Sign in
Sign in
Recover your password.
A password will be e-mailed to you.
ଉତ୍ତରରେ ବିଲଡର, ମଧ୍ୟରେ ବିବାଦୀୟ ମେୟର
ବାହାରିଲା ବିଜେଡି ତାଲିକା, ଢେଙ୍କାନାଳରୁ ଲଢ଼ିବେ ମହେଶ ସାହୁ
କଟିଲେ ବାଦଲ ବଂଚିତ ପ୍ରିୟ, ଚାପରେ ସଫଳ ସୌମ୍ୟ
ମଧ୍ୟବାସୀଙ୍କ ମେମୋରିକୁ ତାଜା କରିବା ବୁନୁଙ୍କ ବିବାଦୀୟ ସେକ୍ସ ସିଡ଼ି
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ଆଜି ପୁଣି ପ୍ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା |…
ପାଖେଇ ଆସୁଛି ନିର୍ବାଚନ, ବଢିଚାଲିଛି ଅପରାଧ: କାଟିଲେ ହାତ ପାପୁଲି
ବଲାଙ୍ଗିର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ବଢିଚାଲିଛି ଅପରାଧ । ବଲାଙ୍ଗୀର ରାଜିବ ନଗର ପଡା ଶିବ ମନ୍ଦିର ବରଗଛ ନିକଟରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ଜଣେ ଯୁବକଙ୍କ ହାତ ପାପୁଲି କଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ…
ଓମ୍ ସାଇ ନେହା ଟେଲରିଂ ଟ୍ରେନିଂ ସେଣ୍ଟରର ର ୨୧ ତମ ପ୍ରତିଷ୍ଠା ଦିବସ
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଏପ୍ରିଲ ପହିଲା ପବିତ୍ର ଉତ୍କଳ ଦିବସ ଅବସରରେ ଓମ୍ ସାଇ ନେହା ଟେଲରିଂ ଟ୍ରେନିଂ ସେଣ୍ଟର କଟିକା ସାହି ଗୁଣପୁର ର ୨୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଶିରିଡ଼ି ସାଇ ମନ୍ଦିରସ୍ଥ କଲ୍ୟାଣ ମଣ୍ଡପ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ଏହି ଉତ୍ସଵ ରେ ମୁଖ୍ୟ…
ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ତ୍ରୀମୁଖୀ ଲଢ଼େଇ,ବିଷ୍ଣୁଙ୍କ ଶିବିରରେ ଶୁଭେଚ୍ଛୁଙ୍କ ଶୁଅ
ତିର୍ତ୍ତୋଲ/ପାରାଦ୍ବୀପ-ରମେଶ ମହାନ୍ତି :ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବଢୁଥିବା ଦେଖିବାକୁ ମିଳିଲାଣି। ଅତୀତ ୨୦୦୯ମସିହାରେ…
ଜିଲ୍ଲା ପରିଷଦ ସଭ୍ୟାମାନଂକ ଜବାବ : ସୁରେଶ ବାବୁ ଜଣେ ସମ୍ମାନୀୟ ନେତା ହୋଇ ବାଚାଳଙ୍କ ଭଳି ବକ୍ତବ୍ୟ ଦେଉଛନ୍ତି
"ଆମେ ଛୁଆ ନୁହଁ ଯେ ଆମକୁ କେହି ଅପହରଣ କରି ନେଇଆସିଲା"
ବରଗଡ :- "ସୁରେଶ ପୂଜାରୀ ଜଣେ ସମ୍ମାନୀୟ ନେତା ହୋଇ ବାଚାଳଙ୍କ ଭଳି ବକ୍ତବ୍ୟ ଦେଉଛନ୍ତି | ଦଳ ଭିତରେ ଚାଲିଥିବା ଏକଛତ୍ରବାଦର ପ୍ରତିବାଦରେ ଆମେ ଦଳ ବିଜେପି ଛାଡ଼ିଛୁ | ଆମେ ସ୍ବେଛାରେ ଆସି ବିଜେଡିରେ ଯୋଗ ଦେଇଛୁ | ଆମେ ଛୁଆ ନୁହଁ…
ବିଜେପୁରରେ ବିଜେଡିର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ
ବରଗଡ / ବିଜେପୁର :- ବରଗଡ଼ ଜିଲ୍ଲାର ବହୁଚର୍ଚିତ ନିର୍ବାଚନ ମଣ୍ଡଳୀ ବିଜେପୁର । ଗତ ଉପନିର୍ବାଚନ ସମୟରୁ ଲଗାତାର ଭାବରେ ଚର୍ଚ୍ଚାରେ ରହି ଆସୁଛି ବିଜେପୁର । ନିର୍ବାଚନ 2019 ପାଇଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବିଜେପୁର। ଏଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଏହି ନିର୍ବାଚନ…
ବଦ୍ରିଙ୍କ ଚ୍ୟାଲେଞ୍ଜକୁ ଆକ୍ସେପଟ କଲେ ନିରଂଜନ : ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଘଷିପୁରାରୁ
ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) : ଦମ ଅଛି ଯଦି ଘଷିପୁରାରୁ ମୋ ସହ ଲଢନ୍ତୁ ବୋଲି ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଉ ଆଜି ସେଥି ପାଇଁ ଘଷିପୁରାରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି ଶ୍ରୀ…
ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା
ଧର୍ମଗଡ଼ରୁ ସୁଶାନ୍ତ ରାଉତ :ଗତକାଲି ଅପରାହ୍ନରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମ ରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମତେ ତରାପୁର ଗ୍ରାମର ଲକ୍ଷ୍ମୀକାନ୍ତ ଚଲାନ (୨୩) ପି -ତୁଳସୀ ରାମ ଚଲାନ ନିଜ ଘରେ ବେକରେ କପଡା ଲଗେଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ…
ଫେରିଲେ ଢ଼ାଲି : ମୋରଡାରୁ ରାଜାଙ୍କ ଜାଗାରେ ଲଢ଼ିବେ ରାଜକିଶୋର
ଭୁବନେଶ୍ୱର : ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି | ପୁଣି ନିରାଶ ହୋଇଛନ୍ତି ବରୀ ଆସନ ପାଇଁ ଦଳର ଆଶାୟୀ ଯୁବ ନେତା ବିଜୟ ନାୟକ | ସେହିପରି ଚିଲିକା ପାଇଁ ଆଶାୟୀ ଥିବା ଅନ୍ୟତମ ଯୁବ ନେତା ମାନସ ମଙ୍ଗରାଜଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି | ଶେଷରେ ଜୟଦେବକୁ…
ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜଦେଓ
ଭୁବନେଶ୍ୱର : ବିଜେଡି ମୟୁରଭଞ୍ଜ ଜ଼ିଲ୍ଲା ସଭାପତି ପଦ ସହ ପ୍ରାଥମିକ ସଦସ୍ୟତାରୁ ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜଦେଓ | ଦଳ ବିରୋଧରେ ପ୍ରକଟ କଲେ ଅସନ୍ତୋଷ | ସୂଚନାଯୋଗ୍ୟଯେ ୨୦୦୯ରେ ମୋରଡାରୁ ବିଧାୟକ ଭାବେ ନିର୍ବାଚିତ ହେବ ପରେ ନବୀନ ମନ୍ତ୍ରିମଣ୍ଡଳରେ…