁଆଁ ଚେହେରା ଲଢ଼ିବେ ନିର୍ବାଚନ
Bolangir/ Niroj mishra : ଲୋକସଭା ଏବଂ ବିଧାନସଭା ଦୁଇ ନୁଆଁ ଚେହେରା ପ୍ରାଥୀ ଲଢ଼ିବେ ନିର୍ବାଚନ। ତିନି ଆଶାବାଦୀ ପ୍ରାଥୀ ପଡିଲେ ବାଦ। ବଲାଙ୍ଗୀର ଆଗକୁ ଅଛି ଲୋକସଭା ଏବଂ ବିଧାସଭା ୨୦୧୯ ନିର୍ବାଚନ ଯାହାକୁ ନେଇ ବଲାଙ୍ଗୀର ସହର ହୋଇଛି ସରଗରମ। ତେବେ କିଏ କେମିତି ନିର୍ବାଚନ ଲଢ଼ିବ ସେ…