Sign in
Sign in
Recover your password.
A password will be e-mailed to you.
CHILD SCIENTISTS TO LOOK FOR SOLUTIONS TO NATION’S PROBLEMS : Dharmendra
Bhubaneswar, Dec. 30: Young minds must make use of evolving technology to find solutions to India’s long list of complex problems including climate change and energy needs, union minister for petroleum, natural gas, skill development and…
ବିଜୁ କୃଷକ ଜନତା ଦଳର ରାଜ୍ୟ କମିଟି ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ
ରାଜ୍ୟ କମିଟିରେ ୬ ଉପ ସଭାପତି, ୩ ସାଧାରଣ ସମ୍ପାଦକ ଓ ୫ ସମ୍ପାଦକ
ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳ ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ନିକଟରେ ବିଜୁ କୃଷକ ଜନତା ଦଳର ରାଜ୍ୟ…
ବାରିପଦା ପିଚ ରେଡ୍ଡି : ଆଗପଛ ହୋଇ ଖେଳିବେ ମୋଦି ଓ ନବୀନ କିଣିବାକୁ ମୟୁରଭଞ୍ଜିଆଙ୍କ ମନ
ବାରିପଦା(Dillip Mohanty)-ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକକୁ ଦଖଲ କରିବା ସହିତ ୪୭.୩୨ ପ୍ରତିଶତ ହାରରେ ମୋଟ ୫ଲକ୍ଷ ୭୩ହଜାର୨୮୭ଖଣ୍ଡ ଭୋଟ ପାଇ ୫୬ଟି ଆସନ ମଧ୍ୟରୁ ୪୯ଟି ଆସନରେ ବିଜୟୀ ହୋଇ ଜିଲ୍ଲାପରିଷଦକୁ ଦଖଲ କରି ନୂଆ ଇତିହାସ ସୃଷ୍ଟି କରିବା ପରେ…
ପାୱାର ଏମ୍ପେ୍ଲାଇଜ ୟୁନିୟନର କର୍ମକର୍ତ୍ତା ଚୟନ
ବାରିପଦା(ଅରବିନ୍ଦ ଦାସ )-ବାରିପଦା ପୌରପରିଷଦର ବାଘଡ଼ାରୋଡ଼ସ୍ଥିତ ପାୱାର ଏମ୍ପେ୍ଲାଇଜ ୟୁନିୟନ କାର୍ଯ୍ୟାଳୟ ପରିସରରେ ୟୁନିୟନ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ବାରିପଦା ବିଦୁ୍ୟତ୍ ଡ଼ିଭିଜନ ଅନ୍ତର୍ଗତ ୧୪ଟି ସେକସନ,…
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର୍ ଧରିଲା
ଭୁବନେଶ୍ୱର:ସମଗ୍ର ଭାରତବର୍ଷରେ ୪ଗୋଟି ଧାମ । ୪ ଧାମ ମଧ୍ୟରୁ ପୁରୀର ମାହାତ୍ମ୍ୟ ଅନନ୍ୟ । ବ୍ରିଟିଶ୍ ଶାସନ ସମୟରେ ପୁରୀ ସହରରେ ବହୁ ଜ୍ଞାନର ଆଲୋଚନା ହେଉଥିଲା । ସଂସ୍କୃତ ଭାଷା ପରେ ଓଡ଼ିଆରେ ସର୍ବାଧିକ ତାଳପତ୍ର ପୋଥି ଏହି ସହରରେ ଦେଖିବାକୁ ମିଳିଥାଏ । ପୁରୀ ଜ୍ଞାନର ଭଣ୍ଡାରଭାବେ ମଧ୍ୟ…
ସଡକ ସୁରକ୍ଷା ଜନ ସଚେତନତା ଶିବିର ଅନୁଷ୍ଠିତ ।
ଯାଜପୁର(ଜୟଶଙ୍କର ଦାଶ),ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ଜନ ସଚେତନତା ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଚ୍ଥି । ସଡକ ସୁରକ୍ଷା ନିୟମ କାନୁନକୁ ନ ମାନିବା ପଂଳରେ ପ୍ରତିଦିନ ସଡକ ଦୁର୍ଘଟଣା ବାରମ୍ୱାର ଘଟୁଚ୍ଥି ଓ ଅକାରଣରେ ମୂଲ୍ୟବାନ ଜୀବନ…
ଜିଲ୍ଲାସ୍ତରୀୟ ଇଭିଏମ ଭିଭିପାଟ ସଚେତନତା ଅଭିଯାନର ହେଣ୍ଡସ ଅନ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର ହେବାକୁ ଥିବା ଇଭିମେ ଭିଭିପାର୍ଟ ମେସିନର ସଠିକ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ…
ଜିଲ୍ଲାର ଝାମି ଓ ଲାଞ୍ଜିପଦରଠାରେ ଉଜ୍ୱଳା ସାନିଟେରୀ ନାପକିନ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ ହେବ
ପାରଳାଖେମୁଣ୍ଡି/ ବିବାଳକୃଷ୍ଣ ପାଣିଗ୍ରାହୀ : ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ତଥା ସଶକ୍ତିକରଣ ପାଇଁ ଦେଶର ରାଷ୍ଟ୍ରାୟତ ତୈଳି କମ୍ପାନୀ ଗୁଡିକ ପକ୍ଷରୁ ଓଡିଶା ରାଜ୍ୟରେ କେନ୍ଦ୍ର ସରକାରଙଅକ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ୯୩ଟି ବ୍ଲକରେ ୧୦୦ଟି ଉଜ୍ୱାଳା…
ଧାନମଣ୍ଡି ଖୋଲିବାରେ ବିଳମ୍ୱ, ଅଭାବୀ ଧାନ ବିକ୍ରି ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ନପାଇବା ପ୍ରତିବାଦ
୧୪ଦଫା ଦାବୀରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଧାନମଣ୍ଡି ଖୋଲିବାରେ ବିଳମ୍ୱ , ଅଭାବି ଧାନ ବିକ୍ରି ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ନିର୍ଦ୍ଧାରିତ ୧୭୫୦ ଟଙ୍କା ନମିଳିବା ପ୍ରତିବାଦ ସହ ଚାଷୀଙ୍କ ୧୪ଦଫା ଦାବୀ…
ସାମ୍ବାଦିକଙ୍କ ମାତାଙ୍କ ଦେହାନ୍ତ
ବଲାଙ୍ଗୀର,/ନିରୋଜ ମିଶ୍ର : ଶନିବାର ପ୍ରଗତିବାଦୀର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ମାତୃବିୟୋଗ ଘଟିଛି । ସ୍ୱର୍ଗତ ମୂରଳୀଧର ପଣ୍ଡାଙ୍କ ପତ୍ନୀ ସୁଭଦ୍ରାଙ୍କର ସକାଳ ୬.୪୫ସମୟରେ ୯୦ ବର୍ଷ ବୟସରେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ନିକଟସ୍ଥ ଗଜପାଲି ଗାଁରେ ଦେହାନ୍ତ…