Sign in
Sign in
Recover your password.
A password will be e-mailed to you.
ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ -ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲା ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/ବାରିପଦା, ୨୯ ଡିସେମ୍ବର-ମାଛ ତେଲରେ ମାଛ ଭାଜିବାରେ ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ ଅଛି । ଚିଠି ଲେଖିବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
୨୪ତମ ସର୍ବଭାରତୀୟ ଛିନେ୍ଦକେଲା କ୍ରିକେଟ କପ : ଖୋର୍ଦ୍ଧା ଓ ନାଗପୁର ମଧ୍ୟରେ ଫାଇନାଲ
ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନେ୍ଦକେଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଛିନେ୍ଦକେଲା କ୍ରିକେଟ କପ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ଜାମସଦେପୁର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଛିନେ୍ଦକେଲା ସ୍ତିତ…
ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ : କଂଗ୍ରେସ
ଭଦ୍ରକରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ସମାବେଶ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ । ବିଗତ ୧୮ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ନାାରୀ ନିର୍ଯ୍ୟାତନା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ନାରୀ…
କୁକୁଡା ଫର୍ମରେ ଭୟାବହ ଅଗ୍ନିକାଣ୍ଡ : କୋଟିଏରୁ ଉର୍ଧ୍ଵ ଟଙ୍କାର ଜିନିଷପତ୍ର ନଷ୍ଟ
ବାରିପଦା(ଦିଲ୍ଲୀପ ମହାନ୍ତି)ମୟୁରଭଞ ଜିଲା ରାସଗୋବୋନ୍ଦପୁର ବ୍ଲକର ଛାତନ ଠାରେ ଥିବା ଭେଙ୍କ ରିସର୍ଚ ଏବଂ ବ୍ରିଡିଙ୍ଗ ଫାର୍ମ ପ୍ରାଇଭେଟ ଲିମିଟେଡ ନାମକ ଏକ କୁକୁଡା ଫାର୍ମରେ ଆଜି ପ୍ରାୟ ପୂର୍ବାହ୍ନ ୯ ଟା ପାଖାପାଖି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଅଛି । କୁକୁଡା ଫାର୍ମର ଅଣ୍ଡାରୁ ଚିଆଁ…
ବାଟ ହୁଡ଼ା ଗୁଣପୁର ଥେରୁବାଲି ରେଳପଥର ସଂଯୋଗୀକରଣ : ସାଂସଦ କଥା ଦେଇ ଭୁଲିଗଲେ, ଏବେ ଲୋକ କରିବେ ହିସାବ
ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ଏନ୍ ଭାସ୍କର ରାଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଦକ୍ଷିଣ ଓଡିଶା ବାସୀଙ୍କୁ ଦେଇଥିବା ପ୍ରତିଶୃତି ମଧ୍ୟରୁ ଏକ ପ୍ରମୁଖ ପ୍ରତିଶୃତି ଥିଲା ଗୁଣପୁର ଥେରୁବାଲି ରେଳ ପଥର ସଂଯୋଗୀକରଣ; ଯାହାର ଶବଦ ବର୍ତ୍ତମାନ ଯାଏଁ ଶୁଭା ଯାଉନାହିଁ। କେନ୍ଦ୍ର…
୧୦ତମ ମହୁଲମୁଣ୍ଡା ଭିପିଏଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଡ଼ବାହାଳ ଚାମ୍ପିଅନ
ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ବ୍ଲକ ମହୁଲମୁଣ୍ଡା ପଡ଼ିଆରେ ଚାଲିଥିବା ୧୦ତମ ଭିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି | ଫାଇନାଲ ମ୍ୟାଚରେ କୁକୁଡ଼ାବାହାଳୀକୁ ହରାଇ ବଡ଼ବାହାଳ ଚାମ୍ପିଅନ୍ ହୋଇଛି I ବଡ଼ବାହାଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା |…
କାହାକୁ ଲାଜନାହିଁ କି ଅନୁଶୋଚନା ବି ନାହିଁ : ବାରମ୍ବାର ନିରୀହଙ୍କ ମୁଣ୍ଡ ଗଡୁଛି, ହେଲେ ନେତାଙ୍କ ରାଜନୀତି ସରୁନି
କେତେ ମଲେ ଚେତିବେ ଗାଲେଇ ଥିବା ଶାସନ-ପ୍ରଶାସନ !!!!!
ବଲାଙ୍ଗୀର/ ନିରୋଜ ମିଶ୍ର : ବାରମ୍ବାର ଅଘଟଣ ଘଟୁଛି ଅଘଟଣ | ଅକାରଣରେ ଗଡୁଛି ନିରୀହଙ୍କ ମୁଣ୍ଡ | ଉଜୁଡି ଯାଉଛି ପରିବାର | ତଥାପି ଗାଲେଇ ଯାଇଛନ୍ତି ରାଜନେତା, ପ୍ରଶାସନ ଲାଚାର | ସତରେ କାହା ମୁହଁରେ ଲାଜ ନାହିଁ ଟିକେ, ଅନୁଶୋଚନା…
ସେବାୟତଙ୍କ ପାଖରେ ସରକାର ଆତ୍ମ ସମର୍ପଣ କରିଛନ୍ତି – କଂଗ୍ରେସ
ଭୁବନେଶ୍ୱର - ଗତ ଗୁରୁବାର ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ ବିବାଦକୁ ଆଧାର କରି ସେବାୟତମାନେ ଯେଭଳି ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ ଏହାକୁ ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ ଘଂଟା ସମୟ ଲାଗିଲା । ଅର୍ଥାତ୍ ୧୨ ଘଂଟା କାଳ ଖାଡା ଓପାସ ରହିଲେ ପ୍ରଭୁ…
ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଶ୍ରବଣଯନ୍ତ୍ର ପ୍ରଦାନ କଲେ ଶକ୍ତିମନ୍ତ୍ରୀ
ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅଫିସଠାରେ ଆଜି ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଶ୍ରବଣଯନ୍ତ୍ର ପ୍ରଦାନ କରିଥିଲେ । ରେଂଗାଲି ପଂଚାୟତ ଅନ୍ତର୍ଗତ ଗି୍ରଂଜେଲ ଗ୍ରାମର ନବମୀ ରୁହିଦାସ,ବିରିପାଲି ଗ୍ରାମର ଭଗବାନ ହରିପାଲ ଓ ଚକବାହାଲ…
ପୃଥ୍ୱୀରାଜ ଗୌସାଲାର ନବ ନିର୍ମିତ ଗୋ ଗୃହକୁ ଉଦ୍ଘାଟନ କରିବା ସହ ଗୋପୂଜନ କଲେ ରାଜ୍ୟପାଳ
ବଲାଙ୍ଗୀର/ ନିରୋଜ ମିଶ୍ର : ଆଜି ବଲାଙ୍ଗୀର ଟାଉନରେ ପହଚିଂ ଥିଲେ ମହାମହିମ ରାଜ୍ୟପାଳ ଗୋ ସେବା ଉପରେ ଲୋକଙ୍କୁ ବୁଝାଇଥିଲେ । ଏକ ସମୀକ୍ଷା ବୈଠକ କରିଥିଲେ । ପୃଥ୍ୱୀରାଜ ଗୋଶାଳା ଉନ୍ନତି ପାଇଁ ରାଜ୍ୟପାଳ ୧ ଲକ୍ଷଟଙ୍କା ଅନୁଦାନ ଘୋଷଣା କରିଥିଲେ ।
ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ…