Sign in
Sign in
Recover your password.
A password will be e-mailed to you.
୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍ଯାପିତ
http://www.youtube.com/watch?v=5sxM41wVahk
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍ଯାପିତ…
ଏବେଠୁ ଏତେ ତ ଆଗକୁ କେତେ : ଗାଡି ସହ ୨ଲକ୍ଷ ଟଙ୍କା ଜବତ
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦୁବୁଲାବାହାଲ ଛକରେ ମଙ୍ଗଲବାର ଦିନ ଅପରାହ୍ନରେ ମେଲଛାମୁଣ୍ଡା ପୁଲିସ ଓ ଫ୍ଲାଇଙ୍ଗସ୍କାଡର ମିଳିତ ଯାନବାହାନ ଚେକିଙ୍ଗ ସମୟରେ ଏକ ନିଲ ରଙ୍ଗର ବ୍ରିଜା ଗାଡିରୁ ନଗଦ ଦୁଇ ଲକ୍ଷ ଟଙ୍କା ସହିତ କିଛି କାଗଜାତ ମିଲିଥିଲା । ପୁଲିସ…
ମନରେଗା ଯୋଜନା ପାଲଟିଛି “ମନଇଛା ମାରି ଖା” ଯୋଜନା
8 ଜଣ ଭୁତ ହିତାଧିକାରୀଙ୍କ ନାଁରେ ସାଢେ ତିନି ଲକ୍ଷ ଟଙ୍କା ହଡପ
ସିନାପାଲିରୁ ନିରାକାର ମେହେର : ସିନାପାଲି ବ୍ଲକ ସିନାପାଲି ପଂଚାୟତ ରେ ମନରେଗା ପାଣ୍ଠିରୁ ବ୍ୟାପକ ଜାଲିଆତି ଅଭିଯୋଗ ହେଇଛି ! ସରପଞ୍ଚ ନିଜେ ଅଭିଯୋଗ କରିଛନ୍ତି ! ତାଙ୍କ ଅଜଣାରେ 8 ଜଣ ଭୁତ ହିତାଧିକାରୀଙ୍କ…
ଅର୍କେଶ, ନବ,ଆଶିଷ ଏବଂ ପ୍ରଦୀପ ଦାଖଲ କଲେ ନାମାଙ୍କନ ପତ୍ର
ବଲାଙ୍ଗୀର /ନିରୋଜ ମିଶ୍ର : ଆଜି ଲୋକସଭା ଏବଂ ବିଧାନସଭା ର ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ର ଶେଷ ଦିନ ଥିବା ବେଳେ ବିଧାନସଭା ବିଧାୟକ ଆସନ ପ୍ରାଥୀ ଭାବେ ବିଜେଡି ଦଳର ନୂତନ ପ୍ରାଥୀ ଅର୍କେଶ ନାରାୟଣ ସିଂଦେଓ, ବଲାଙ୍ଗୀର ଆପ ଆଦମୀ ପାର୍ଟିର ସ୍ୱାଧୀନ ପ୍ରାଥୀ ଭାବେ ମନୋଜ ପାଣ୍ଡେ, ଓ…
ନାମାଙ୍କନ ଦାଖଲ ଦାଖଲ କଲେ ଜର୍ଜ, ଜୁଏଲ ଆଉ ସୁନିତା
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଆଜି ଦୂତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବା ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳ | ବିଜେପି ର ଜୁଏଲ ଓରାମ, ବିଜେଡ଼ି ର ସୁନିତା ବିଶ୍ୱାଳ ଏବଂ କଂଗ୍ରେସର ଜର୍ଜ ତିର୍କୀ ଲୋକସଭାପ୍ରାଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି,…
ବଣୁଆ ଭାଲୁ ଆକ୍ରମଣରେ ଜଣେ ଗୁରୁତର
ସିନାପାଲିରୁ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତଗତ ଭାରିଆମୁଣ୍ଡା ଗ୍ରାପ ବରପଦର ଗ୍ରାମ ରେ ଅଘଟଣ ହେଇଛି ! ଏହି ଗ୍ରାମ ର ଯୁବକ ରୂପଧର ମାଝୀ ପୋଖରୀକୁ ଶୌଚ କରି ଯାଉଥିଲା ସମୟରେ ଏକ ବଣୁଆ ଭାଲୁ ଆକ୍ରମଣ କରିଛି ! ଏହି ଆକ୍ରମଣ ରେ ଯୁବକ ରୂପଧର ମାଝୀ ଗୁରୁତର ଭାବରେ ଆହତ…
କୀଟନାଶକ ପିଇ ଯୁବକର ଆତ୍ମହତ୍ୟା
ବରଗଡ :-- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ନିଵାସୀ ଦଳ ବରିହା ଙ୍କର ପୁଅ ପରେସ ବରିହା ଗତ କାଲି ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇ କୀଟନାଶକ ପିଇ ଦେଇଥିଲେ । ରାତି ପ୍ରାୟ 9ଟା ସମୟରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ପଦ୍ମପୁର ଡାକ୍ତର ଖାନାକୁ ନେଇଥିଲେ ।…
ସରିଲା ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ : ନୂଆପଡ଼ା ପାଇଁ ୯, ଖଡ଼ିଆଳ ପାଇଁ ୧୨
ନୂଆପଡ଼ା,(ଅମିତ ପୁରୋହିତ) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ୯ ଜଣ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ୪ ଜଣ ଓ ଖଡ଼ିଆଳ ବିଧାନ ସଭା…
ନାମାଙ୍କନ ପତ୍ର ଦାଖଲ କଲେ ବରିହା,ପୁରୋହିତ ଓ ସତ୍ୟ ଭୂଷଣ
ବରଗଡ :- 2019 ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ତାରିଖ ଥିଲା । ଆସନ୍ତା ନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ୟାଳୟ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ…
ଅବିଚାରର ପ୍ରତିବାଦରେ କାନ୍ଦି କାନ୍ଦି ବିଜେପିକୁ ଛାଡିଲେ
ଦୀର୍ଘ ୩୦ବର୍ଷର ସମ୍ପର୍କ ତୁଟାଇଲେ ଲଢୁଆ ନେତା ସୁବାଷ ଚୌହାନ
,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା। ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା…