ହାତୀବନ୍ଧା ଠାରେ 108 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ  ହାତୀବନ୍ଧା ରେ ୧୦୮କୁଣ୍ଡୀୟ  ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏ ଥିରେ ଗାଁ ର ସବୁଲୋକ ଓ ଛତିଶଗଡ,କଳାହାଣ୍ଡିରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ |ହାତୀବନ୍ଧା ଅନେକ ଯୁବକ, ମା, ଭଉଣୀ, ଗାୟତ୍ରୀ କର୍ମ କର୍ତ୍ତା…

ବଡ଼ବିଲ ପ୍ରେସ କ୍ଲବର ବାର୍ଷିକୋତ୍ସଵ

ବଡ଼ବିଲ/ଚିତ୍ତରଞ୍ଜନ କର : ବଡ଼ବିଲ ପ୍ରେସ କ୍ଲବର ବାର୍ଷିକୋତ୍ସଵ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ ହଲରେ ପାଳିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ…

ବିଦ୍ରୋହୀ କାଳ, ଦେଖ, କି ହେଉଛି ଫଳ !!!

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତକାଲି ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ  ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଗତ ଗୁରୁବାର ଦିନ ବିଜେଡ଼ି ରୁ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ହଜାର ହଜାର ସଂଖ୍ୟା ରେ ସମର୍ଥକ ଙ୍କୁ ନେଇ…

ଲଗାମ ଛଡା ଲୁଟେରା, ଲଗାତାର ଲୂଟ : ଦିନ ଦିପହର ବାଇକରୁ ଲୁଟିନେଲେ ୨୦ ହଜାର

ଓଡଗାଁ: ଓଡଗାଁ ଲକ୍ଷ୍ମୀବଜାରରେ ଷୋମବାର ଦିନ ୧୧ଟା ବେଳେ ଗୋଟିଏ ମୋପେଡ ବାଇକରୁ ୨୦ହଜାରଟଙ୍କା ଲୁଟ୍ ହୋଇଥିବା ଜଣାଯାଇଛି ।  ଘଟଣାରୁ ପ୍ରକାଶ ଏହି ଥାନା ଅନ୍ତର୍ଗତ ବାଣ୍ଠପୁର ଗ୍ରାମର ତ୍ରିଲୋଚନ  ନାଏକ  (୪୫) ଓଡଗାଁ ଗ୍ରାମବ୍ୟାଙ୍କ ଏଟିଏମରୁ  ୨୦ହଜାର ଟଙ୍କା ଉଠାଇ ବ୍ୟାଗରେ ଟଙ୍କାରଖି …

ବାଘ ଚମଡା ସହ ତିନି ଆସାମୀ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲା କରଞିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ ଟାଟୋ ସେକସନ ପୁରୁଣାପାଣି ବିଟ କଙ୍କଡା ଗ୍ରାମଠାରେ ଗତକାଲି ରାତ୍ରୀରେ ବନବିଭାଗ କୋଣସି ସୂତ୍ରରୁ ଖବରପାଇ  ଚଡାଉ କରି  ଗୋଟିଏ ବାଘ ଚମଡା ସହ ତିନିଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି ।…

ଫସଲ କ୍ଷତିପୂରଣ ଦାବୀରେ ଜିଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଦମ୍ପତିଙ୍କ ଧାରଣା 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେତନଟୀ ବ୍ଲକର ବଡଖିରିପଦା ଗ୍ରାମର ଏକ ଦମ୍ପତି ହାତୀପଲ ଙ୍କ ଦ୍ୱାରା ନିଜ ଚାସଜମିରେ ନଷ୍ଟ ହଇଥିବା ଫସଲର କ୍ଷତିପୂରଣ ଦାବୀରେ ଆଜି ଅନଶନ ରେ ବସିଛନ୍ତି । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ନରେଶ କୁମାର ପାତ୍ର…

ଧର୍ମେନ୍ଦ୍ରଙ୍କୁ ଖୋଲା ଚାଲେଞ୍ଜ ଦେଲେ ରାଜକିଶୋର :”ଯଦି ସତ୍‍ସାହସ ଅଛି, ତେବେ ମୋ ସହିତ ମୋରଡ଼ାରେ ନିର୍ବାଚନ…

ମୁଁ ଗତ କିଛିଦିନ ତଳେ ଭାରତୀୟ ଯାତ୍ରାପାର୍ଟିରେ ଅଭିନୟ କରୁଥିଲି ମୋର ରାଜନୈତିକ ଜୀବନକୁ ହତ୍ୟା କରିବା ପାଇଁ ଯେତେବେଳେ ଷଡ଼ଯନ୍ତ୍ର ଚାଲିଥିଲା କ୍ଷମତାଲୋଭି ଔରଙ୍ଗଜେବ୍‍ ବିଜେପିର ବରିଷ୍ଠ ନେତାମାନଙ୍କ ରାଜନୈତିକ ଭବିଷ୍ୟତକୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ୱାର୍ଡମେମ୍ବରଟିଏ…

ନାମାଙ୍କନରୁ ବଲାଙ୍ଗୀର ଗରମ, ଧୀରେ ଧୀରେ ବଢିବ 

ବଲାଙ୍ଗୀରରୁ ସନ୍ତୋଷ ସିଂ ଠାକୁର :  ବଲାଙ୍ଗିର ଜିଲ୍ଲାରେ ଲୋକସଭା ଓ ବିଧାନ ସଭାର ତିନିଦଲର ପ୍ରର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବଲାଙ୍ଗିର ସହରର ସରଗରମ ହୋଇ ଉଠିଥିଲା | ସକାଳୁ  ସକାଳୁ ନେତାଙ୍କ ଘରେ ଭିଡ ଲାଗିରହିଥିଲା | କିଏ ପୂଜାର ବ୍ୟସ୍ତ ଥାଏ ତ କିଏ ଦଳୀୟ  ପତକା ଲଗାଇବାରେ…

ଫୁଲବାଣୀ ରୁ ଲଢ଼ିବେ ଅଙ୍ଗଦ, ବିରମିତ୍ର ପୁରରୁ ମଖଲୁ

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଦୁଇଟି ଆସନ ପାଇଁ ତା ପ୍ରାର୍ଥୀ ଘୋଷଣା କରିଛି । ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିରାମିତ୍ରପୁର ବିଧାନସଭା କ୍ଷେତ୍ର ପାଇଁ ମଖଲୁ ଏକ୍କା ଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଫୁଲବାଣୀ ବିଧାନସଭା କ୍ଷେତ୍ର ପାଇଁ ଅଙ୍ଗଦ…

ନୃସିଂହନାଥ ମନ୍ଦିରରେ ନିରଞ୍ଜନ 

ପିସିସି ସଭାପତିଙ୍କର ଅଚାନକ ପାଇକମାଲ ଗସ୍ତ ବରଗଡ :- ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଶ୍ରୀ ନିରଞ୍ଜନ ପଟନାୟକ ଆଜି ସନ୍ଧ୍ୟା ପ୍ରାୟ 7ଟା ସମୟରେ  ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିରକୁ ପହଂଚିଥିଲେ । ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି ତାଙ୍କର ନିକଟ ମହଲରୁ…