Sign in
Sign in
Recover your password.
A password will be e-mailed to you.
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ଗ୍ରାମସଭା
ନୂଆପଡା/ପ୍ରିୟବ୍ରତ ପଣ୍ଡା ,ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଲିଟିସର୍ଗି ପଞ୍ଚାୟତରେ । ସ୍ବେଚ୍ଛା ସେବୀ ଅନୁଷ୍ଠାନ ସ୍ପ୍ରେଡ ସହାୟତା ରେ ସରପଞ୍ଚ ଅନୁପମା ଭୋଇ ସଭାପତି ରୂପେ କାର୍ଯ୍ୟଭାର ତୁଲେଇ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ…
ସଡକ ଦୁର୍ଘଟଣାରେ ବୃଦ୍ଧ ଙ୍କର ମୃତ୍ୟୁ
ପାଇକମାଲ :- ଆଜି ପାଇକମାଲ ରୁ ଝାରବନ୍ଧ ଯାଉଥିବା ରାସ୍ତା ର ହୀରାପୁର ଛକ ନିକଟରେ ଏକ ମର୍ମନ୍ଦୁତ ସଡକ ଦୁର୍ଘଟଣା ଘଟିଯାଇଛି । ଝାରବନ୍ଧ ବ୍ଲକ ର କାଶୀ ପାଣି ଗ୍ରାମର ଭୁବନେଶ୍ୱର ପ୍ରଧାନ (80)ଏକ ସ୍କୁଟି ରେ ପାଇକମାଲ ରୁ ନିଜର କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ମାଟି ବୋଝେଇ…
୨୬ ଜାନୁୟାରରୁ ସ୍ୱଛତା ରଥର ଜିଲା ପରିକ୍ରମଣ
ଯାଜପୁର(ଜୟଶଙ୍କର ଦାଶ) ଗାନ୍ଧି ଦର୍ଶନ ଓ ଆଦର୍ଶ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ପିଢୀ ପରେ ପିଢୀ ଏହି ମହାନ ଆଦର୍ଶକୁ ଗ୍ରହଣ କରି ସଫଳତା ପାଇଥିବାବେଳେ ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ପାଇଁ ଗାନ୍ଧୀଜୀଙ୍କ ଅବଦାନ ଚିରସ୍ମରଣୀୟ । ତେଣୁ ଗାନ୍ଧିଙ୍କ ବେଶରେ ସାଇରାମଙ୍କ ଉଦ୍ୟମ ଅଧିକ ଫଳପ୍ରଦ…
୨୫ତମ ସର୍ବଭାରତୀୟ ବୋଡାସମ୍ବର କପ ଉଦଘାଟିତ
ପଦ୍ମପୁର/ନୀଳ ଦୀପ- ବରଗଡ ଜିଲ୍ଲା ପଦ୍ମପୁରରରେ ଆଜି ୨୫ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପର ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୋଡାସମ୍ବର ସ୍ପୋର୍ଟିଂ, ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ଏହି ଗୌରବମୟ କ୍ରିକେଟ ଟୁର୍ଣ୍ଣାମେଂଟକୁ ଜଣାଶୁଣା କ୍ରୀଡା ସଂଗଠକ ତଥା…
ଆମେ ପ୍ରତିଶ୍ରୁତି ଦେଉ ଓ ଏହା ପୂରଣ କରୁ : ନବୀନ
ଚାଷୀଙ୍କ ହକ ପାଇଁ ଦିଲ୍ଲୀରେ ଗରଜିଲେ ନବୀନ
ନୂଆଦିଲ୍ଲୀ: ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ସ୍ୱାମୀନାଥନ୍ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ତା’ର ଦାୟିତ୍ୱରୁ ଖସି ଯାଇପାରିବ…
ଲୁଚିଛି ନା ଗୋଡ ଦୁଇଟା ଦିଶୁଛି :ଚାପରୁ ମୁକୁଳିବା ସହ ମୁହଁ ଲୁଚାଇବା ପାଇଁ ଦିଲ୍ଲୀରେ ସୁଆଙ୍ଗ -ଧର୍ମେନ୍ଦ୍ର
• କାହିଁକି ମଣ୍ଡି ଖୋଲିଲାନାହିଁ, କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ ପାଉନାହାନ୍ତି ଏ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ • ଚଳିତବର୍ଷ ଇଲେକସନର ବର୍ଷ ହୋଇଥିବା ହେତୁ, ବିଜେଡି ଦଳ ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍ ମାଲିକଙ୍କ ସହ ମଧୁଚନ୍ଦ୍ରିକା ରହିଛି •…
ବିଭିନ୍ନ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସାଂସଦ କଳିକେଶଙ୍କ ସାକ୍ଷାତ
ବଲାଙ୍ଗିର- ସାଂସଦ କଳିକେଶ ନାରାୟଣ ସିଂହଦେଓ ରେଳ ସମ୍ବନ୍ଧୀତ କେତେକ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲକୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । କଣ୍ଟାବାଞ୍ଜୀରେ ରେଳ ୱାଗନ କାରଖାନ କିମ୍ବା ଖାଲିଥିବା ସ୍ଥାନରେ ସିମେଣ୍ଟ ସ୍ଲିପର୍ କାରଖାନା ପ୍ରତିଷ୍ଠା ପାଇଁ…
ଦେଶବ୍ୟାପୀ ଧର୍ମଘଟର ବନ୍ଦ ଡାକରା ଗଜପତି ଜିଲ୍ଲାରେ ଆଂଶିକ ପ୍ରଭାବ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଏବଂ ସମସ୍ତ ଟ୍ରେଡ ୟୁନିୟମ ସମେତ ସମସ୍ତ ବାମପନ୍ଥୀ ଦଳ ଗୁଡିକ ଏହି ବନ୍ଦ ପାଳନରେ ସାମିଲ ରହିଥିବା ଯୋଗୁଁ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରେ ଏହି ବନ୍ଦ ଡାକରାର ଆଂଶିକ ପ୍ରଭାବ…
ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କର
ବ୍ୟାସନଗରରୁ ବିଶ୍ୱଜିତ ମାଝୀ ଓ ଚଣ୍ଡିଖୋଲରୁ ପ୍ରଫୁଲ୍ଲ କୁମାର ସାହୁ : ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ତରଫରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ଦେଶରେ ବର୍ତ୍ତମାନ ଶ୍ରମିକମାରଣ ନୀତି ଏକ ଉଗ୍ର ରୂପଧାରଣ କରିଛି।କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ…
ମହାରଥୀଙ୍କ ବିଦାୟ ପରେ ବିଜେପି ଆଗରେ ପ୍ରଶ୍ନ : ମହାରଥୀ ଗଲେ, ପାଙ୍ଗି କଣ ତୁଳସୀ
ଗୁଣୁପୁର(ସିଦ୍ଧାର୍ଥ ଦାଶ) : ପିପିଲି ପୀଡିତା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ହରାଇଛନ୍ତି ପ୍ରଦୀପ ମହାରଥୀ ।
ଆଉ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ବିଜେପି ।
ଗୋଟିଏ ପଟେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ପିପିଲି ପୀଡିତା…